ଗୋଟିଏ ସପ୍ତାହ ପାଇଁ ସିଲ୍ ହେଲା ଦିଲ୍ଲୀ ସୀମା
ନୂଆଦିଲ୍ଲୀ,୧।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଏକ ବଡ ପଦକ୍ଷେପ ନେଇଛନ୍ତି। ଆସନ୍ତା ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀ ସୀମା ସିଲ୍ କରାଯିବ ବୋଲି କହିଛନ୍ତି କେଜରିଓ୍ବାଲ।…
ଅଦୃଶ୍ୟ କରୋନା ଭୂତାଣୁ, ଅଜେୟ କରୋନା ଯୋଦ୍ଧା: ମୋଦି
ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ନାଟକର ରାଜୀବ ଗାନ୍ଧୀ ଯୁନିଭର୍ସିଟି ଅଫ୍ ହେଲ୍ଥ ସାଇନସେସ୍ର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ କହିଛନ୍ତି, ଆଗଧାଡିର କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତର, ନର୍ସ ଓ ପରିମଳ କର୍ମଚାରୀଙ୍କ…
ତାରବିହୀନ ବିଦ୍ୟୁତ୍
ସାଧାରଣତଃ ବିଦ୍ୟୁତ ସଞ୍ଚାରଣ ପାଇଁ ତାରର ଆବଶ୍ୟକତା ପଡ଼ିଥାଏ। ହେଲେ ଏଣିକି ଏଥିପାଇଁ ତାର ଆବଶ୍ୟକ ପଡିବ ନାହିଁ। ଏ କ୍ଷେତ୍ରରେ ଗବେଷଣା କରି ସଫଳତା ହାସଲ କରିଥିବାର ଜାପାନ ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ବିଷୟରେ ଗବେଷଣା କରିବା ସମୟରେ…
ବ୍ୟାୟାମ କରିବା ପୂର୍ବରୁ…
ବ୍ୟାୟାମ କରିବା ପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ପ୍ରଥମେ ଏ ନେଇ ଜଣେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ବିଷଦଭାବରେ ଆଲୋଚନା କରନ୍ତୁ। ତା’ପୂର୍ବରୁ ଅଭିଜ୍ଞ ଡାକ୍ତରଙ୍କ ନିକଟରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ…
ଅପରେଶନ୍ ସମୁଦ୍ର ସେତୁ: ଆଇଏନ୍ଏସ୍ ଜଲାଶ୍ୱରେ କଲୋମ୍ବୋରୁ ୭୦୦ ଭାରତୀୟ ଫେରିବେ ସ୍ବଦେଶ
କଲୋମ୍ବୋ,୧।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ବିଦେଶୀମାନେ ଅଟକି ରହିଛନ୍ତି। ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା…
ଅଗଷ୍ଟରେ ବିବାହ କରିବେ ବାହୁବଳୀ ଫେମ୍ ରାଣା
‘ବାହୁବଳୀ’ ଫେମ୍ ରାଣା ଡାଗୁବତୀ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଲକ୍ଡାଉନ୍ ମଧ୍ୟରେ ଗର୍ଲଫ୍ରେଣ୍ଡ୍ ମିହିକା ବଜାଜଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଏବେ ତାଙ୍କ ପିତା ତଥା ପ୍ରଯୋଜକ ସୁରେଶ ବାବୁ ବିବାହ ତାରିଖ ମଧ୍ୟ…
ଅନ୍ଲାଇନରେ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ: ୬୫ ଅଧ୍ୟାପିକା, ଅଧ୍ୟାପକ ନିଯୁକ୍ତ
କଟକ ଅଫିସ,୧।୬: ଯୁକ୍ତଦୁଇ ପରୀକ୍ଷାର ଉତ୍ତର ଖାତାଦେଖା ସୋମବାରଠାରୁ ଆରମ୍ଭ ହୋଇଛି। କେବଳ ଅନ୍ଲାଇନରେ ଭୁବନେଶ୍ୱର ଏବଂ କଟକରେ ଖାତା ଦେଖାଯାଉଛି। କଟକ ଲିଙ୍କ୍ରୋଡ଼ସ୍ଥିତ ଏକ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଖାତାଦେଖା ପାଇଁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରରେ ୬୪ଟି କମ୍ପ୍ୟୁଟର ଥିବାବେଳେ…
ପଙ୍ଗପାଳ ଯୋଗୁ ୩୫୦ ବର୍ଷ ତଳେ ମଦୁରାଇ ଚାଷ ଜମି ଯାଇଥିଲା ଉଜୁଡ଼ି
ମଦୁରାଇ,୧।୬: ଦେଶରେ ଏବେ ପାକିସ୍ତାନୀ ପଙ୍ଗପାଳଙ୍କ ଆତଙ୍କ ଦେଖାଦେଇଛି। ପଙ୍ଗପାଳ ଯୋଗୁ ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଏହିଭଳି ପଙ୍ଗପାଳ ଆତଙ୍କ ତାମିଲନାଡୁର ମଦୁରାଇରେ ୩୫୦ ବର୍ଷ ତଳେ ଦେଖାଦେଇଥିଲା। ୧୭ ଶତାବ୍ଦୀରେ…
ପରିବାର ସଦସ୍ୟଙ୍କୁ ଘରେ ପହଞ୍ଚାଇବାକୁ ଚୋରି କରିଥିବା ବାଇକକୁ ଦୁଇ ସପ୍ତାହ ପରେ ପାର୍ସଲ କରି ଫେରାଇ ଦେଲେ
କୋଏମ୍ବାଟୁର,୧।୬: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଜାରି କରାଯାଇଥିଲା ଲକ୍ଡାଉନ। ଏହି ସମୟରେ ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକମାନେ କାମଧନ୍ଦା ହରାଇବା ପରେ ଘରମୁହାଁ ହୋଇଥିଲେ। ହେଲେ ଯାନବାହାନ ଚଳାଚଳ ବନ୍ଦ ଥିବାରୁ ହଜାର ହଜାର କିଲୋମିଟର ଅତିକ୍ରମ…
ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି
କଟକ ଅଫିସ,୧।୬: ଅଗ୍ନିଶମ ଡିଜି ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି। ସ୍ବତନ୍ତ୍ର ଡିଜି(ଗୁଇନ୍ଦା) ମହାନ୍ତି ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ପୂର୍ବତନ ଅଗ୍ନିଶମ ଡିଜି ସୁନୀଲ ରଏଙ୍କ ଅବସର ପରେ…
ସ୍ମାର୍ଟ ହେଲମେଟ୍
ଏଣିକି ହେଲମେଟ୍ ବାଟ ଦେଖାଇପାରିବ। ଏପରି ଏକ ସ୍ମାର୍ଟ ତଥା ହାଇଟେକ୍ ହେଲମେଟ୍ ପ୍ରସ୍ତୁତ କରାଯାଇଛି। ଏଭଳି ଏକ ପ୍ରୟାସ କରି ରୁଷିଆର ବିଶେଷଜ୍ଞମାନେ ସଫଳ ହୋଇଛନ୍ତି। ଉକ୍ତ ନୂଆ ହେଲମେଟ୍ରେ ଅତ୍ୟାଧୁନିକ ଜ୍ଞାନକୌଶଳବିଶିଷ୍ଟ ଡିଭାଇସ୍ ସଂଯୋଗ କରାଯାଇଛି। ଫଳରେ ଏହାକୁ…
ଧୋନୀଙ୍କ ଅବସରକୁ ନେଇ କରିଥିବା ଟୁଇଟ୍ କାହିଁକି ହଟାଇଥିଲେ ସାକ୍ଷୀ
ଅନେକ ଦିନ ହେବ କ୍ରିକେଟରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। କିଛିଦିନ ତଳେ ସୋସିଆଲ ମିଡିଆରେ #Dhoniretires ଟ୍ରେଣ୍ଡ୍ କରିଥିଲା। ଏହାପରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଟୁଇଟ୍ ଯୋଗେ ଏହାକୁ ମିଥ୍ୟା ବୋଲି କହିଥିଲେ।…
Archives


