ସୁଶାନ୍ତଙ୍କ ଅସୁସ୍ଥତା ସତ୍ତ୍ୱେ ପାର୍ଟି କରୁଥିଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁର ପଛର କାରଣ ଏଯାଏଁ ଜଣାପଡ଼ିନାହିଁ। ଏହି ମାମଲାରେ ଏବେ ସିବିଆଇ ଓ ଇଡି ଯାଞ୍ଚ କରୁଛନ୍ତି। ସୁଶାନ୍ତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ କେତେକ ଚାଞ୍ଚଲ୍ୟକର ଖୁଲାସା ମଧ୍ୟ ହେଉଛି। ଇତିମଧ୍ୟରେ ସୁଶାନ୍ତଙ୍କ ପାଇଁ କାମ କରୁଥିବା ଜଣେ ଡ୍ରାଇଭର ଧିରେନ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ରିୟା ସୁଶାନ୍ତଙ୍କୁ ନିୟନ୍ତ୍ରଣ କରୁଥିଲେ। ଏଥିସହ ସୁଶାନ୍ତ ଯେତେବେଳେ ଅସୁସ୍ଥ ରହୁଥିଲେ ସେତେବେଳେ ବି ରିୟା ପାର୍ଟି କରୁଥିଲେ। ଏହାଛଡା ରିୟା ସୁଶାନ୍ତଙ୍କ ସମସ୍ତ ଷ୍ଟାଫ୍‌ଙ୍କୁ ଚାକିରିରୁ ବିଦା କରି ନିଜ ଷ୍ଟାଫ୍‌ଙ୍କୁ ରିଖିବାକୁ ଚାହୁଁଥିଲେ ବୋଲି ଧିରେନ କହିଛନ୍ତି। ସେହିପରି ଥରେ ସୁଶାନ୍ତଙ୍କ ବଡ଼ ଭଉଣୀ ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସହ ଏକ ପାର୍ଟିକୁ ଯାଇଥିଲେ। କିନ୍ତୁ ପାର୍ଟିରୁ ଫେରିବା ପରେ ସେ ସଙ୍ଗେ ସଙ୍ଗେ ଦିଲ୍ଲୀ ଚାଲିଯାଇଥିଲେ। ବୋଧହୁଏ ଉକ୍ତ ପାର୍ଟିରେ ରିୟା ଓ ସୁଶାନ୍ତଙ୍କ ଭଉଣୀ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ବୋଲି ଧୀରେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ପତ୍ର ପରେ ପ୍ରେମରେ …

ଓ୍ବାଲର୍‌ଡର ହାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନ୍‌ ପ୍ରେମିକା ସବାଙ୍କ ସହ ନୂଆ ଘରକୁ ସିଫ୍ଟ ହେବାକୁ ଯାଉଛନ୍ତି। ଦୁହେଁ ନିଜ ସମ୍ପର୍କକୁ ଆଗକୁ ନେବା ଲାଗି...

ଐଶ୍ୱର୍ଯ୍ୟାଙ୍କୁ ଏମିତି ପ୍ରପୋଜ୍‌ କରିଥିଲେ ଅଭିଷେକ

ଅଭିଷେକ୍‌ ଏବଂ ଐଶ୍ୱର୍ଯ୍ୟାଙ୍କୁ ବଲିଉଡ୍‌ର ମୋଷ୍ଟ ପାଓ୍ବାରଫୁଲ୍‌ କପଲ କୁହାଯାଏ। ୧୨ ବର୍ଷ ତଳେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଜି ଅର୍ଥାତ୍‌ ବୁଧବାର...

ଆଇଏଫଏଫଆଇ ୨୦୨୨ରେ ଲତା ଦିଦି, ବାପି ଲାହିରିଙ୍କୁ ଦିଆଯିବ ବିଶେଷ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଆଇ ୨୦୨୨) ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏଥର ଏହି ଉତ୍ସବରେ ଭାରତୀୟ ସିନେମାର ମହାନ୍ ବ୍ୟକ୍ତିତ୍ୱଙ୍କୁ...

କୋଇଲା କମ୍ପାନୀରେ କାମ କରୁଥିଲେ ଅମିତାଭ

ଟେଲିଭିଜନର ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତିକୁ ହୋଷ୍ଟ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ରେ ଅମିତାମ ପ୍ରତିଯୋଗୀଙ୍କ ସହ ନିଜ ବ୍ୟକ୍ତି ଜୀବନର...

ବୋଲ୍ଡ ଲୁକ୍‌ରେ ସାରା

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ନବାଗତା ନାୟିକା ସାରା ଅଲ୍ଲୀ ଖାନ୍‌ ତାଙ୍କ ଲୁକ୍‌କୁ ନେଇ ସବୁବେଳେ ଥାନ୍ତି ଚର୍ଚ୍ଚାରେ। ତାଙ୍କର ପୋଷାକ ଚୟନକୁ ପସନ୍ଦ କରନ୍ତି...

ଆଙ୍କର-ଆକ୍ଟର ସୁବାସ

ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଟିଏ ପ୍ରଥମେ ଯାହାର କଣ୍ଠସ୍ବର ଶୁଣେ ଆଉ ଯାହାକୁ ସର୍ବପ୍ରଥମେ ମଞ୍ଚରେ ଭେଟେ ସେ ହେଉଛି ଆଙ୍କର ବା ଘୋଷକ। ଓଡ଼ିଆ...

ଶାହାରୁଖ୍‌ଙ୍କ ଉପରେ ରାଗି ନିଜ ଜିନ୍ସ ଚିରିଦେଇଥିଲେ ସନ୍ନି ଦେଓଲ: ଜାଣନ୍ତୁ କାହିଁକି

ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କର ଆଜି ଅର୍ଥାତ୍‌ ନଭେମ୍ବର ୨ ହେଉଛନ୍ତି ଜନ୍ମଦିନ। ଆଜି ସେ ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଶାହାରୁଖ୍‌ଙ୍କ...

ଭାବପ୍ରବଣ ହେଲେ ନୀତୁ

ଭେଟେରାନ ଅଭିନେତା ଋଷି କପୁର ହୁଏତ ଏହି ଦୁନିଆରେ ନାହାନ୍ତି, କିନ୍ତୁ ସେ ଆଜିବି ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ଆଜି...

Advertisement
Archives

Model This Week