ନଓ୍ବାଜୁଦ୍ଦିନଙ୍କୁ ହ୍ବାଟ୍ସଆପ୍ରେ ଛାଡ଼ପତ୍ର ନୋଟିସ
ମୁମ୍ବାଇ: ବଲିଉଡ୍ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ତାଙ୍କ ସ୍ତ୍ରୀ ଆଲିଆ ସିଦ୍ଦିକି ଛାଡ଼ପତ୍ର ନୋଟିସ୍ ପଠାଇଛନ୍ତି। ବିବାହର ୧୦ବର୍ଷ ପରେ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ହ୍ବାଟ୍ସଆପ ଜରିଆରେ ନଓ୍ବାଜ୍ଙ୍କ ପାଖକୁ ଆଇନଗତ ନୋଟିସ୍…
ଅଟୋରିକ୍ସାରେ ‘ହ୍ୟାଣ୍ଡଓ୍ବାଶ୍’ସୁବିଧା
ଥିରୁଭାନନ୍ତପୁରମ୍: ଭାରତରେ ସବୁଠାରୁ ଅଧିକ ସାକ୍ଷରତା ହାର ଏବଂ ଶିକ୍ଷିତ ରାଜ୍ୟଭାବେ ପରିଚିତ କେରଳ। ଏଠାରେ ଅଧିକାଂଶ ରିକ୍ସା ଏବଂ ଅଟୋ ଚାଳକ ମଧ୍ୟ ଗ୍ରାଜୁଏଟ୍ ଡିଗ୍ରୀଧାରୀ ହୋଇଥିବା ଜାଣିବାକୁ ପାଇବେ। ତେବେ ରାଜଧାନୀ ଥିରୁଭାନନ୍ତପୁରମ୍ର ଅଟୋ ଚାଳକ ସୁରେଶ କୁମାର…
ଶିଥିଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର
ନୂଆଦିଲ୍ଲୀ: କରୋନା ଭାଇରସ୍ ସହ ସାରା ବିଶ୍ୱ ଲଢୁଥିବାବେଳେ ଏବେ ଏକ ନୂଆ ସଙ୍କଟର ପଦଧ୍ୱନି ଶୁଣିବାକୁ ମିଳିଛି। ସବୁଜ ଗ୍ରହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର (ଆର୍ଥ ମାଗ୍ନେଟିକ୍ ଫିଲ୍ଡ) ଧୀରେ ଧୀରେ ଶୀଥିଳ ପଡ଼ିବାରେ ଲାଗିଛି। ଗତ ଦୁଇ ଶତାବ୍ଦୀ…
କରୋନା ସଚେତନତା ପେଣ୍ଟିଂ
ନୂଆଦିଲ୍ଲୀ: କରୋନା ଭାଇରସ୍ ରୋକିବା ପାଇଁ ଦେଶର ସବୁ ସଚେତନ ନାଗରିକମାନେ ପ୍ରୟାସ ଜାରି ରଖିଛନ୍ତି। ସମସ୍ତେ ନିଜ ନିଜ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏହି ଲକ୍ଷ୍ୟରେ ଥାଇଲାଣ୍ଡର ଜଣେ ଷ୍ଟ୍ରିଟ୍ ଆର୍ଟିଷ୍ଟଙ୍କ ଉଦ୍ୟମ ପ୍ରଶଂସନୀୟ। ଏହି ଚିତ୍ରକର ଜଣକ…
ଭଣ୍ଡାରିପୋଖରୀର ୩ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୦ ଜଣଙ୍କ ସ୍ବାବ ସଂଗ୍ରହ
ଭଣ୍ଡାରିପୋଖରୀ,୨୩।୫ (ଡି.ଏନ୍.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତିନୋଟି ସଙ୍ଗରୋଧ କେନ୍ଦ୍ରରୁ କରୋନା ଲକ୍ଷଣ ଥିବା ୨୦ ପ୍ରବାସୀଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମାଳଦା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ୧୩ ଜଣ, ନପଙ୍ଗ ପଞ୍ଚାୟତସ୍ଥିତ ଚଣ୍ଡୀମାତା ଉଚ୍ଚ ବିଦ୍ୟାପୀଠ କେନ୍ଦ୍ରରୁ ୨…
ଦିଲ୍ଲୀରେ ଖୋଲିବ ୬୬ଟି ଅଡ୍-ଇଭିନ୍ ଘରୋଇ ମଦ ଦୋକାନ
ନୂଆଦିଲ୍ଲୀ,୨୩।୫: ଦେଶରେ ଜାରି ରହିଥିବା ଲକ୍ଡାଉନ ୪.୦ରେ ସରକାର କେତେକ କଟକଣାକୁ କେହାଳ କରିଥିଲେ। ସେଥିମଧ୍ୟରୁ ମଦ ହେଉଛି ଅନ୍ୟତମ। ଇତିମଧ୍ୟରେ ଶନିବାରଠାରୁ ଦିଲ୍ଲୀରେ ଘରୋଇ ମଦ ଦୋକାନ ଖୋଲିବ। ବର୍ତ୍ତମାନ ଅଡ୍ ଇଭିନ ନମ୍ବର ଥିବା ୬୬ଟି ଦୋକାନ ଖୋଲିବ…
ପଶ୍ଚିମବଙ୍ଗ ସରକାରଙ୍କ ରେଲଓ୍ବେକୁ ପତ୍ର: ୨୬ ମେ’ ପର୍ଯ୍ୟନ୍ତ ରାଜ୍ୟକୁ ନ ପଠାଯାଉ କୌଣସି ଟ୍ରେନ୍
କୋଲକାତା,୨୩।୫: ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଶନିବାର ରେଲଓ୍ବେ ବୋର୍ଡର ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଏବେ ଜିଲା ପ୍ରଶାସନ ବାତ୍ୟା ଅମ୍ଫନ ପରବର୍ତ୍ତି ରିଲିଫ ଓ ଥଇଥାନ କାର୍ଯ୍ୟରେ ବ୍ୟସ୍ତ ରହିଛି। ସେଥିପାଇଁ କିଛିଦିନ ଲାଗି…
ମଧୁ ଆପ୍ରେ ପାଠ ପଢୁଛନ୍ତି ୧ଲକ୍ଷ ୧ହଜାର ସ୍କୁଲ ପିଲା: ଟୁଇଟ୍କରି ସୂଚନା ଦେଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର, ୨୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଠପଢ଼ା ନିମନ୍ତେ ଗତବର୍ଷ ଠାରୁ ମଧୁ ଆପ୍ ଆରମ୍ଭ ହୋଇଛି। ଏହାକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଜିଲାର ହାଇସ୍କୁଲ ଶିକ୍ଷକଙ୍କ ଦ୍ୱାରା…
ଚାଇନାର ବହୁ ସଂସ୍ଥାକୁ କଳା ତାଲିକାଭୁକ୍ତ କଲା ଟ୍ରମ୍ପ୍ ପ୍ରଶାସନ
ଓ୍ବାଶିଂଟନ,୨୩।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ବହୁ ଚାଇନା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି। ସମ୍ପୃକ୍ତ ସଂସ୍ଥା ବିରୋଧରେ ମାନବିକ ଅଧିକାର ଉଲ୍ଲଂଘନ କରିଥିବାର ଅଭିଯୋଗ ହୋଇଛି। ତାଲିକାରେ ୯ଟି ସଂସ୍ଥା ମାନବିକ ଅଧିକାର ଉଲ୍ଲଂଘନ କରିଥିବା ଉଲ୍ଲେଖ…
ଗୋଟିଏ ଦିନରେ ୧୪ କଣ୍ଟେନମେଣ୍ଟ ଜୋନ ଘୋଷଣା: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ବଢ଼ିଲା ସରକାରଙ୍କ ଚିନ୍ତା
ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ ଦିନକୁ ଦିନ ତୀବ୍ର ଗତିରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ମାମଲା ଏତେ ସଂଖ୍ୟାରେ ବୃଦ୍ଧି ପାଉଛି ଯେ, ଗୋଟିଏ ଦିନରେ ୧୪ନୂଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ କଣ୍ଟେନମେଣ୍ଟ…
ସେପ୍ଟେମ୍ବର ୨୫ରୁ ଖୋଲିବ ‘ହୁନର ହାଟ’: ନକ୍ଭି
ନୂଆଦିଲ୍ଲୀ,୨୩।୫: ରାଜଧାନୀ ଦିଲ୍ଲୀରେ ନିପୁଣ କାରିଗରଙ୍କ ହାତ ତିଆରି ସାମଗ୍ରୀ ବିକ୍ରିକୁ ନେଇ ଗତ ବର୍ଷ ଖୋଲିଥିବା ‘ହୁନର ହାଟ’ ଚଳିତ ବର୍ଷ ସେପ୍ଟେମ୍ବର ୨୫ରେ ପୁଣିଥରେ ଏହା ଖୋଲିବ ବୋଲି ଶନିବାର କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକ୍ଭି କହିଛନ୍ତି। ଏଥର…
ଅଗରନାସୀ ନିକଟ ସମୁଦ୍ରରୁ ତିମିର ମୃତଦେହ ଉଦ୍ଧାର
କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୨୩।୫(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ରେଞ୍ଜ ଅଧୀନ ଅଗରନାସୀ ନିକଟ ସମୁଦ୍ରରୁ ୪୦ ଫୁଟ ଲମ୍ବର ଏକ ତିମିର ମୃତଦେହ ଦେଖିବାକୁ ମିଳିଛି। ଖବର ପାଇ ରେଞ୍ଜ ଅଧିକାରୀ ଦେବାଶିଷ ଭୋଇଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ ପାଇଁ…
Archives


