ସରକାରୀ ସହାୟତା ଆଶାରେ ବ୍ୟବସାୟୀ
ଲକ୍ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଜୀବନଯାତ୍ରା ସ୍ବାଭାବିକ ହେଉଛି। ବିଭିନ୍ନ ବର୍ଗରେ ଶୋ’ରୁମ୍ ଏବେ ଖୋଲିବା ଆରମ୍ଭ ହୋଇଛି। ଶୋ’ରୁମ୍ଗୁଡ଼ିକରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ମୁତାବକ ସାମାଜିକ ଦୂରତ୍ୱ ସହ ଅନ୍ୟ ବ୍ୟବସ୍ଥା କରାଯାଇଛି। ଦୀର୍ଘଦିନ ଧରି…
ସ୍ମିଥ, ଓ୍ବାର୍ନରଙ୍କ ଉଇକେଟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ
ମୁମ୍ବାଇ, ୯ା୫ (ପି.ଟି.):ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ଟେଷ୍ଟ ସିରିଜରେ ଭାରତ ଯଦି ବିଜୟ ଲାଭ କରିବାକୁ ଚାହୁଛି ତେବେ ବିପକ୍ଷ ଦଳର ରନ୍ ମେସିନ୍ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ଓ୍ବାର୍ନରଙ୍କୁ ଶୀଘ୍ର ଆଉଟ କରିବାକୁ ପଡ଼ିବ। ଏକଥା…
ଆଝାର ଅଲ୍ଲୀଙ୍କ ବ୍ୟାଟ୍ କିଣିଲା ପୁଣେ ମ୍ୟୁଜିୟମ
କରାଚୀ, ୯ା୫ (ପି.ଟି.):ପାକିସ୍ତାନ ଟେଷ୍ଟ ଅଧିନାୟକ ଆଝାର ଅଲ୍ଲୀଙ୍କ ବ୍ୟାଟ୍ ଶେଷର ନିଲାମ ହୋଇଛି। କୋଭିଡ୍-୧୯ ମହାମାରୀ ମୁକାବିଲା ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସେ ଏହା କରିଛନ୍ତି। ଭାରତର ଏକ ମ୍ୟୁଜିୟମ ତାହାକୁ କ୍ରୟ କରିଛି। ୨୦୧୬ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ…
ବ୍ରହ୍ମପୁରରୁ ବସ୍ ଯୋଗେ ପଶ୍ଚିମବଙ୍ଗ ଗଲେ ୩୮ ଶ୍ରମିକ
ବ୍ରହ୍ମପୁର ଅଫିସ,୮ା୫- ଲକ୍ଡାଉନ୍ ପରେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ରହିଯାଇଥିବା ୩୮ ଜଣ ଶ୍ରମିକଙ୍କୁ ଶୁକ୍ରବାର ରାତିରେ ଏକ ବସ୍ ଯୋଗେ ପଶ୍ଚିମବଙ୍ଗ ପଠାଯାଇଛି। ବିଏମ୍ସି ଓ ପୋଲିସ ପ୍ରଶାସନର ସହଯୋଗରେ ଏକ ବସ୍ ଏମାନଙ୍କୁ ନେଇ ପଶ୍ଚିମବଙ୍ଗ ମାଲଦା ଅଭିମୁଖେ…
ରାସ୍ତା କଡ଼ରେ ଜଣଙ୍କୁ ଜାଳିଦେବା ଘଟଣା: ମିଳିନି ପରିଚୟ, ପୋଲିସର ଛାନ୍ବିନ୍
ଗୋପାଳପୁର,୮ା୫- ଦିଗପହଣ୍ଡି ଓ ଗୋଳନ୍ଥରା ଥାନା ସୀମାବର୍ତ୍ତୀ ଝାଡ଼ବାଙ୍କ କଲଭର୍ଟ ନିକଟରେ ବୁଧବାର ରାତିରେ ଜଣଙ୍କୁ ଦୁର୍ବୃତ୍ତ ଟାୟାର ଓ କାଠରେ ପୋଡି ଦେଇଥିଲେ। ଶୁକ୍ରବାର ସକାଳେ ଗୋଳନ୍ଥରା ପୋଲିସ ସିଂହଳା ସରପଞ୍ଚଙ୍କ ଅଭିଯୋଗକ୍ରମେ ନଂ.୧୨୮/୨୦ରେ ହତ୍ୟା ମାମଲା ରୁଜୁ କରିଛି।…
-୨୬୦ ଲିଟର ମଦ, ପ୍ୟାକିଂ ମେଶିନ ଜବତ, ୩ ଗିରଫ
ପାତ୍ରପୁର,୮ା୫(ଡି.ଏନ୍.ଏ.)- ଜରଡ଼ା ପୋଲିସ ଶୁକ୍ରବାର ୧୨ଶହ ପାଉଚ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଲଙ୍କା ଗ୍ରାମର ଡି. ବିଗ୍ନେଶ ଓ ବାବନପୁରର ଟି. ଡିଲିରା, ଥଳିବାଡ ଗ୍ରାମର ମାଧବ ଶବର। ସୂଚନା ଅନୁଯାୟୀ,…
ନୂଆ ୨୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରର ବୋଲି ତଥ୍ୟ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର,୮।୫(ବ୍ୟୁରୋ)-ରାଜ୍ୟରେ ଆଉ ୨୫ କରୋନା ପଜିଟିଭ ଶୁକ୍ରବାର ସନ୍ଧ୍ୟାରେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୨୪ଜଣ ଥିବାବେଳେ ଖୋର୍ଦ୍ଧା ଜିଲାର ଜଣେ ଥିବା ସୂଚନା ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଥିଲା। କିନ୍ତୁ ଖୋର୍ଦ୍ଧା…
୫ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରୁ ସ୍ବାବ୍ ସଂଗ୍ରହ
ଭଣ୍ଡାରିପୋଖରୀ, ୮ା୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକର ୫ଟି ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ବାବ ଶୁକ୍ରବାର ରହଣିଆ ହାଇସ୍କୁଲଠାରେ ହୋଇଥିବା ସାମୂହିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଂଗ୍ରହ କରାଯାଇଛି। ବ୍ଲକର କୁରିଗାଁ, ଦକ୍ଷିଣବାଡ଼, ସରସଦା, ରହଣିଆ, ବୟା ବନାପୁର ପଞ୍ଚାୟତରେ ଆସିଥିବା ୯୨ଜଣ…
କେରଳରୁ ଫେରିଲେ ୧୪ ଶ୍ରମିକ
ପାଟଣା,୮ା୫(ସ୍ବ.ପ୍ର.): କେରଳରେ ରହି କାମ କରୁଥିବା ୧୪ ଜଣ ଓଡ଼ିଆ ଶୁକ୍ରବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପହଞ୍ଚିଛନ୍ତି। ଏହି ଶ୍ରମିକମାନେ କେରଳର ଆଟାପାଟୁଠାରେ ଏକ ନର୍ସରୀରେ କାମ କରୁଥିଲେ। ଏକ ସ୍ବତନ୍ତ୍ର ଟ୍ରେନରେ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବା…
ଦେଶରେ ପ୍ରତିବର୍ଷ ୧୫ ଦିନ କରାଯାଉ ଲକ୍ଡାଉନ !
ନୂଆଦିଲ୍ଲୀ,୮।୫: କେବଳ ଭାରତ ନୁହେଁ ସାରା ବିଶ୍ୱରେ କରୋନା ସଂକ୍ରମଣରେ ପାଖାପଖି ଅଢେଇ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏହା ସାରା ବିଶ୍ୱରେ ତାଣ୍ଡବ ରଚିଛି। ଭାରତରେ ମଧ୍ୟ କରୋନା ଭାଇରସ ସଂକ୍ରମଣକୁ ଦେଖି ମେ’ ୧୭ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା…
ଦିନକରେ ରାଜ୍ୟରେ ୫୨ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୮।୫(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଥିବାବେଳେ ଶୁକ୍ରବାର ଗୋଟିଏ ଦିନରେ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି। ସକାଳେ ୨୬ଜଣ…
କୋଭିଡ-୧୯ରେ ପୀଡ଼ିତ ୫ଶହରୁ ଊର୍ଦ୍ଧ୍ୱ କରୋନା ଯୋଦ୍ଧା
ନୂଆଦିଲ୍ଲୀ,୮।୫: କରୋନା କବଳରେ ସାରା ଭାରତ। ଏଥିରୁ ବର୍ତ୍ତି ନାହିଁ ଭାରତ। ତେବେ ଭାରତରେ କରୋନା ଯୋଦ୍ଧା ସାଜିଥିବା ପାରା ମିଲିଟାରି ଫୋର୍ସର ୫ଶହରୁ ଊର୍ଦ୍ଧ୍ୱ ଯବାନ ଏବେ କରୋନା କବଳରେ। ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍),…
Archives


