Posted inଜାତୀୟ

ଗୋଟିଏ ମାସର ବିଦ୍ୟୁତ ବିଲ୍‌ ଆସିଲା ୪୦ ହଜାର ଟଙ୍କା, ଏହା ଦେଖି ଏମିତି ନିଷ୍ପତ୍ତି ନେଲେ ବ୍ୟକ୍ତି

ମୁମ୍ବାଇ,୧୦।୮: ମହାରାଷ୍ଟ୍ର ନାଗପୁରରେ ବିଦ୍ୟୁତ୍‌ ବିଲ୍‌ ଦେଖି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବିଜୁଳି ବିଲ୍‌ ୪୦ ହଜାର ଦେଖି ଆଶ୍ଚର୍ଯ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଯଶୋଧରା ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ୫୭ ବର୍ଷୀୟ ଲୀଲାଧର ଲକ୍ଷ୍ମଣ ଗୈଧାନେ ନାମକ ଜଣେ ବ୍ୟକ୍ତି ନିଜ ଉପରେ କିରୋସିନ ଢାଳି ଆତ୍ମହତ୍ୟା କରିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ମୃତ୍ୟୁ ଘୋଷଣା କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ୪୦ ହଜାର ଟଙ୍କା ବିଦ୍ୟୁତ୍‌ ବିଲ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେ ବିଦ୍ୟୁତ୍‌ ବିଲ୍‌ ଆସିବାକୁ ସେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଫଳରେ ସେ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ପରିବାର ଲୋକ କହିଛନ୍ତି। ପୋଲିସ ଏବେ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ବାୟୁସେନା: ଭଦୌରିଆ

ନୂଆଦିଲ୍ଲୀ,୫ ।୧୦: ଲଦ୍ଦାଖ ସୀମାରେ ଚାଇନା ସହ ଲାଗି ରହିଥିବା ବିବାଦ ମଧ୍ୟରେ ସୋମବାର ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆ କହିଛନ୍ତି ଭାରତ ଦୁଇ ପଟରୁ...

ଅଗଷ୍ଟ ୧୫ରେ ଲଞ୍ଚ୍‌ ହୋଇପାରେ କରୋନା ଔଷଧ

ନୂଆଦିଲ୍ଲୀ,୩।୭: କରୋନାର ସଂକ୍ରମଣ ବୃଦ୍ଧି ମଧ୍ୟରେ ଏକ ଖୁସି ଖବର ଆସୁଛି। କରୋନା ଟିକା କୋଭାକ୍ସିନ ଅଗଷ୍ଟ ୧୫ରେ ଲଞ୍ଚ୍‌ ହୋଇପାରେ। ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ...

ଶାହଙ୍କୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪-୫:ନିର୍ବାଚନ ରଣନୀତି ଓ ପ୍ରଚାରର ମଙ୍ଗ ଧରିଥିବା ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକା ଏଥର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୪ରେ ସେ ୟୁପି ଲାଗି...

ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ଯୋଗାଇ ଦିଆଯିବ ସହାୟତା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧।୩: ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ଅଭିଯୁକ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏକ ବଳାତ୍କାର ମାମଲାରେ ଜାମିନ...

‘ଭାରତକୁ ତାଲିବାନ୍‌ ହେବାକୁ ଦିଆଯିବନି’

ନୂଆଦିଲ୍ଲୀ, ୨୩ା୯ : ଭାଜପା ଏକ ଜୁମ୍‌ଲା ପାର୍ଟି। କେନ୍ଦ୍ର ସରକାର ଭାରତକୁ ତାଲିବାନ୍‌ରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ସଫଳ ହେବାକୁ ଦିଆଯିବନାହିଁ...

ଭାରତଠାରୁ ୬୮୪ କିମି ଦୂର ସମୁଦ୍ରରେ କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୧୨।୫: ସାରା ପୃଥିବୀ କରୋନା ସଂକ୍ରମଣ ଯୋଗୁ ସଙ୍କଟରେ ପଡ଼ିଥିବାବେଳେ ଚାଇନା ଭାରତଠାରୁ ୬୮୪ କିଲୋମିଟର ଦୂର ସମୁଦ୍ରରେ ଏକ କୃତ୍ରିମ ଦ୍ୱୀପ ନିର୍ମାଣ କାର୍ଯ୍ୟ...

୧୦ ରାଜ୍ୟକୁ ମିଳିଛି ସ୍ବତନ୍ତ୍ର ମାନ୍ୟତା

ନୂଆଦିଲ୍ଲୀ,୬ା୮: ଭାରତର ସମ୍ବିଧାନ କେବଳ ଜମ୍ମୁ-କଶ୍ମୀରକୁ ନୁହେଁ, ବରଂ ୧୦ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ସମ୍ବିଧାନର ଅନୁଚ୍ଛେଦ ୩୬୮ରେ ପ୍ରଦତ୍ତ କ୍ଷମତା ଅନୁସାରେ...

ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ରାଷ୍ଟ୍ରପତି

ଥିରୁଭାନନ୍ତପୁରମ୍‌,୨୨।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି...

Advertisement
Archives

Model This Week