ନିଷ୍ପତ୍ତି ନେବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ଏପରି କି ଚିକିତ୍ସା ବିଜ୍ଞାନରେ ଅପରେସନ ପରି ଗୁରୁତ୍ୱପୂର୍ଣ୍ଣ କାମରେ ଏହା ସହାୟତା କରିପାରୁଛି। ବିଶେଷଭାବରେ ବିଶେଷଜ୍ଞଙ୍କ ଆଦେଶାନୁସାରେ ରୋବୋ କାମ କରିଥାଏ। ହେଲେ ନିକଟରେ ଏପରି ଏକ ରୋବୋ ପ୍ରସ୍ତୁତ ହୋଇଛି, ଯିଏ ନିଜେ ନିଷ୍ପତ୍ତି ନେଇପାରିବ। ଏପରି ଏକ ହାଇଟେକ୍‌ ରୋବୋ ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କରାଯାଇଛି। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଏହା ନିଜେ ନିଷ୍ପତ୍ତି ନେଇପାରିବ। ଅର୍ଥାତ୍‌, ଜଣେ ମଣିଷ ପରି ଏହି ରୋବୋ କାମ କରିବ। ପାରିପାର୍ଶ୍ୱିକ ପରିସ୍ଥିତିକୁ ତର୍ଜମା କରିବାର କ୍ଷମତା ମଧ୍ୟ ଏହାର ରହିଛି ଏବଂ ସେହି ଅନୁସାରେ କ’ଣ କରିବାକୁ ପଡିବ କାହାର ବିନା ପରାମର୍ଶରେ ତଥା ନିଜ ନିଷ୍ପତ୍ତି ଅନୁସାରେ ଉକ୍ତ ରୋବୋ କାମ କରିବ ବୋଲି ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସାଦ ଦୂର କରିବା ପାଇଁ..

ଅତ୍ୟଧିକ କାର୍ଯ୍ୟଚାପ ଓ କେତେକ ପାରିପାର୍ଶ୍ୱିକ ପରିସ୍ଥିତିର ବଶବର୍ତ୍ତୀ ହୋଇ ଅନେକେ ଅବସାଦଗ୍ରସ୍ତ ହୋଇଥାଆନ୍ତି। ଏହାର ପ୍ରଭାବ ମାନସିକତା ଉପରେ ପଡ଼ିଥାଏ। ଫଳରେ ସଂପୃକ୍ତ ବ୍ୟକ୍ତି...

ବ୍ୟକ୍ତିତ୍ୱ ରଙ୍ଗବତୀର ଗାୟିକା

ଲୋକଗୀତର ସ୍ବରକୁ ନେଇ ସେ ପ୍ରାୟ ୫୦ ବର୍ଷଧରି ନିଜର ସାଧନା ଜାରି ରଖିଛନ୍ତି। ସଂଗୀତକୁ ନେଇ ତାଙ୍କର ସ୍ବପ୍ନ, ତାଙ୍କର ଜୀବନ। ସେଥିପାଇଁ ସେ...

୫ ଜିନିଷ ଯୋଗୁ ମସ୍ତିଷ୍କ ହୁଏ ବିକଶିତ

ଶରୀର ସହ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିବା ନିହାତି ଜରୁରୀ। ତେବେ ଏହାର ବିକାଶ ଲାଗି ୫ ଜିନିଷ ସବୁଠୁ ଦରକାରୀ ହୋଇଥାଏ। ଜାଣନ୍ତୁ ସେ...

ମାନସିକ ଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ମୁଠାଏ…

ସକାଳେ ମୁଠାଏ ସୋଲା ବୁଟ ଗଜା ଚୋବାଇ ଖାଇଲେ ମିଳିଥାଏ ଅନେକ ଫାଇଦା। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏଥିରେ ଥିବା ଟ୍ରିପ୍ଟାଫେନ୍‌ ମାନସିକ ଚାପ...

ବ୍ରେନ୍‌ ଷ୍ଟ୍ରୋକ କମ୍‌କରେ ଫଳ, ତାଜା ପରିବା

ସତେଜ ପରିବା ଓ ଫଳ ନିୟମିତ ଖାଇବା ଦ୍ୱାରା ଏହା ବ୍ରେନ୍‌ ଷ୍ଟ୍ରୋକରୁ ମୁକ୍ତି ଦେଇଥାଏ। ନିକଟରେ ୟୁରୋପୀୟ ହାର୍ଟ ଜର୍ନାଲରେ ପ୍ରକାଶିତ ଏକ ଗବେଷଣାରୁ...

ଅର୍ଥ ମାମଲାରେ ଏହି ରାଶିର ଝିଅମାନେ ହୋଇଥାନ୍ତି ଭାଗ୍ୟଶାଳୀ

ସମୁଦାୟ ୧୨ଟି ରାଶି ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶି ଭିନ୍ନ ଭିନ୍ନ। କେହି କେହି ଜନ୍ମ ସମୟ ଅନୁସାରେ ନିଜ ରାଶି ଅଙ୍କିତ କରୁଥିବା ବେଳେ...

ଥାଇରଏଡ୍‌ ଥିଲେ ଖାଦ୍ୟରେ ସାମିଲ କରନ୍ତୁ ଏସବୁ

ଥାଇରଏଡ୍‌କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଫଳ, ପନିପରିବାର ଏବଂ ମାଛ ରହିଛି। ସବୁଠୁ ଉପକାରୀ କଦଳୀ। ପ୍ରତିଦିନ କଦଳୀ ଖାଇଲେ ଥାଇରଏଡ୍‌ ନିୟନ୍ତ୍ରଣରେ ରହିଥାଏ।...

ଏହି ୪ ଗୁଣ ଥିବା ବ୍ୟକ୍ତିଙ୍କ ପାଖରେ ରୁହେ ନାହିଁ ଧନର ଅଭାବ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ସର୍ବଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଚାଣକ୍ୟ। ସେ ଜଣେ କୁଶଳ ରାଜନୀତିଜ୍ଞ, ସଫଳ ଅର୍ଥଶାସ୍ତ୍ରୀ ଥିଲେ। ତାଙ୍କର ସବୁ ବିଷୟରେ ଜ୍ଞାନ ଥିବା କୁହାଯାଏ।...

Advertisement


Archives

Model This Week