Posted inଫୁରସତ

୩ ଫୁଟ୍‌ ୮ ଇଞ୍ଚର ଠେକୁଆ

ଡାରିଅସ୍‌ ଏକ ଠେକୁଆ। ହେଲେ ସାଧାରଣ ଠେକୁଆଠୁ ଏହା ଭିନ୍ନ। କାରଣ ଏହା ବେଶ୍‌ ବିରାଟକାୟ। ଆଉ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ଏହା ସବୁଠାରୁ ବଡ ଠେକୁଆ ଭାବେ ସ୍ଥାନ ପାଇଛି। ଏହାର ଉଚ୍ଚତା ୫ ଫୁଟ୍‌ ୮ ଇଞ୍ଚ ହୋଇଥିବା ବେଳେ ଓଜନ ୨୨ କି.ଗ୍ରା.ରୁ ଊର୍ଦ୍ଧ୍ୱ। ଏହାର ମାଲିକ ଆନେଟ୍‌ ଏଡଓ୍ବାର୍ଡ କହନ୍ତି, ‘ଡାରିୟସ୍‌ ବହୁତ ଖାଏ। ବର୍ଷକୁ ୨୦୦୦ଟି ଗାଜର, ୭୦୦ ସେଓ ଖାଇଦିଏ। ତା’ସହ ସ୍ବତନ୍ତ୍ର ଠେକୁଆ ଖାଦ୍ୟ ବି ତାକୁ ଦିଆଯାଏ। ଆଉ ଏଥିରେ ବାର୍ଷିକ ୪, ୮୯, ୬୯୯ ଟଙ୍କା ଖର୍ଚ୍ଚ ହୋଇଯାଏ। ଏତେ ବିରାଟକାୟ ହେଲେ ବି ଡାରିଅସ୍‌ ଏକ ଭଲ ପେଟ୍‌। ଏହାର ଦୁଇଟି ଛୁଆ ଅଛନ୍ତି। ସେମାନେ ବି ବାପା ଭଳି ଆକାରରେ ବଡ ହୋଇଛନ୍ତି। ଆଉ ଡାରିୟସଠାରୁ ବି ବଡ ହେବେ ବୋଲି ଆଶା କରାଯାଉଛି।’

 

 


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ବୁଲୁଥିଲା ଦୁଇମୁଣ୍ଡିଆ ବିଷାକ୍ତ ସାପ

କଲ୍ୟାଣ, ୧୩।୮: ମହାରାଷ୍ଟ୍ର କଲ୍ୟାଣ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜରାସ୍ତାରେ ବୁଲୁଥିବା ଏକ ଦୁଇମୁଣ୍ଡିଆ ବିଷାକ୍ତ ସାପକୁ ନେଇ ଲୋକେ ଆତଙ୍କିତ...

ରସଗୋଲାର ପ୍ରକୃତ ଇଂରାଜୀ ନାମ ଜାଣନ୍ତି କି

ଅନେକ ଖାଦ୍ୟ ପଦାର୍ଥ ରହିଛି, ଯାହାର ବିଶେଷ ଇଂରାଜୀ ନାମ ଅଛି। କିନ୍ତୁ ଆମେ ସେଗୁଡ଼ିକ ବିଷୟରେ ଜାଣି ନ ଥାଉ। ଆମେ ସେହି ଖାଦ୍ୟଗୁଡ଼ିକୁ...

ଚକୋଲେଟ କଟେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାପତ୍ୟ ରହିଛି, ଯାହାର ସୁନ୍ଦରତା ଏବଂ ସ୍ବତନ୍ତ୍ରତା ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେହିଭଳି ଏକ ନିଆରା ସ୍ଥାପତ୍ୟ ରହିଛି ପ୍ୟାରିସ୍‌ଠାରେ।...

୭୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେଲେ ଏହି ମହିଳା; ପ୍ରସବ ପରେ ଡାକ୍ତର…

ପ୍ରତିଦିନ ଦୁନିଆରେ କିଛି ନା କିଛି ଅଜବ ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡେ। ଗୁଜରାଟରେ ଏବେ ସେଭଳି ଏକ...

ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି…

ଓ୍ବାଶିଂଟନ,୧୩।୨ : ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ। ସେମାନେ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠର...

ପକ୍ଷୀ ଉଡ଼ାଇପାରିଲେ ଦିନକୁ ୨୦ ହଜାର

ଲଣ୍ଡନ: କରୋନା ପରେ ପରେ ବହୁ ଲୋକ ତାଙ୍କ ଚାକିରି ହରାଇଥିଲେ। ସେ ସମୟରେ ଅନେକ କମ୍ପାନୀ ମଧ୍ୟ ବନ୍ଦ ହୋଇଯାଇଥିଲା। ଏଥିସହ ଅନେକ କମ୍ପାନୀ...

ପାହାଡ଼ ଉପରେ ଝୁଲି ରହିଛି ୫୦୦ ବର୍ଷ ତଳର ଗାଁ

ଜନବସତି ସାଧାରଣତଃ ସ୍ଥଳଭାଗରେ ଗଢ଼ି ଉଠିଥାଏ। ମାତ୍ର ପାହାଡ଼ ଉପରେ ଝୁଲି ରହିଥିବା ଗାଁ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏକ ପାହାଡ଼କୁ...

ସ୍କିପିଂ ଖେଳି କୁକୁରର ରେକର୍ଡ

ଝିଅମାନେ ସ୍କିପିଂ ନିଶ୍ଚୟ ଖେଳିଥିବେ। କେବେ ଏକା ଖେଳିଥିବେ ତ ଆଉ କେବେ ଦୁଇଜଣ ସାଙ୍ଗ ମୁହାଁମୁହିଁ ହୋଇ ରହି ଏକାସାଙ୍ଗରେ ଡେଇଁ ଡେଇଁ ସ୍କିପିଂ...

Advertisement
Archives

Model This Week