କରୋନା ପାଇଁ ହାଇକୋର୍ଟଙ୍କ ସତର୍କତା: ୬୫ବର୍ଷ ବୟସ୍କ ଓକିଲଙ୍କୁ ଘରୁ ଭିଡିଓ କନ୍ଫରେନ୍ସ ସୁବିଧା
କଟକ ଅଫିସ୍,୮।୫: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ହାଇକୋର୍ଟ ଭିଡିିଓ କନଫରେନ୍ସ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ହାଇକୋର୍ଟ ରେଜିଷ୍ଟ୍ରାର, ଆଡଭୋକେଟ୍ ଜେନେରାଲ୍ ଏବଂ ହାଇକୋର୍ଟ ଓକିଲ ସଂଘର କର୍ମକତ୍ତର୍ର୍ାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…
କୋଭିଡ୍-୧୯ ମୁକାବିଲା: ୫୨୩୧ କୋଭିଡ୍ କୋଚ୍ ହସ୍ତାନ୍ତର କରିବ ରେଳପଥ
ଭୁବନେଶ୍ୱର,୮।୫(ବ୍ୟୁରୋ):ରେଳ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ୫୨୩୧ଟି କୋଚ୍କୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କରାଯାଇଥିବାବେଳେ ଏହାକୁ ଖୁବ୍ଶୀଘ୍ର ରାଜ୍ୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ବିଶେଷ ଲକ୍ଷଣ ନ ଥିବା କୋଭିଡ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଓ ସଙ୍ଗରୋଧ ଲାଗି ଏହି…
ଭଦ୍ରକରେ ପୁଣି ୨ ପଜିଟିଭ୍ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା, ଦୁଇଜଣ ଯାକ ସୁରଟ ଫେରନ୍ତା
ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲାରେ ଶୁକ୍ରବାର ସକାଳୁ ପୁଣି ଦୁଇ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ବାସୁଦେବପୁର ମ୍ୟୁନିସିପାଲିଟିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ଧାମନଗର ବ୍ଲକର ବୋଲି ଜଣାପଡ଼ିଛି। ଦୁଇଜଣ ଯାକ ସୁରଟ ଫେରନ୍ତା ଏବଂ…
କେମିକାଲ ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍: ୧୧ ମୃତ
ବିଶାଖାପାଟଣା/ନୂଆଦିଲ୍ଲୀ,୮।୫(ପି.ଟି.): ବିଶାଖାପାଟଣାର ଏକ କେମିକାଲ୍ ପ୍ଲାଣ୍ଟରୁ ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହୋଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏଲ୍ଜି ପଲିମର୍ ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍ ହୋଇ ଖୁବ୍ଶୀଘ୍ର ୫ କିଲୋମିଟର ଅଞ୍ଚଳ…
ଅଗଷ୍ଟ ୨୩ରେ ଜେଇଇ ଆଡ୍ଭାନ୍ସଡ୍
ନୂଆଦିଲ୍ଲୀ,୮।୫: ଆଇଆଇଟିରେ ନାମଲେଖା ଲାଗି ମିଳିତ ପ୍ରବେଶିକ ପରୀକ୍ଷା (ଜେଇଇ ଆଡ୍ଭାନ୍ସଡ୍) ଅଗଷ୍ଟ ୨୩ରେ ଅନୁଷ୍ଠିତ ହେବ। ମାନବ ସମ୍ବଳ ବିକାଶ (ଏଚ୍ଆର୍ଡି) ମନ୍ତ୍ରୀ ରମେଶ ପୋଖ୍ରିୟାଲ ଗୁରୁବାର ଏହା ଘୋଷଣା କରିଛନ୍ତି। ମେ’ ୧୭ରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ…
କରୋନା ମୁକାବିଲା : କ୍ୱାରାଣ୍ଟାଇନ୍ ଅବଧି ୨୧ ଦିନ ବଢ଼ାଇବାକୁ ପରାମର୍ଶ
ଭୁବନେଶ୍ୱର,୮ା୫(ବ୍ୟୁରୋ): କରୋନା(କୋଭିଡ୍-୧୯) ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାର ବହୁ ଆଗୁଆ ପଦକ୍ଷେପ ନେଇଛନ୍ତି। ଫଳରେ ଓଡ଼ିଶା ସମଗ୍ର ଦକ୍ଷିଣ ଏସିଆରେ ଉଦାହରଣ ସୃଷ୍ଟି କରିଛି। ଏହା ଅନୁକରଣୀୟ ହୋଇପାରିଛି ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ(ପିଏଚ୍ଏଫ୍ଆଇ)ସଭାପତି…
ସବୁ ସେକ୍ଟରକୁ ପ୍ୟାକେଜ ଦେବେ ସରକାର
ନୂଆଦିଲ୍ଲୀ,୮।୫: କୋଭିଡ୍-୧୯ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ କ୍ଷେତ୍ରକୁ ସରକାର ପ୍ୟାକେଜ ପ୍ରଦାନ କରିବେ। ଏ ନେଇ ବର୍ତ୍ତମାନ ବିଚାର ହେଉଥିବା ବେଳେ ଶୀଘ୍ର ଘୋଷଣା କରାଯିବ ବୋଲି କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି…
୨୫ ହଜାର କୋଟି କ୍ଷତି ସହିବ ବିମାନ ଶିଳ୍ପ
ନୂଆଦିଲ୍ଲୀ,୮।୫: ଲକ୍ଡାଉନ ପାଇଁ ସାରା ବିଶ୍ୱରେ ବିମାନ ଶିଳ୍ପ ବଜାର ଏବେ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। କରୋନା ଲକ୍ଡାଉନ ପାଇଁ ଭାରତ ବଜାର ୨୫ ହଜାର କୋଟି ଟଙ୍କାର କ୍ଷତି ସହିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ସୂଚନା ଦିଆଯାଇଛି।…
ଶୀଘ୍ର ସ୍ବାଭାବିକ ହେବନି ବଜାର ସ୍ଥିତି
ଭୁବନେଶ୍ୱର,୮।୫: କୋଭିଡ୍-୧୯କୁ ନିୟନ୍ତ୍ରଣ ଲାଗି ସରକାର ଲକ୍ଡାଉନ ୩.୦ ଲାଗୁ କରିଛନ୍ତି। କିଛି କିଛି କ୍ଷେତ୍ରରେ କଟକଣା ସହ ବ୍ୟବସାୟ ପୁନଃ ଆରମ୍ଭ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ଗତ କିଛି ସପ୍ତାହ ଧରି ବଜାର ବନ୍ଦ ରହିଥିବାରୁ ଲୋକମାନେ…
ଏମ୍କେସିଜିରେ ୧୭ ସନ୍ଦିଗ୍ଧ ଭର୍ତ୍ତି
ବ୍ରହ୍ମପୁର ଅଫିସ,୭ା୫-ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଲଗାତର ଜିଲାର ସନ୍ଦିଗ୍ଧ କରୋନା ଲକ୍ଷଣ ଥିବା ଲୋକମାନେ ଏମ୍କେସିଜିରେ ଭର୍ତ୍ତି ହେଉଥିବା ବେଳେ ନିକଟରେ ଗଞ୍ଜାମକୁ ସୁରଟରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ…
କ୍ୱାରାଣ୍ଟାଇନ ସେଣ୍ଟରକୁ ବାହାରୁ ଯାଉଛି ଖାଦ୍ୟ, ଭିଡିଓ ଭାଇରାଲ
ଭଞ୍ଜନଗର,୭।୫(ଡି.ଏନ.ଏ.)- ଗଞ୍ଜାମରେ ସୁରଟ ଫେରନ୍ତା ଚିନ୍ତା ବଢାଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କ୍ୱାରାଣ୍ଟାଇନ୍ରେ ଥିବା ଲୋକେ ନିୟମ ମାନୁ ନାହାନ୍ତି। ଗଞ୍ଜାମ ଜିଲା ବେଲଗୁଣ୍ଠା ଜିଟି ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଲୋକଙ୍କୁ ସମ୍ପର୍କୀୟ ଭେଟୁଥିବାର ଭିଡ଼ିଓ ଗୁରୁବାର ଭାଇରଲ ହୋଇଛି।…
ଆଧାରକାର୍ଡ ସଂଯୋଗ ଆଳରେ ଠକେଇ: ୫୦ ଗ୍ରାମବାସୀଙ୍କ ଜମାଖାତାରୁ ଅର୍ଥ ହଡ଼ପ
ବୈପାରିଗଡ଼ା,୭ା୫ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗଡ଼ା ବ୍ଲକ ସଦର ପଞ୍ଚାୟତ ସନ୍ତେଇପଟ ଓ ଅମଳାଭଟ୍ଟା ଗ୍ରାମବାସୀ ଠକେଇର ଶିକାର ହୋଇଛନ୍ତି। ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଜଣେ ଯୁବକ ସେମାନଙ୍କ ଜମାଖାତାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ଏନେଇ…
Archives


