ଓ୍ବାର୍କିଂ ଆଓ୍ବାର ୪ ଘଣ୍ଟା ବଢ଼ିଲା: ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବେ କର୍ମଚାରୀ, ମିଳିବ ଅଧିକ ପାରିଶ୍ରମିକ
ଭୁବନେଶ୍ୱର,୮।୫(ବ୍ୟୁରୋ): ବିଭିନ୍ନ ସଂସ୍ଥା ପାଇଁ ରାଜ୍ୟ ସରକାର ଓ୍ବାର୍କିଂ ଆଓ୍ବାର ବଢ଼ାଇଛନ୍ତି। ଦୈନିକ ୮ ଘଣ୍ଟା ବଦଳରେ ଓ୍ବାର୍କିଂ ଆଓ୍ବାରକୁ ୧୨ ଘଣ୍ଟା କରିଛନ୍ତି। ଦୁଇଟି ସିଫ୍ଟରେ ଏହାକୁ କରାଯିବ। ଏଥିପାଇଁ ପାରିଶ୍ରମିକ ମଧ୍ୟ ଅଧିକ ମିଳିବ ବୋଲି ଶୁକ୍ରବାର ଗୀତଗୋବିନ୍ଦ…
ସିବିଏସ୍ଇ ବୋର୍ଡ ପରୀକ୍ଷା: ୧ରୁ ୧୫ ଜୁଲାଇ ମଧ୍ୟରେ ହେବ ଦଶମ-ଦ୍ୱାଦଶ ପରୀକ୍ଷା
ନୂଆଦିଲ୍ଲୀ,୮।୫: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏହା ୧୭ ମେ’ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଶୁକ୍ରବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି ଯେ ସିବିଏସ୍ଇ ବୋର୍ଡର…
ପୁଣିଥରେ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସହ ନଜର ଆସିବେ ରଣବୀର !
ମୁମ୍ବାଇ: ବଲିଉଡ୍ ନାୟକ ରଣବୀର କପୁର ପୁଣିଥରେ ତାଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସଙ୍ଗେ ସ୍କ୍ରିନ୍ ଶେୟାର କରିବେ ବୋଲି ଶୁଣିବାକୁ ମିଳିଛି। ହେଲେ କ୍ୟାଟ୍ରିନା ନୁହେଁ ବରଂ ଦୀପିକାଙ୍କ ସହ ରଣବୀର ନଜର ଆସିବେ ବୋଲି କୁହାଯାଉଛି। ମିଳିଥିବା ଖବରରୁ…
ସଙ୍ଗରୋଧ ଗୃହରେ ଟଳି ପଡିଲେ ସୁରଟ ଫେରନ୍ତା
ପୋଲସରା,୮ା୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତସ୍ଥିତ ଢୁଙ୍କାପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ୬୯ଜଣ ସୁରଟ ଫେରନ୍ତା ବୁଧବାର ଆସି ରହିଥିଲେ। ଏହି ଗୃହରେ ଥିବା ମଧୁପଲ୍ଲି ଗ୍ରାମର ପ୍ରଫୁଲ୍ଲ ବେହେରା (୩୯)ଙ୍କର ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…
ଆଉ ୩୦ ବିଏସ୍ଏଫ୍ ଯବାନ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୮।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଯବାନମାନେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍ଏଫ୍)ର ଆଉ ୩୦ ଯବାନ ଶୁକ୍ରବାର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ବିଏସ୍ଏଫ୍ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଂକ୍ରମିତ ୩୦ ଜଣଙ୍କ…
କରୋନା ମୁକାବିଲା ଚିନ୍ତା: ଗଞ୍ଜାମ ଗଲେ ୩ ଆଇଏଏସ୍
ଭୁବନେଶ୍ୱର,୧୮।୫(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାରେ ୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲାରେ ପ୍ରବାସୀଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲା ଉପରେ ସ୍ବତନ୍ତ୍ର ନଜର…
କରୋନା ତଥ୍ୟ ଦେଇଥିବା ଚାଇନା ଡାକ୍ତରଙ୍କ ନାମ ଅନୁସାରେ ନାମିତ ହେବ ଆମେରିକାର ସଡ଼କ !
ଓ୍ବାଶିଂଟନ,୮।୫: କରୋନା ଭାଇରସ ସମ୍ପର୍କରେ ଚାଇନାର ଯେଉଁ ଡାକ୍ତର ପ୍ରଥମେ ବିଶ୍ୱକୁ ସୂଚନା ଦେଇଥିଲେ ତାଙ୍କ ନାଁ ଅନୁସାରେ ଆମେରିକା ଓ୍ବାଶିଂଟନ ସହରର ଯେଉଁ ଷ୍ଟ୍ରିଟରେ ଚାଇନା ଦୂତାବାସ ରହିଛି ତା’ର ନାମକୁ ପରିବର୍ତ୍ତନ କରିବାକୁ ଆମେରିକା ସିନେଟର କେତେଜଣ ସଦସ୍ୟ…
୧୭ହଜାର ଫୁଟ ଉଚ୍ଚ ଚାଇନା ସୀମାରେ ରାସ୍ତା ନିର୍ମାଣ କଲା ଭାରତ: ଭିଡ଼ିଓ କନ୍ଫରେନ୍ସିଂରେ ଉଦ୍ଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ,୮।୫: କରୋନା ଭାଇରସ୍ ସଙ୍କଟ ମଧ୍ୟରେ ପିଥୋରଗଡ଼ରୁ ଚାଇନା ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛି ଭାରତ। ଏହି ନୂତନ ସଡ଼କକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ନୂଆଦିଲ୍ଲୀରେ ଭିଡ଼ିଓ କନ୍ଫରେନ୍ସିଂରେ ଉଦ୍ଘାଟନ କରିଛନ୍ତି। ଚାଇନା ସମା ପର୍ଯ୍ୟନ୍ତ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୩୯୦ ନୂଆ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୮।୫: କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୯୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ୧,୨୭୩ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଏବେ ଦେଶରେ ସୁସ୍ଥତାଙ୍କ ହାର ୨୯.୩୬ ପ୍ରତିଶତ ରହିଛି ବୋଲି…
ହୋମ୍ ଡେଲିଭରି ମଦ ବ୍ୟବସ୍ଥା ଉପରେ ବିଚାର କରନ୍ତୁ ରାଜ୍ୟ ସରକାର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮।୫: ସାରା ବିଶ୍ବରେ ମହାମାରୀ କରୋନା ସଙ୍କଟ ଦେଖାଦେଇଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିଛି। ତେବେ ଲକ୍ଡାଉନ ମଧ୍ୟରେ ମଦ ଦୋକାନ ବନ୍ଦ କରିଯିବା ନେଇ ଏକ ଆବେଦନ ଉପରେ ଶୁକ୍ରବାର ସୁପ୍ରମିକୋର୍ଟ…
ଲକ୍ଡାଉନ ମଧ୍ୟରେ ମା’ ହେଲେ ଟିଏମ୍ସି ଏମ୍ପି: ଝିଅର ନାଁ ରଖିଲେ ‘କରୋନା’
ହୁଗଳି,୮।୫: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଇତିମଧ୍ୟରେ କେତେଜଣ ଦମ୍ପତି ତାଙ୍କ ନବଜାତକଙ୍କ ନାଁ ଭାଇରସର ନାଁ ଅନୁସାରେ ରଖୁଥିବା ଦେଖାଯାଇଛି। ଏଥିରେ ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)ଏମ୍ପି ଅପରୂପା ପୋଦାରଙ୍କ ନାଁ ଯୋଡି ହୋଇଯାଇଛି। ଗୁରୁବାର…
ତ୍ୱରାନ୍ବିତ ହେବ ରଥ ନିର୍ମାଣ କାର୍ଯ୍ୟ: ସମସ୍ତ ମହାରଣା, ସେବାୟତଙ୍କ ହେବ ସ୍ବାସ୍ଥ୍ୟ ପରୀକ୍ଷା
ପୁରୀ ଅଫିସ,୮।୫: ରଥ ନିର୍ମାଣ କାର୍ଯ୍ୟକୁ କିଭଳି ତ୍ୱରାନ୍ବିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ରଥ କାର୍ଯ୍ୟରେ ନିୟୋଜିତ ସେବାୟତମାନେ କିଭଳି ସୁରୁଖୁରୁରେ ରଥ ନିର୍ମାଣ କରିବେ ତା ଉପରେ ଗୁରୁତ୍ୱ…
Archives


