ଖଟିଆରେ ବୁହା ହେଲେ ରୋଗୀ
ଠାକୁରମୁଣ୍ଡା, ୧୮।୬(ଡି.ଏନ.ଏ.)-ଖଟିଆରେ ବୁହାହେଲା ରୋଗୀ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତର ଅଶନବଣି ଗାଁରେ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୨ କି.ମି ରାସ୍ତା ଖାଲ ଖମା ସହିତ କାଦୁଅ ହୋଇଥିବାରୁ ଆମ୍ବୁଲାନ୍ସ ଆସିପାରିଲା…
ବାଲିଘାଟରେ ବିଧାୟକଙ୍କ ଶେଷକୃତ୍ୟ ସମ୍ପନ୍ନ
ବାଲେଶ୍ୱର ଅଫିସ,୧୮।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ଶେଷକୃତ୍ୟ ଗୁରୁବାର ବାଲିଘାଟସ୍ଥିତ ସ୍ବର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ସକାଳ ୬ଟା ବେଳେ ତାଙ୍କର ମରଶରୀରକୁ ବାସଭବନରୁ ଏକ ଶୋଭାଯାତ୍ରାରେ ଅଣାଯାଇ ମୋତିଗଞ୍ଜ ବଜାର, ସିନେମା ଛକଦେଇ ଭାଜପା ସଦର କାର୍ଯ୍ୟାଳୟକୁ ନିଆଯାଇଥିଲା। ପରେ…
ଡାକ୍ତରଙ୍କୁ ଭୁଲ ପ୍ରମାଣିତ କଲେ ୫ ବର୍ଷର ପୁଅ
ଆମେରିକାର ଜର୍ଜିଆରେ ରହୁଥିବା ଜଣେ ୫ ବର୍ଷର ପୁଅ ଡାକ୍ତରଙ୍କୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି। ସେ ହେଲେ କାମଡେନ ବ୍ରୋକ୍ ହେନସନ। କାମଡେନ ସେରେବେଲାର ଆଟ୍ରୋଫି ରୋଗରେ ପୀଡିତ। ଏହା ମସ୍ତିଷ୍କର ଉକ୍ତ ସ୍ଥାନକୁ କ୍ଷତି ପହଞ୍ଚାଇଥାଏ ଯାହା ସମନ୍ବୟ,…
ସୁଶାନ୍ତଙ୍କ ପରି ଅବିକଳ ଦେଖାଯାଉଥିବା ସାକିଙ୍କ ଭିଡିଓ ଭାଇରାଲ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ପରିବାର ତଥା ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ମୃତ୍ୟୁକୁ ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ ଏହାକୁ କେହି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ବଲିଉଡ୍ କଳାକାରଙ୍କଠାରୁ ଆରମ୍ଭକରି ରାଜନେତା ପର୍ଯ୍ୟନ୍ତ…
ଭୁବନେଶ୍ୱରରେ ପହଞ୍ଚିଲା ୨ ଶହୀଦ ନନ୍ଦୁରାମ ସୋରେନ, ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ
ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଚାଇନା ସେନାର ଆକ୍ରମଣରେ ଶହୀଦ ହୋଇଥିବା ନନ୍ଦୁରାମ ସୋରେନ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛି। ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କ ମର ଶରୀର ଭୁବନେଶ୍ୱର ବିଜୁପଟ୍ଟାନୟ ବିମାନବନ୍ଦରରେ ପହଞ୍ଚିଛି।…
ଗଡିବନି ବିଶ୍ୱର ସର୍ବୋଚ୍ଚ ରଥ
କେନ୍ଦୁଝର,୧୮ା୬(ସ୍ବ.ପ୍ର.)-କରୋନା କଟକଣା ପାଇଁ ଚଳିତ ବର୍ଷ ବିଶ୍ୱର ସର୍ବୋଚ୍ଚ ରଥ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ରଥ ଗଡିବନି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୁରୀ ରଥଯାତ୍ରା ଉପରେ ନିଷ୍ପତି ପରେ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି।…
ଶହୀଦ ସେନାଙ୍କ ଉଦ୍ଦେଶ୍ୟରେ ସଂସ୍କୃତରେ ଶ୍ଳୋକ ଲେଖିଲେ ପ୍ରିୟଙ୍କା
ମୁମ୍ବାଇ: ଭାରତ-ଚାଇନା ସୀମା ବିବାଦକୁ ନେଇ ଲଦ୍ଦାଖର ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ୨୦ ସେନାଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ବଲିଉଡ୍ ସେଲିବ୍ରିଟି ଅକ୍ଷୟ କୁମାର, କାର୍ତ୍ତିକ ଆର୍ଯ୍ୟନ, ଅମିତାଭ ବଚ୍ଚନ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏବେ ବଲିଉଡ୍ର ଦେଶୀ…
ଜାଣନ୍ତୁ ଡିପ୍ରେସନ୍ର କାରଣ, ଲକ୍ଷଣ ବିଷୟରେ
ଡିପ୍ରେସନ୍ ମାନସିକ ଦୁଃଶ୍ଚିନ୍ତାର ଅନ୍ୟ ନାମ। ଆଜିକାଲିର ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଏଥିରେ ପୀଡିତ ହେଉଛନ୍ତି। ପାରିବାରିକ ଅସୁବିଧା ହେଉ ଅବା ବ୍ୟକ୍ତିଗତ ସମସ୍ୟା ଯୋଗୁ ଲୋକେ ଡିପ୍ରେସନର ଶିକାର ହେଉଛନ୍ତି। ଥାଇରଏଡ୍ ସମସ୍ୟା, ମେଡସିନ୍ର ସାଇଡ୍ ଇଫେକ୍ଟ ଆଦି…
ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଲାଭାନ୍ବିତ ହେବେ ୬ ରାଜ୍ୟର ଶ୍ରମିକ: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୮।୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ। ଏହାର ମୂଳ ଲକ୍ଷ୍ୟ…
ସୁଶାନ୍ତଙ୍କ ହାତଲେଖାକୁ ନେଇ କରାଯାଉଛି ବିଶ୍ଳେଷଣ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ହେଉଛି। ସହଜରେ ତାଙ୍କ ମୃତ୍ୟୁକୁ ପ୍ରଶଂସକମାନେ ଗ୍ରହଣ କରିପାରୁନାହାନ୍ତି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ। ତେଣୁ ତାଙ୍କୁ ବ୍ୟକ୍ତିଗତ ଭାବେ…
‘ଏମ୍.ଏସ୍. ଧୋନୀ: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତଙ୍କ ଅଭିନୟ ଜୀବନ୍ତ; ଆତ୍ମହତ୍ୟା କରିବାକୁ ଦୁଃଖଦ କହିଲେ ଓ୍ବାଟ୍ସନ୍
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପରିବାର ତଥା ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ଏହାର ପାଞ୍ଚ ଦିନ ବିତିସାରିଥିଲେ ହେଁ କେହିବି ଏହାକୁ ଗ୍ରହଣ କରିପାରୁନାହାନ୍ତି। ଅଷ୍ଟ୍ରେଲିୟ କ୍ରିକେଟ ତାରକା ସେନ୍ ଓ୍ବାଟ୍ସନ୍ ଏକ ଟୁଇଟ୍ କରି…
ସୋନୁଙ୍କ ସାହାଯ୍ୟ ନ ପାଇ ହାତ କାଟିଲେ ଯୁବକ
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଖୁବ୍ ଚର୍ଚ୍ଚାରେ। ବିଶେଷ କରି ବଲିଉଡ୍ରେ ଖଳନାୟକ ଚରିତ୍ରରେ ଦେଖାଦେଉଥିବା ଏହି ଅଭିନେତା ଏବେ ଯେମିତି ସମସ୍ତଙ୍କ ହୃଦୟରେ ରିଅଲ ନାୟକର ପରିଚୟ ପାଇଛନ୍ତି। ବିଶେଷ କରି ଦେଶରେ କରୋନା ମହାମାରୀକୁ ନେଇ…
Archives


