ଏମାନଙ୍କୁ କେବେବି ଭୁଲ୍‌ରେ କରନ୍ତୁ ନାହିଁ ବିଶ୍ୱାସ: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ପୁସ୍ତକରେ ଜୀବନ ସହ ଜଡିତ ଅନେକ କଥା ବିଷୟରେ କହିଛନ୍ତି। ଲୋକେ ଚାଣକ୍ୟଙ୍କ ଏହି ନୀତକୁ ଅନୁସରଣ କରି ଅନେକ ଅସୁବିଧାରୁ ରକ୍ଷା ପାଇପାରିବେ। ଏହି ନୀତି କେବଳ ଲୋକଙ୍କୁ ସଫଳତାର ପଥରେ ନେଇଥାଏ ତାହା ନୁହେଁ। ମାତ୍ର ଏହାକୁ ଅନୁସରଣ କରି ଲେକେ ବ୍ୟବହାରିକ ଜ୍ଞାନ ପାଆନ୍ତି । ଏଥି ସହିତ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଏକ ଶ୍ଳୋକ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ କେଉଁମାନଙ୍କୁ ବିଶ୍ୱାସ କରିବା ଉଚିତ୍‌ ନୁହେଁ ବୋଲି ବର୍ଣ୍ଣନା ହୋଇଛି। ଜାଣନ୍ତୁ ସେ ସମ୍ପର୍କରେ….

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, କେବେ ନଦୀ ଉପରେ ବିଶ୍ୱାସ କରିବା ଉଚିତ୍‌ ନୁହେଁ। ନଦୀର ପ୍ରବାହ ବୁଝିବା କଷ୍ଟକର ହୋଇଥିବାରୁ ସେ ଏପରି କହିଛନ୍ତି।

ଅସ୍ତ୍ରଶସ୍ତ୍ର ଧରିଥିବା ଲୋକଙ୍କୁ ବିଶ୍ୱାସ କରିବା ମୂର୍ଖାମୀ ବୋଲି ଚାଣକ୍ୟ କହିଛନ୍ତି। ଏହିପରି ଲୋକଙ୍କ ଉପରେ ବିଶ୍ୱାସ କରି ଆପଣ ବିପଦକୁ ଡାକିଥାନ୍ତି।

ଏହା ବ୍ୟତୀତ ଚାଣକ୍ୟ କହିଛନ୍ତି ଯେ, ଶିଙ୍ଗ କିମ୍ବା ନଖ ଥିବା ପ୍ରଣୀଙ୍କ ଉପରେ ବିଶ୍ୱାସ କରିବା ବିପଜ୍ଜନକ ହୋଇପାରେ। ସେ କହିଛନ୍ତି ଯେ, ଏପରି ପ୍ରାଣୀ କୌଣସି ସମୟରେ କାହାକୁ କ୍ଷତି ପହଞ୍ଚାଇ ପାରନ୍ତି।

ଏଥି ସହିତ ଚାଣକ୍ୟ କହିଛନ୍ତି ଯେ, ଖରାପ ପ୍ରକୃତିର ମହିଳାମାନେ କେବଳ ନିଜର ସ୍ବାର୍ଥ ପ୍ରଦର୍ଶନ କରନ୍ତି। ନିଜ ସୁବିଧା ପାଇଁ, ସେ କାହାକୁ ବୋକା ବନାଇ ପାରନ୍ତି । ଏଥି ସହିତ ଚାଣକ୍ୟ ସରକାରୀ ସେବା ସହ ଜଡିତ ଥିବା ଲୋକଙ୍କୁ ମଧ୍ୟ ବିଶ୍ୱାସ କରିବାକୁ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଘରକୁ ଫେରୁଥିବା ବେଳେ କେନାଲରେ ଭାସିଗଲେ ଚାଷୀ, ତାପରେ ଘଟିଲା….

ଦେବଗଡ,୨୯।୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ମାଦଲିଆ ଗ୍ରାମରେ ଜଣେ ଚାଷୀ ମଙ୍ଗଳବାର କେନାଲରେ ଭାସି ଯାଇଥିଲେ । ଏହାପରେ ଅଗ୍ନିଶମ…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri