Home Left

ହେୟାର କଟ୍‌ ଫର୍ମୁଲା

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଘରେ ରହିବା ଫଳରେ କିଛି ଲୋକଙ୍କର କ୍ରିଏଟିଭିଟି ବେଶ୍‌ ଉତ୍ସାହପୂର୍ଣ୍ଣ ହୋଇପାରିଛି। ଏଇ ଯେମିତି ଏବେ ଚୁଟି କାଟିବାର ଏକ ସ୍ବତନ୍ତ୍ର ଷ୍ଟାଇଲ୍‌ ଦେଖି ଲୋକେ ବେଶ୍‌ ପ୍ରଭାବିତ ହୋଇ ପାରିଛନ୍ତି। ଇଣ୍ଟରନେଟ୍‌ରେ ଏବେ ଏହି ଚୁଟି…

ଅମ୍ଫନର ପ୍ରଭାବ: ବୁଡିଯାଇଛି କୋଲକାତା ବିମାନ ବନ୍ଦରର ରନଓ୍ବେ

କୋଲକାତା,୨୧।୫: ବାତ୍ୟା ଅମ୍ଫନର ପ୍ରଭାବ ଓଡ଼ିଶାା ଉପରେ ଯେତିକି ପଡିଛି ତା’ଠାରୁ ଯଥେଷ୍ଟ ଅଧିକ ପ୍ରଭାବ ପଡିଛି ପଶ୍ଚିମବଙ୍ଗ ଉପରେ। ଏଠାରେ ଘଣ୍ଟାକୁ ୧୬୦-୧୮୦ କିଲୋମିଟର ମଧ୍ୟରେ ପବନ ବହିବା ସହ ପ୍ରବଳ ବର୍ଷାରେ ବଡବଡ ଗଛ ଉପୁଡି ପଡିଛି ଓ…

ମାସ୍କରେ ଲୋକକଳା ଛାପ

ପାଟ୍‌ନା: କରୋନା ଭାଇରସ୍‌ ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ବିନା ମାସ୍କରେ ଏବେ କେହି ଘରୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତିରେ ମାସ୍କର ଚାହିଦା ମଧ୍ୟ ବଢ଼ିଯାଇଛି। ଘରେ ବିଭିନ୍ନ ଡିଜାଇନ୍‌ର ମାସ୍କ ତିଆରିକରି ପିନ୍ଧିବା ପାଇଁ…

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଧୂମକେତୁ ସ୍ବାନ୍‌: ମେ ୨୭ରେ ହେବ ନିକଟବର୍ତ୍ତୀ, ଆକାଶର ରଙ୍ଗ ପାଲଟିବ ହଳଦିଆ

ଓ୍ବାଶିଂଟନ,୨୧ା୫: ପୃଥିବା ଆଡ଼କୁ ଦ୍ରୁତ ଗତିରେ ଧୂମକେତୁ ସ୍ବାନ୍‌ ମାଡ଼ିଆସୁଛି। ମେ ୨୭ରେ ଏହା ପୃଥିବୀର ନିକଟବର୍ତ୍ତୀ ହେବ। ସେ ସମୟରେ ଏହାକୁ ଭୋର୍‌ ସମୟରେ ଖାଲି ଆଖିରେ ଦେଖିହେବ। ସୂର୍ଯ୍ୟଠାରୁ ଏହା ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ସ୍ବାନ୍‌ ଧୂମକେତୁ…

କାନ୍ଧ ବୋହୁଛି କୁକୁର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଳ କାରଖାନା ବନ୍ଦ ହୋଇଯିବା ପରେ ଭୋକର ଦାଉ ସମ୍ଭାଳି ନ ପାରି ସମସ୍ତେ ଘରମୁହାଁ ହେବାରେ ଲାଗିଛନ୍ତି। ଗାଡ଼ିମୋଟର ସୁବିଧା ନ ଥିବାରୁ ପିଲାଛୁଆ ଓ…

‘ରାନୀପୁର ଟେରିକଟ୍‌’ ଏବେ ଇତିହାସ

ଝାନ୍ସୀ: ‘କେବେ ଆମେ ବି ମାଲିକ ଥିଲୁ। ଆମ ପାଖରେ ଅନେକ ଲୋକ କାମ କରୁଥିଲେ। ହେଲେ ଭାଗ୍ୟ ଆମକୁ ମାଲିକରୁ ଶ୍ରମିକ କରିଦେଲା। ପେଟପାଟଣା ପାଇଁ ବାହାରକୁ ପଳାଇଥିଲୁ। ଏବେ କରୋନା ପୁଣି ଗଁାକୁ ଫେରାଇ ଆଣିଛି। ହେଲେ ଏଠାରେ…

ଶ୍ରମିକମାନଙ୍କୁ କରୋନା ସଚେତନତା

ବଅଁରପାଳ,୨୧।୫(ଡି.ଏନ୍‌.ଏ): ହିନ୍ଦ୍‌ ମଜଦୁରୁ ସଭା ସହ ଜଡ଼ିତ ନାଲକୋ ନନ୍‌ ଏକ୍ସ୍ୟୁଟିଭ୍‌(ଏନ୍‌ଏନ୍‌ଇୟୁ) ପକ୍ଷରୁ ଗୁରୁବାର ସକାଳେ ନାଲକୋ ସିପିପି ଫାଟକ ସମ୍ମୁଖରେ ଶ୍ରମିକମାନଙ୍କୁ କରୋନା ସଚେତନତା କରାଯାଇଛି। ୟୁନିୟନର ସଭାପତି ରଜନୀ କାନ୍ତ ସିଂଙ୍କର ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ବିମାନ ଯାତ୍ରୀଙ୍କ ପାଇଁ ମାସ୍କ୍‌-ଚଷମା ପିନ୍ଧିବା ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୧।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌-୪ ଜାରି ରହିଛି। ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ମେ ୨୫ରୁ ଘରୋଇ ବିମାନ ଚଳାଚଳ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଯାତ୍ରୀଙ୍କ ପାଇଁ…

ଅମ୍ଫନ୍‌ ବାତ୍ୟା ପ୍ରଭାବ: ବରୀ ପୋଲିସ ପ୍ରଶାସନ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ରତ୍ନଗିରି,୨୧।୫(ଡି.ଏନ୍‌.ଏ): କରୋନା ସମୟରେ ମହାଯୋଦ୍ଧା ପାଲଟିଥିବା ପୋଲିସ ପ୍ରଶାସନ ଏବେ ଅମ୍ଫନ୍‌ ବାତ୍ୟାରେ ସଫେଇ କାର୍ଯ୍ୟକ୍ରମକୁ ନିଜ ହାତକୁ ନେଇଛି। ଗୁରୁବାର ବରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବରୀ ଥାନାଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ରଙ୍କ…

୫୦ଦିନ ତାଲାବନ୍ଦ, ମାସେ କୋହଳ

ଲଣ୍ଡନ, ୨୧।୫: କୋଭିଡ୍‌-୧୯ ସଂକ୍ରମଣ ରୋକିବାକୁ ବିଶ୍ୱସ୍ତରରେ ଚାଲିଛି ଗବେଷଣା। ଏନେଇ ନିର୍ଦ୍ଦିଷ୍ଟ କୌଣସି ଔଷଧ ବାହାରି ନ ଥିବାରୁ ସାମାଜିକ ଦୂରତ୍ୱ, ସ୍ବଚ୍ଛତା ବଜାୟକୁ ଗୁରୁତ୍ୱ ଦିଆଯାଉଛି। ଏପରି କି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ସହ ସ୍କୁଲ,…

ଅର୍ଥନୀତି, ମାନବୀୟ ସଙ୍କଟ ପରିଚାଳନାରେ କେନ୍ଦ୍ର ବିଫଳ

ନୂଆଦିଲ୍ଲୀ, ୨୧।୫: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଲାଗି ନରେନ୍ଦ୍ର ମୋଦି ସରକାରଙ୍କ ଲକ୍‌ଡାଉନ୍‌ ବା ତାଲାବନ୍ଦ ଘୋଷଣା ନିଷ୍ପତ୍ତିଙ୍କୁ ସମାଲୋଚନା କରାଯାଇପାରିବ ନାହିଁ। କିନ୍ତୁ ଘୋଷଣାର ସମୟ, ପ୍ରସ୍ତୁତି, ଅର୍ଥନୀତି ଉପରେ ଏହାର ପ୍ରଭାବ ଓ ମାନବୀୟ ସଙ୍କଟକୁ…

କରୋନା କାଳରେ ସ୍ବାସ୍ଥ୍ୟ ସଙ୍କଟ ଆଳ

ନୂଆଦିଲ୍ଲୀ, ୨୧।୫: କାର୍ଯ୍ୟ ସମୟ ବୃଦ୍ଧି, ସର୍ବନିମ୍ନ ମଜୁରିକୁ ସୀମିତ, ସାମାଜିକ ସୁରକ୍ଷା ସୁବିଧାଗୁଡ଼ିକୁ ହ୍ରାସ, କୌଣସି ପ୍ରକାର କାର୍ଯ୍ୟ ପାଇଁ ଠିକା ଶ୍ରମିକମାନଙ୍କୁ ନିୟୋଜନ କରିବା ପାଇଁ ଅନୁମତି, ଶ୍ରମିକଙ୍କ ଛଟେଇ ନିୟମକୁ କୋହଳ, ଟ୍ରେଡ୍‌ ୟୁନିୟନର ଅଧିକାରଗୁଡ଼ିକୁ ନିରୁତ୍ସାହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri