Posted inଫୁରସତ

ଏହି ଆଇଲାଣ୍ଡ୍‌କୁ କେବଳ କରୋନା ପଜିଟିଭ୍‌ ଚିହ୍ନଟ ଲୋକେ ବୁଲିବାକୁ ଆସିପାରିବେ,ଜାଣନ୍ତୁ କାହିଁକି

ବିଶ୍ୱର ଏପରି ଏକ ଆଇଲାଣ୍ଡ ଅଛି ଯେଉଁଠିକୁ କେବଳ କରୋନା ପଜିଟିଭ୍‌ ଲୋକ ଆସିବାର ସର୍ତ୍ତ ରହିଛି। ବ୍ରାଜିଲର ଫର୍ଣ୍ଣାଣ୍ଡୋ ଡି ନୋରୋହ୍ନା ନାମକ ଏହି ଆଇଲାଣ୍ଡ କରୋନା ଯୋଗୁ ଗତ ୫ ମାସ ହେବ ବନ୍ଦ ଥିଲା। ଏବେ ସର୍ତ୍ତ ସହ ଏହା ଖୋଲାଯାଇଛି। ସର୍ତ୍ତ ମୁତାବକ ଏହି ଆଇଲାଣ୍ଡକୁ କେବଳ ସେହିମାନେ ଆସିପାରିବେ ଯେଉଁମାନେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ପୁଣି ସୁସ୍ଥ ହୋଇଥିବେ। ଏହି ସର୍ତ୍ତକୁ ପୂରଣ କରିପାରୁଥିବା ପର୍ଯ୍ୟଟକ ସେପ୍ଟେମ୍ବର ୧ରୁ ଏଠାକୁ ଆସିପାରିବେ। ଆଇଲାଣ୍ଡର ଅଧିକାରୀମାନେ କହିଛନ୍ତି, ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ସର୍ତ୍ତ ରଖାଯାଇଛି। ପର୍ଯ୍ୟଟକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଏବଂ ନେଗେଟିଭ୍‌ ନେଇ ଏଠାକୁ ଆସିବାକୁ ପଡିବ। ଏହି ରିପୋର୍ଟ ୨୦ ଦିନ ପୁରୁଣା ହୋଇଥିବା ଆବଶ୍ୟକି ବୋଲି ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦୁନିଆର ସେମାନେ ରାଜା: ଆକାରରେ ଛୋଟ ହେଲେ ବି କାମରେ ବଡ଼…

ସମାଜରେ ସେମାନେ ପରିଚିତ ବାମନଭାବେ। ଭିନ୍ନ ଦୃଷ୍ଟିର ଚାହାଣି ସହ ଅନେକ ସମୟରେ ତାଚ୍ଛଲ୍ୟଭରା ହସ ସତେ ଯେମିତି ତାଙ୍କ ଜୀବନର ଏକ ଅଂଶ। ହେଲେ...

କାହିଁକି ଘୋଡ଼ା ଚଢି ବିବାହ ମଣ୍ଡପକୁ ଯାଏ ବର

ଆଧୁନିକ ଯୁଗରେ ବିବାହ କରିବାକୁ ବରମାନେ ଏବେ ଦାମୀ ଗାଡ଼ିରେ ଯାଉଥିବା ଦେଖାଯାଏ। ହେଲେ ଏବେବି ଅନେକ ସ୍ଥାନରେ ବର ଘୋଡ଼ା ଚଢି ବିବାହ ମଣ୍ଡପରେ...

ଏମିତି ଗାଁ ଯେଉଁଠାରେ ଆଜି ବି ମୋବାଇଲ ନେଟଓ୍ବର୍କ ନାହିଁ

ଜୟପୁର,୨୯।୮: ଦେଶରେ ଡିଜିଟାଲ ଇଣ୍ଡିଆ, ଆତ୍ୟାଧୁନିକ ଜ୍ଞାନ କୌଶଳ, ନୂଆ ନୂଆ ଟେକ୍ନୋଲୋଜି ଓ ଆତ୍ମନିର୍ଭରଶୀଳ କଥା ନେଇ ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଆଜି...

ଏହି ଯୁବତୀଙ୍କର ରହିଛି ଦୁଇ ଯୌନାଙ୍ଗ, ଦୁଇ ଗର୍ଭାଶୟ; ୧୮ ବର୍ଷ ପରେ ଜଣାପଡ଼ିଲା…

ମେଡିକାଲ ସାଇନ୍ସରେ ଏକ ପ୍ରଥମ ଘଟଣା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ଯୁବତୀଙ୍କର ଦୁଇଟି ଯୌନାଙ୍ଗ ଏବଂ ଦୁଇଟି ଗର୍ଭାଶୟ ରହିଛି। ଏପରିକି ତାଙ୍କର...

ବିଶ୍ୱର ସବୁଠାରୁ ବୟସ୍କ ପୁରୁଷ

ନୂଆଦିଲ୍ଲୀ: ବୟସ ବଢ଼ିବା ସହ ରୋଗ ଏବଂ ଦୁଃଖ ମଧ୍ୟ ବଢ଼ିଚାଲେ। ତେଣୁ ଗୋଡ଼ ହାତ ଚାଲି ସଂସାରରୁ ବିଦାୟ ନେବାକୁ ସମନ୍ତେ ଚାହାନ୍ତି। ହେଲେ...

କୁକୁରକୁ ଗୋଡାଇ ଗୋଡାଇ ଶୌଚାଳୟ ଭିତରକୁ ପଶିଗଲା ଚିତାବାଘ, ଦୀର୍ଘ ୭ ଘଣ୍ଟା ପରେ..

ବେଙ୍ଗାଲୁରୁ,୪।୧: କର୍ନାଟକର ଦକ୍ଷିଶ କନ୍ନଡ ଜିଲାରେ ଏକ ବିଚିତ୍ର ଘଟଣା ଘଟିଛି। ଏଠାରେ ଗୋଟିଏ ଶୌଚାଳୟରେ କୁକୁର ଏବଂ ଚିତା ବାଘ ପଶି ଯାଇଥିଲେ। ପାଖାପାଖି...

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ...

କାନ ପାଇଁ ଗିନିଜ୍‌ ବୁକ୍‌ ରେକର୍ଡ କଲା କୁକୁର, ଲମ୍ବ ଜାଣିଲେ…

କୁକୁରର କାନ ସମସ୍ତେ ଦେଖିଥିବେ ମାତ୍ର ଏକ କୁକୁରର କାନର ଲମ୍ବ ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏହି କୁକୁର କାନର ଲମ୍ବ ୧୨.୩୮...

Advertisement
Archives

Model This Week