ଲାଲକିଲାରେ କୁନି ପିଲାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୧୫।୮: କରୋନା କାଳରେ ଦେଶରେ ୭୪ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ସାଢ଼େ ୭ଟାରେ ଲାଲକିଲାରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ। ଏହାପରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସମ୍ବୋଧନ ଆରମ୍ଭରୁ ତାଙ୍କୁ କୁନି କୁନି ପିଲାଙ୍କ କଥା ମନେପଡ଼ିଥିଲା। ଯେଉଁମାନେ ପ୍ରତିବର୍ଷ ତାଙ୍କ ସାମ୍ନାରେ ବସିଥାନ୍ତି। ସୂଚନାଯୋଗ୍ୟ, ସ୍ବାଧିନତା ଦିବସ ଉପଲକ୍ଷେ ପ୍ରଥମେ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ମୋଦି। ଏଥିସହ ନିଜ ଭାଷଣରେ କହିଥିଲେ, ଆଜି କୁନି କୁନି ପିଲାମାନେ ମୋ ସମ୍ମୁଖରେ ନଜର ଆସୁନାହାନ୍ତି। କାରଣ କରୋନା ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଅଟକାଇ ରଖିଛି ବୋଲି ମୋଦି କହିଛନ୍ତି। ସୂଚନା ମୁତାବକ ଚଳିତ ବର୍ଷ ସ୍ବାଧିନତା ଦିବସରେ କରୋନା ଯୋଗୁ କୁନି ପିଲାମାନେ ସାମିଲ ହୋଇପାରିନାହାନ୍ତି। ଏହି କାର୍ଯ୍ୟକ୍ରମକୁ କେବଳ ସୀମିତ ଅତିଥିଙ୍କୁ ହିଁ ନିମନ୍ତ୍ରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ରେ ମନ୍ଦିରକୁ ନେଇ ଆରମ୍ଭ ହେଲା ରାଜନୀତି

ବାରାଣସୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ବାରାଣସୀରୁ କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।...

ପଣ୍ଡ ହେଲା ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା: ମୋଦି

ନୂଆଦିଲ୍ଲୀ,୨୦ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ନଗରୋଟାରେ ଗୁରୁବାର ଭାରତୀୟ ସେନାଙ୍କ ଦ୍ୱାରା ୪ ଆତଙ୍କବାଦୀ ନିହତ ହେବା ଘଟଣାକୁ ପ୍ରଶଂସା କରିଛନ୍ତି ।...

ଭାଜପାକୁ ହତ୍ୟାକାରୀ କହିଲେ ମଣିଶଙ୍କର

ନୂଆଦିଲ୍ଲୀ,୧୫ା୧: ଭାଜପା ହତ୍ୟାକାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବିଭାଜିତ କରି ମୁସ୍‌ଲିମ ସମୁଦାୟ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇ...

ଗୁଗୁଲ ଭାରତରେ ନିବେଶ କରିବ ୭୫ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୧୩।୭: ଭାରତର ଡିଜିଟାଲ ଅର୍ଥ ବ୍ୟବସ୍ଥାକୁ ଆଗେଇ ନେବାକୁ ଗୁଗୁଲ ଭାରତରେ ୭୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ସୋମବାର ଗୁଗୁଲ ସିଇଓ...

କୃଷକମାନେ ସହରର ଶ୍ୱାସରୁଦ୍ଧ କରୁଛନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ ।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ ଆଜି କିଛି କଟୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ...

ଘର ବାହାରେ ବସିପଡ଼ିଲା ବାଘ, ଆଉ ତା’ ପରେ…

ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶର ପିଲିଭିତ୍‌ରେ ଏକ ବାଘ ଆସି ଘର ବାହାରେ ବସିଯିବାରୁ ପରିବାର ଲୋକେ ଭୟରେ ଥରି ଉଠିଛନ୍ତି। ପରେ ବନବିିଭାଗକୁ ଖବର ଦେବାର କମର୍ଚାରୀମାନେ...

ରାଜଘାଟ ପହଞ୍ଚି ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଉଦ୍ୟମ ଚଳାଇଛନ୍ତି। ମଙ୍ଗଳବାର ଅପରାହ୍ନରେ କେଜରିଓ୍ବାଲ ଓ...

ଲକ୍ଷ୍ନୌ ସଦର ବଜାରରେ କଡ଼ା କାର୍ଯ୍ୟାନୁଷ୍ଠାନ: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ୭ହଜାର ଲୋକ

ଲକ୍ଷ୍ନୌ,୧୬।୪: ଦେଶରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପୁଥିବା ବେଳେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାକୁ ରୋକିବା ପାଇଁ...

Advertisement


Archives

Model This Week