ୟଶ୍ଓ୍ବନ୍ତ ସିହ୍ନା ଅଟକ
ନୂଆଦିଲ୍ଲୀ,୧୯।୫: ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ବିରୋଧ କରି ଦିଲ୍ଲୀର ରାଜଘାଟଠାରେ ଧାରଣା ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶ୍ଓ୍ବନ୍ତ ସିହ୍ନାଙ୍କୁ ପୋଲିସ ସୋମବାର ଅଟକ ରଖିଛି। ଏହି ଶ୍ରମିକମାନଙ୍କୁ ସେମାନଙ୍କ ଘରେ ଛାଡ଼ିବା ଲାଗି ସଶସ୍ତ୍ର ସେନାକର୍ମୀଙ୍କୁ ନିୟୋଜିତ କରିବା ଦାବିରେ ସେ…
ଦିଲ୍ଲୀରେ ବସ୍, ଟ୍ୟାକ୍ସି, ଅଟୋରିକ୍ସାକୁ ଅନୁମତି
ନୂଆଦିଲ୍ଲୀ,୧୯ା୫(ପି.ଟି.): କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରିବା ପରେ କେତେକ ରାଜ୍ୟ ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି। ଏଥିରେ ସାଧାରଣ ପରିବହନ ସେବା ଆରମ୍ଭ କରିବା ସହ ବଜାର ଖୋଲିବା ପାଇଁ ଅନୁମତି ମିଳିଛି। ଦିଲ୍ଲୀରେ ବସ୍, ଟ୍ୟାକ୍ସି…
ମୋଦିଙ୍କ ଲୋକପ୍ରିୟତା ବଢ଼ାଇଲା କରୋନା
ନୂଆଦିଲ୍ଲୀ,୧୯ା୫: ଭାରତକୁ କରୋନା ଭୂତାଣୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭବତଃ ତାଙ୍କ କାର୍ଯ୍ୟକାଳର ସବୁଠୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ସରକାର ବିରୋଧୀ ବିକ୍ଷୋଭ ଦେଶର ବିଭିନ୍ନ ଭାଗରେ ମୁଣ୍ଡ ଟେକିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭାରତ…
ଥମୁନି ଦାଦନ ଯାତନା
ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ ସେମାନେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। କୌଣସି ପ୍ରକାରେ ନିଜ ଜନ୍ମମାଟିକୁ ଫେରିଯିବା ଲାଗି ସେମାନେ ବ୍ୟଗ୍ର।…
ଘୋର ମାନ୍ଦାବସ୍ଥା: ଜିଡିପି ଖସିବ ୪୫%
ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆକଳନରେ କରିଥିଲା। ବଜାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବା ବେଳେ…
କରୋନା ଭୂତାଣୁର ମୂଳ ଖୋଜାଯାଉ
ନୂଆଦିଲ୍ଲୀ,୧୯ା୫(ପି.ଟି.): ପ୍ରାଣଘାତୀ କରୋନା ଭୂତାଣୁର ମୂଳ ଖୋଜି ବାହାର କରିବା ସହ ଏହି ସଙ୍କଟର ମୁକାବିଲା ଲାଗି ବିଶ୍ୱସ୍ତରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ନିରପେକ୍ଷ ତଥା ବିସ୍ତୃତ ମୂଲ୍ୟାୟନ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଭାରତ ସମେତ ୧୨୦…
ସମ୍ଭାବ୍ୟ ବାତ୍ୟା ପାଇଁ ୧୫୦୦ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
ରାଜନଗର,୧୯।୫(ଡି.ଏନ୍.ଏ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅମ୍ଫନ ମହାବାତ୍ୟା ଯୋଗୁ ରାଜନଗର ବ୍ଲକରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏଥିପାଇଁ ପ୍ରଶାସନ ବଙ୍ଗୋପସାଗର ତଟବର୍ତ୍ତୀ ପେଣ୍ଠ, ପ୍ରସନ୍ନପୁର, ଏଣ୍ଡୁଳାପୁର, ବାଉଁଶଗଡ଼ି, ଅଢ଼ାସୋଲ, ବରାହିପୁର, କେରୁଆପାଳ, ତାଳଚୁଆ, ବାଘମାରି ଆଦି ୨୦ଟି ଗ୍ରାମର…
ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ଥ
ଚୌଦ୍ୱାର,୧୯।୫(ଡି.ଏନ୍.ଏ.): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଜାତୀୟ ରାଜପଥ ୧୬ରେ ପ୍ରବାସୀ ଓଡ଼ିଆଙ୍କୁ ନେଇଯାଉଥିବା ବସ୍ ଦୁର୍ଘଟଣାଗସ୍ତ। ଏଥିରେ ୬ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ବସ୍ ତାମିଲନାଡୁରୁ…
ଦୈନିକ ୨ ହଜାର ପରୀକ୍ଷା କରିବ ଏସ୍ସିବି
କଟକ ଅଫିସ,୧୯ା୫: ଏସ୍ସିବିରେ ଗତ ମାର୍ଚ୍ଚ ୩୧ରେ ଆରମ୍ଭ ହୋଇଥିଲା କୋଭିଡ୍-୧୯ ପରୀକ୍ଷା। ନାହିଁ ନାହିଁର ସ୍ଥିତିରେ ପ୍ରଥମ ଦିନ ମାତ୍ର ୪ଟି ନମୁନା ପରୀକ୍ଷା କରାଯାଇଥିଲା। ସେତେବେଳେ ଉଭୟ ଟେଷ୍ଟ କିଟ୍ ଏବଂ ପିପିଇ କିଟ୍ ମଧ୍ୟ କମ୍ ସଂଖ୍ୟାରେ…
ମାସ୍କ ପିନ୍ଧି ବିବାହ
ପାଟଣା,୧୯।୫(ସ୍ବ.ପ୍ର.)-କରୋନା ଭାଇରସ୍ ସଂକ୍ରମଣ ପାଇଁ ସାରା ଦେଶରେ କଟକଣା ଘୋଷଣା କରାଯାଇଛି। ମେ ୧୮ ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଆରମ୍ଭ ହୋଇଛି। ଏହି ସମୟରେ ବିବାହ କାର୍ଯ୍ୟ ପାଇଁ ଅନୁମତି ମିଳିଛି। ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ପାଳନ କରି…
ବିଶେଷ ଫାଇଦା ଦେବନି ପ୍ୟାକେଜ
ଗତ କିଛି ତ୍ରୈମାସ ଧରି ଦେଶର ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଖସିବାରେ ଲାଗିଛି। ଚଳିତ ବର୍ଷ ଜିଡିପି ଗତ ୩ ଦଶନ୍ଧିର ସବୁଠାରୁ ନିମ୍ନ ସ୍ତରକୁ ଖସିବ ବୋଲି ପ୍ରମୁଖ ଏଜେନ୍ସିଗୁଡିକ ଆକଳନ କରିଛନ୍ତି। ବଜାରରେ ଏବେ ଚାହିଦା ନ ଥିବା…
ଗାଡ଼ିରେ ଛାଡ଼ିଦେଲେ, ଆଣିଲେନି
ଅନୁଗୋଳ ଅଫିସ, ୧୯।୫ ମହାମାରୀ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲାରେ ୧୮୬ ପାରା ମେଡିକାଲ ଷ୍ଟାଫ୍ଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ୪୦ ଜଣ ଷ୍ଟାଫ୍ନର୍ସ ଅଛନ୍ତି। ଗତ ମାର୍ଚ୍ଚ ୩୧ରେ ସେମାନେ କାର୍ଯ୍ୟରେ ଯୋଗ ଦେଇଥିଲେ ବି…
Archives


