Home Left

ପବଜୀର ହେଲା ଅନ୍ତିମ ଯାତ୍ରା: କାନ୍ଦିଲେ, ଏମିତି କହିଲେ ଖେଳାଳି…

ଭାରତ ସରକାର ପବ୍‌ଜୀ ଖେଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପବଜୀ ନିଷେଧ ହେବା ପରଠାରୁ ଭାରତୀୟ ପ୍ରଶଂସକମାନେ ଦୁଃଖୀ ହୋଇପଡିଛନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓରୁ ଏହା ସ୍ପଷ୍ଟ ବାରିହୋଇ ପଡ଼ୁଛି। ୩୫ ସେକେଣ୍ଡର ଏହି ଭିଡିଓରେ ଖେଳାଳିମାନେ…

ମହିଳାଙ୍କ ଶୃଙ୍ଗାର କାହିଁକି ହୋଇଥାଏ ସୌଭାଗ୍ୟର ପ୍ରତୀକ? କ’ଣ ଏହାର ମହତ୍ୱ, ଜାଣନ୍ତୁ..

ବିବାହିତ ମହିଳାମାନଙ୍କ ପାଇଁ ଶୃଙ୍ଗାର ବିଶେଷ ମହତ୍ୱ ରଖିଥାଏ।ଏହା ଯେ କେବଳ ସୁନ୍ଦରତା ବୃଦ୍ଧି କରେ ତାହା ନୁହେଁ ବରଂ ଏହା ସୌଭାଗ୍ୟର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ମହିଳାମାନଙ୍କର ପ୍ରତ୍ୟେକ ଶୃଙ୍ଗାରର ନିଜସ୍ବ ବିଶେଷତା ଥାଏ। ଆସନ୍ତୁ ସେ…

ଅବସର ପରେ ପୁନର୍ନିଯୁକ୍ତି ମନା

ଡେରାଡୁନ୍‌, ୯।୯: ଏବେ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀଙ୍କୁ ଆଉ ପୁନର୍ନିଯୁକ୍ତି ମିଳିବ ନାହିଁ। ଏନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଉତଙ୍କ ସରକାର ନୂଆ ଆଇନ ଆଣିଛନ୍ତି। ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଠିକାରେ କୌଣସି ସରକାରୀ କାର୍ଯ୍ୟାଳୟରେ…

ସିମ୍‌ କାର୍ଡରେ ସୋନୁ ସୁଦଙ୍କ ଫଟୋ ବନାଇଲେ ବ୍ୟକ୍ତି: ଏମିତି ମଜାଳିଆ ଉତ୍ତର ଦେଲେ ଅଭିନେତା

କରୋନା ମହାମାରୀ ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅଭାବୀ ଲୋକଙ୍କୁ ସହଯୋଗ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଲୋକେ ତାଙ୍କୁ ଯେଉଁପ୍ରକାରର ସହଯୋଗ ମାଗିଛନ୍ତି ସେ ସମସ୍ତଙ୍କୁ ସାହାଯ୍ୟ କରିଛନ୍ତି। ଏଥିପାଇଁ ଦେଶ ବାହାରେ ମଧ୍ୟ…

ମାତ୍ର ୨୨ ବର୍ଷ ବୟସରେ ୪୨ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଚାକିରି ପାଇଲେ ଏହି ୨ ଛାତ୍ର

ଚଣ୍ଡିଗଡ,୯।୯: କରୋନା ସମୟରେ ଲୋକେ ଚାକିରି ହରାଉଥିବାବେଳେ ଚଣ୍ଡିଗଡର ଦୁଇ ଛାତ୍ର କମାଲ କରି ଦେଖାଇଛନ୍ତି। ପଞ୍ଜାବ ଇଞ୍ଜିନିୟରିଂ କଲେଜର ଦୁଇ ଛାତ୍ର ମୟଙ୍କ ସଗ୍ଗର ଏବଂ ପ୍ରଦ୍ୟୁମ୍ନ ଗୋଏଲଙ୍କୁ ୨୨ ବର୍ଷ ବୟସରେ ୪୨ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ଚାକିରି…

ଭାଗ୍ୟକୁ ପ୍ରଭାବିତ କରେ ଆପଣଙ୍କ ଆଚରଣ, ଏହି ୪ ବିଷୟ ପ୍ରତି ଧ୍ୟାନ ଦେଇ ଏହାକୁ ବଦଳାନ୍ତୁ…

ଆମର ଆଚରଣ ସହ ଗ୍ରହମାନଙ୍କର ସ୍ଥିତି ଜଡିତ ଥାଏ। ଗ୍ରହମାନଙ୍କ ଯୋଗୁ ଆମର ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ବେଳେବେଳେ ଆମର ଆଚରଣ ଆମ ଭାଗ୍ୟକୁ ସଂପୂର୍ଣ୍ଣ ରୂପେ ବଦଳାଇଥାଏ। ତେବେ ଆସନ୍ତୁ ଭାଗ୍ୟ କିପରି ଆଚରଣକୁ ପ୍ରଭାବିତ କରେ…

୧୨ରୁ ଚାଲିବ ୩ ସ୍ପେଶାଲ ଟ୍ରେନ୍‌: ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୯।୯(ବ୍ୟୁରୋ): ଆସନ୍ତା ୧୨ ତାରିଖରୁ ଶ୍ରମିକଙ୍କ ପାଇଁ ୩ ସ୍ପେଶାଲ ଟ୍ରେନ୍‌ ଚାଲିବ। ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ -ଓଖା ରୁଟ୍‌ରେ ଏହି ଟ୍ରେନ୍‌ ଚଳାଚଳ କରିବ। ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିଯିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ଏହି ଟ୍ରେନ୍‌ ଚାଲିବ। ଏ…

ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା

୨୦୨୦ ବର୍ଷ ସିନେମା ପାଇଁ କଳା ବର୍ଷ ବୋଲି ପ୍ରମାଣିତ ହୋଇଛି। ଗୋଟିଏ ପରେ ଗୋଟିଏ କଳାକାର ଏହି ଦୁନିଆରୁ ବିଦାୟ ନେଉଛନ୍ତି। ଏହି ସମୟରେ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଆସିବା ପରେ ତାଙ୍କ…

ଖୋଲିଲା ସ୍କୁଲ: ପ୍ଲାଷ୍ଟିକ ଟେଣ୍ଟରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ। କରୋନା ପାଇଁ ଏବେ ସବୁକିଛି ବଦଳିଯାଇଛି। ସ୍କୁଲ, କଲେଜ, ମଲ, ପବ୍ଲିକ ଟ୍ରାନ୍ସପୋର୍ଟ, ପବ୍‌ ଆଦି। ଲୋକମାନେ ଧୀରେ ଧୀରେ କରୋନା ସହ ବଞ୍ଚିବା ଶିଖିଗଲେଣି। ଏହିପରି ଇରାନରେ ଗତ କିଛି ଦିନ ହେବ…

ରାଷ୍ଟ୍ରପତି ଭବନରେ ଆତ୍ମହତ୍ୟା କଲେ ହାବିଲଦାର

ନୂଆଦିଲ୍ଲୀ,୯।୯: ରାଷ୍ଟ୍ରପତି ଭବନରେ ରହୁଥିବା ସେନାର ଜଣେ ହାବିଲଦାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଟେକ୍‌ ବାହାଦୂର। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଆରଏମଲ ହସ୍ପିଟାଲ ପଠାଇଛି। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଟେକ୍‌ ବାହାଦୂର ଫେବୃୟାରୀ…

ଏସବୁ ଛୋଟ କଥା ପ୍ରତି ଦିଅନ୍ତୁ ଧ୍ୟାନ: କେବେ ଘରେ ଦେଖାଯିବ ନାହିଁ ଧନର ଅଭାବ

ଯେତେବେଳେ ଘରର ଦିଗରେ ବାସ୍ତୁ ଦୋଷ ଦେଖାଯାଏ ସେହି ସମୟରେ ଆର୍ଥିକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ। ଘରର ବାସ୍ତୁ ଦୋଷ ହଟାଇଲେ କୁବେର ଏବଂ ମା’ ଲକ୍ଷ୍ମୀ ଖୁସି ହୁଅନ୍ତି ବୋଲି ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା ହୋଇଛି। ବାସ୍ତୁ ଅନୁଯାୟୀ, ଘରେ…

ଭାରତ-ଚାଇନା ମଧ୍ୟରେ ମଧ୍ୟସ୍ଥତା କରିବାକୁ ମନା କଲା ରୁଷ

ମସ୍କୋ,୯।୯:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି। ବୈଦେଶିକ ମନ୍ତ୍ରୀ ଏଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଏହି ବୈଠକ ବ୍ୟତୀତ ଜୟଶଙ୍କର ମଧ୍ୟ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?