Home Left

କରୋନା ଉପରେ ବବିଙ୍କ ନୂଆ କବିତା: ଟୁଇଟ୍‌ କଲେ ସଲମାନ୍‌

ଲମ୍ବା ବ୍ୟବଧାନ ପରେ ବଲିଉଡ୍‌ ଅଭିନେତା ବବି ଦେଓଲ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଚର୍ଚ୍ଚାର କାରଣ ହେଉଛି ଏକ କବିତା। କରୋନାର ଏହି ଦୁଃଖଦ ସମୟରେ ବବି ଏକ ସୁନ୍ଦର କବିତା ଲେଖିଛନ୍ତି। ତାଙ୍କର ଏହି କବିତାକୁ ସମସ୍ତେ…

ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରଟରୁ ଆସିବାବୁ ଥିବା ଟ୍ରେନ୍‌ ବାତିଲ

ଭୁବନେଶ୍ୱର, ୭।୫(ବ୍ୟୁରୋ): ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରଟରୁ ଆସିବାକୁ ଥିବା ୩ଟି ଟ୍ରେନ୍‌କୁ ଗୁରୁବାର ବାତିଲ କରାଯାଇଛି। କରୋନା ନମୁନା ପରୀକ୍ଷା ବିନା କୌଣସି ବ୍ୟକ୍ତି ସୀମାରେ ପ୍ରବେଶ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା…

ଜିଲାପାଳ, ଏସ୍‌ପିଙ୍କ କରୋନା ସ୍ଥିତି ସମୀକ୍ଷା

ଟିଟିଲାଗଡ, ୭।୫(ଡି.ଏନ.ଏ.): କରୋନା ମହାମାରୀ ନେଇ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି ସନ୍ଦୀପ ସମ୍ପଦ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଲ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ବାଇଁ ଗୁରୁବାର ଟିଟିଲାଗଡ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି। ଏନେଇ ଟିଟିଲାଗଡ…

ପିଏସ୍‌ଜି ସହ ଚୁକ୍ତି ବଢ଼ାଇଲେ ଫର୍‌ମିଗା

ପ୍ୟାରିସ୍‌,୭।୫(ଏଏଫ୍‌ପି): ବ୍ରାଜିଲର ଅଭିଜ୍ଞ ମହିଳା ଫୁଟବଲର ଫର୍‌ମିଗା ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ସହିତ ତାଙ୍କର ଚୁକ୍ତି ବୃଦ୍ଧି କରିଛନ୍ତି। ୪୨ ବର୍ଷୀୟା ଏହି ତାରକା ମିଡ୍‌ଫିଲ୍ଡର ପିଏସ୍‌ଜି ମହିଳା ଦଳ ସହ ଆଉ ଗୋଟିଏ ବର୍ଷ ପାଇଁ…

ଅନ୍‌ଲାଇନ୍‌ରେ ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ, ୭।୫(ପି.ଟି.): ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ଏହା ଅନ୍‌ଲାଇନ୍‌ରେ ଜରିଆରେ ହେବ। ଏଥିରେ ଉଭୟ ପୁରୁଷ ଓ ମହିଳା ଦଳର ଅଲିମ୍ପିକ ପ୍ରସ୍ତୁତି ଓ ହକିର ପୁନରାରମ୍ଭ ନେଇ ଆଲୋଚନା ହେବ। କୋଭିଡ୍‌-୧୯…

ମୁଁ ମଧ୍ୟ ଚାପ, ଭୟ ଅନୁଭବ କରିଥାଏ: ଧୋନୀ

ଚେନ୍ନାଇ,୭।୫(ପି.ଟି.): ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜଣେ ସଫଳ କ୍ରିକେଟର ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଭଳି ସେ ଚାପର ବଶବର୍ତ୍ତୀ ହୋଇଥାନ୍ତି ଓ ଭୟ ମଧ୍ୟ କରିଥାନ୍ତି। ମେଣ୍ଟାଲ ହେଲ୍‌ଥ ବା ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ଆଲୋଚନାରେ…

ଅଷ୍ଟ୍ରେଲିଆନ୍‌ ଓପନ୍‌ ବାତିଲ ସମ୍ଭାବନା

ସିଡ୍‌ନୀ,୭।୫(ଏଏଫ୍‌ପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ଏପରିକି ଅଷ୍ଟ୍ରେଲିଆ ଓପନ ବାତିଲ ହେବା ସମ୍ଭାବନା ରହିଛି ବୋଲି ଟେନିସ ଅଷ୍ଟ୍ରେଲିଆ ସ୍ବୀକାର କରିଛି। ଯଦି କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିଥାଏ…

ଦିନକରେ ୩୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୭।୫(ବ୍ୟୁରୋ)-ରେକର୍ଡ ଭାଙ୍ଗିଲା କରୋନା ପଜିଟିଭ। ଦିନକରେ ରାଜ୍ୟରେ ମୋଟ ୩୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡିଶାରେ ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଛୁଇଁଛି। ଗୁରୁବାର ଗଞ୍ଜାମରେ ୨୪, ମୟୁରଭଞ୍ଜରେ ୪, ଭୁବନେଶ୍ୱରରେ ୩, ବାଲେଶ୍ୱରରେ ୨…

ଭୁବନେଶ୍ୱରରେ ପୁଣି କରୋନା ପଜିଟିଭ

ଭୁବନେଶ୍ୱର,୭।୫(ବ୍ୟୁରୋ)-ପୁଣି ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ। ଗୁରୁବାର ସାରେ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ମଞ୍ଚେଶ୍ୱର , ଭିଏସ୍‌ଏସ୍‌ନଗର ଓ ସୂର୍ଯ୍ୟନଗର ଅଞ୍ଚଳରୁ ମୋଟ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

ସଲମାନ୍‌ଙ୍କ ପିଲାଦିନର ଫଟୋ ଭାଇରାଲ: ହ୍ୟାଣ୍ଡସମ୍‌ ହଙ୍କ୍‌ଠାରୁ କିଛି କମ୍‌ ନ ଥିଲେ ଭାଇଜାନ୍‌

ଦବଙ୍ଗ ଖାନ୍‌ ସଲମାନ ଜଣେ ସୁପରଷ୍ଟାର। ସେ ସବୁବେଳେ ନିଜ ପରିବାର ତଥା ଭାଇମାନଙ୍କ ସହ ମିଶି ରହିଥାନ୍ତି। ତେବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ସଲମାନଙ୍କ ପିଲାବେଳର। ଏଥିରେ ତାଙ୍କୁ…

ଲକ୍‌ଡାଉନରେ ଚିନ୍ତା ଦୂରକରିବାର ଅଭିନବ ଉପାୟ: ପ୍ରତିଦିନ ଦେହରେ ଭିନ୍ନାର୍ଥ ବୋଧକ ଟାଟୁ ଆଙ୍କୁଛନ୍ତି ଏହି ବ୍ୟକ୍ତି

ସମଗ୍ର ବିଶ୍ୱରେ କରୋନା(କୋଭିଡ-୧୯)ର ପ୍ରକୋପ ଦେଖିବାକୁ ମିଳୁଛି। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାୟ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଅଧିକାଂଶ ଲୋକେ କରୋନା ଚିନ୍ତାରୁ ମୁକ୍ତି ପାଇବା ପାଇଁ ଭିନ୍ନ ଭିନ୍ନ ଉପାଉ ଆପଣାଉଛନ୍ତି। ସେହିପରି ଜଣେ ବ୍ୟକ୍ତି…

କମିଶନରେଟ ପୋଲିସର ସୋସିଆଲ ଡିଷ୍ଟାନ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌, ବଜାର ଅଞ୍ଚଳରେ ବୁଲିବ

ଭୁବନେଶ୍ୱର,୭।୫(ବ୍ୟୁରୋ): କରୋନାର ମୁକାବିଲା ନିମନ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଖୋଲିଥିବା ଦୋକାନ ଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା କରିବାକୁ ସଚେତନ କରାଯାଉଛି। ଏହି କ୍ରମରେ କମିଶନରେଟ ପୋଲିସ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri