୭୫ ବର୍ଷ ବୟସ୍କ ବୃଦ୍ଧ କଲେ ଏପରି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲୁଧିଆନା,୧୫।୮: ପଞ୍ଜାବରେ ନିଶାର ମାୟା ଜାଲରେ ଯୁବଗୋଷ୍ଠୀ ପଡ଼ିଛନ୍ତି। ଦିନକୁ ଦିନ ଏଠାରେ ଡ୍ରଗ୍ସ୍‌ ଚୋରା କାରବାର ବଢ଼ିବା ସହିତ ନାନା ପ୍ରକାର ଅପରାଧ ବୃଦ୍ଧି ପାଉଛି। ଏନେଇ ସଚେତନତା ସୃଷ୍ଟି କରିବା ଲାଗି ୭୫ ବର୍ଷ ବୟସ୍କ ବୃଦ୍ଧ ନିହାଙ୍ଗ୍‌ ସିଂ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ୧୦ ଟନ୍‌ ଓଜନର ଏକ ଟ୍ରକ୍‌କୁ କାନ୍ଧରେ ଦଉଡ଼ି ଲଗାଇ ଟାଣିଛନ୍ତି। ସେ ସାକ୍ଷାତ୍‌କାରରେ କହିଛନ୍ତି ଯେ, ମୁଁ ଯଦି ଏତେ ବୟସରେ ଟ୍ରକ୍‌ ଟାଣିପାରୁଛି , ତେବେ ଯୁବଗୋଷ୍ଠୀ କାହିଁକି ଡ୍ରଗ୍ସ୍‌ଠାରୁ ଦୂରେଇ ରହିପାରିବେ ନାହିଁ। ଇଛାଶକ୍ତି ଥିଲେ ସବୁ ସମ୍ଭବ ହେବ ବୋଲି ନିହାଙ୍ଗ କହିଛନ୍ତି। ଡ୍ରଗ୍ସ୍‌ କବଳରୁ ମୁକ୍ତି ପାଇବା ଲାଗି ଯୁବଗୋଷ୍ଠୀ ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବା ଆବଶ୍ୟକ। ଡ୍ରଗ୍ସ୍‌ ଦ୍ୱାରା ସେମାନଙ୍କର ଶରୀରର କ୍ଷତି ହେବା ସହିତ ତାଙ୍କ ପରିବାର, ରାଜ୍ୟ ତଥା ଦେଶର ମଧ୍ୟ କ୍ଷତି ହେଉଥିବା ନିହାଙ୍ଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିକିନି ହେଉ କି ହିଜାବ, ମହିଳାମାନେ ନିଜ ଇଚ୍ଛା ଅନୁସାରେ କପଡ଼ା ପିନ୍ଧିବାର ରହିଛି ଅଧିକାର’

ନୂଆଦିଲ୍ଲୀ,୯।୨: କର୍ନାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦକୁ ଚର୍ଚ୍ଚା ଜୋର ଧରିଛି। ହିଜାବ ପିନ୍ଧିଥିବାରୁ ମୁସଲମାନ ଝିଅମାନଙ୍କୁ କଲେଜ କ୍ୟାମ୍ପସ କିମ୍ବା କ୍ଲାସରେ ବସିବାକୁ ଅନୁମତି...

ଶୋ’ ରୁମ୍‌ରୁ ନୂଆ କାର୍‌ କିଣି ବୋହୂଙ୍କୁ ଦେଲେ ଶ୍ୱଶୁର, ଶୁଭ ମହୁରତ ସମୟରେ ଘଟିଲା ଏମିତି…

କାର୍‌ କିଣିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ସ୍ବପ୍ନ ହୋଇଥାଏ। ସେମିତି ଏକ ପରିବାରର ସ୍ବପ୍ନ ଥିଲା କାର୍‌ କିଣିବାକୁ। ଏହି ସ୍ବପ୍ନକୁ ପୂରା କରିବାକୁ...

ଉଛୁଳିଲାଣି ଯମୁନା: ଆସିପାରେ ସବୁଠାରୁ ବଡ଼ ବନ୍ୟା

ନୂଆଦିଲ୍ଲୀ,୧୯।୮: ଆଗକୁ ଅଛି ଜନ୍ମାଷ୍ଟମୀ। ହେଲେ ଏବେଠାରୁ ଉଛୁଳିଲାଣି ଯମୁନା। ଲଗାଣ ବର୍ଷା ଫଳରେ ଯମୁନା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ...

୧୭୦ ବିଧାୟକଙ୍କ ସମର୍ଥନ ରହିଛି

ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ଭାଜପା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ସମସ୍ତ ଏନ୍‌ସିପି ବିଧାୟକ ଓ ୧୧ ସ୍ବାଧୀନ ବିଧାୟକ ଆମକୁ ସମର୍ଥନ...

ଶାମ୍ପୁ: କେବେ ଓ କେଉଁଠି ପ୍ରଥମେ ହୋଇଥିଲା ଆରମ୍ଭ…

‘ଶାମ୍ପୁ’ ନାଁରୁ ଭାବୁଥିବେ ଏହା ଏକ ଇଂରାଜୀ ଶବ୍ଦ। ତେବେ ପ୍ରକୃତ କଥା ହେଉଛି ଏହି ଶବ୍ଦଟି ‘ଚମ୍ପୋ’ ବ ‘ଚମ୍ପି’ରୁ ଉଦ୍ଧୃତ। ‘ଚମ୍ପୋ’ ଶବ୍ଦଟି...

ରାଗିକି ସଂସଦ ଟିଭିରୁ ଇସ୍ତଫା ଦେଲେ ଶିବସେନା ଏମ୍‌ପି

ନୂଆଦିଲ୍ଲୀ,୫।୧୨: ଶିବସେନା ରାଜ୍ୟ ସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିରୁ ଇସ୍ତଫା ଦେଇଛନ୍ତି। ସଂସଦୀୟ ଅଧିବେଶନରୁ ନିଲମ୍ବିତ ହେବା ପରେ ସେ ଏଭଳି ପଦକ୍ଷେପ...

ମୁକାବିଲା ପାଇଁ ୧୦୦ କୋଟି ଡଲାର ଦେବ ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ,୧୬ା୫: ଭାରତର କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ସହାୟତା ପାଇଁ ବିଶ୍ୱବ୍ୟାଙ୍କ ୧୦୦ କୋଟି (୧ ବିଲିୟନ) ଡଲାର ଯୋଗାଇଦେବ। କରୋନା ମହାମାରୀ ଯୋଗୁ ଅସୁବିଧାର ସମ୍ମୁଖୀନ...

ଆତଙ୍କବାଦୀଙ୍କ ଗଡ଼ ଶୋପିଆନ-ପୁଲୱାମାରେ ଖୋଲିଲା ସିନେମା ହଲ, ୩୨ ବର୍ଷ ପରେ ବଡ ପରଦାରେ ଦର୍ଶକେ ଦେଖିବେ ଫିଲ୍ମ

ଜମ୍ମୁ,୧୯ ।୯: ଅନୁଚ୍ଛେଦ ୩୭୦ ଓ ୩୫ଏ ହଟିବା ପରେ ଜମ୍ମୁ-କଶ୍ମରରେ ହୋଇଚାଲିଥିବା ପରିବର୍ତ୍ତନ ଓ ପରିବର୍ତ୍ତିତ ଚିତ୍ରର ଏକ ସତ୍ୟ ରବିବାର ସାମ୍ନାକୁ ଆସିଛି...

Advertisement
Archives

Model This Week