ଦିଲ୍ଲୀରେ ପ୍ରଥମ ଥର ହେଲା ରାପିଡ ଆଣ୍ଡିଜେନ୍ ଟେଷ୍ଟ: ୨୪୨ କଣ୍ଟେନମେଣ୍ଟ ଜୋନ୍ରେ ହେବ ପରୀକ୍ଷା
ନୂଆଦିଲ୍ଲୀ,୧୮।୬: ଦିଲ୍ଲୀରେ ଦ୍ରୁତଗତିରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ ଆରମ୍ଭ ହୋଇଛି। ଏହି ଟେଷ୍ଟିଂ ଦ୍ୱାରା ବହୁତ କମ୍ ସମୟ ମଧ୍ୟରେ କରୋନା ରିପୋର୍ଟ ଉପଲବ୍ଧ ହୋଇପାରିବ। ମାତ୍ର ୩୦ ମିନିଟ୍ରୁ ୧ଘଣ୍ଟା ମଧ୍ୟରେ…
ଗଞ୍ଜାମ ଜିଲାରେ ହେବ ନାହିଁ ରଥଯାତ୍ରା: ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ
ଛତ୍ରପୁର, ୧୮।୬(ଡି.ଏନ୍.ଏ.)- ରାଜ୍ୟର ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ ଚଳିତ ବର୍ଷ କୌଣସି ସ୍ଥାନରେ ରଥଯାତ୍ରା ନ କରିବାକୁ ରଥଯାତ୍ରା କମିଟିମାନେ ନିଷ୍ପତି ନେଇଛନ୍ତି। ଏଥିପାଇଁ କମିଟିମାନଙ୍କୁ ଜ଼ିଲାପାଳ ବିଜୟ ଅମୃତା…
ଚାଇନିଜ୍ ଖାଦ୍ୟ ବିକ୍ରି କରୁଥିବା ରେସ୍ତୋରାଁ ଉପରେ ନିଷେଧାଜ୍ଞା ଜାରି କରାଯିବା ଦରକାର: ରାମଦାସ ଅଠାଓ୍ବଲେ
ନୂଆଦିଲ୍ଲୀ,୧୮।୬: ରିପବ୍ଲିକ ପାର୍ଟି ଅଫ୍ ଇଣ୍ଡିଆ(ଆର୍ପିଆଇ-ଏ)ର ନେତା ରାମଦାସ ଅଠାଓ୍ବେଲେ ଗୁରୁବାର ଚାଇନିଜ ଖାଦ୍ୟକୁ ନେଇ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, ଯେଉଁ ରେସ୍ତୋରାଁ ଚାଇନିଜ ଖାଦ୍ୟ ବିକ୍ରି କରୁଛନ୍ତି ସେଭଳି ରେସ୍ତୋରାଁ ଉପରେ ସରକାର ନିଷେଧାଜ୍ଞା ଜାରି କରିବା ଦରକାର।…
ଦୁର୍ଘଟଣାରେ ଆହତ ହେଲେ ରିକ୍ସାଚାଳକ, ମୁଣ୍ଡରୁ ପଗଡି କାଢି ସହାୟତା କଲେ ଶିଖ୍ ବ୍ୟକ୍ତି
କୁହାଯାଏ ମାନବିକତାର କୌଣସି ଧର୍ମ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଜଣେ ଶିଖ୍ ବ୍ୟକ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ରିକ୍ସାଚାଳକଙ୍କ କ୍ଷତ ସ୍ଥାନରେ ନିଜ ପଗଡିକୁ କାଢି ବାନ୍ଧି ଦେଇଛନ୍ତି। ଏହି ଶିଖ୍ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ…
ଜୁଲାଇ ୨ରୁ ହେବ ରାମଲଲା ମନ୍ଦିର ନିର୍ମାଣର ଔପଚାରିକ ଶୁଭାରମ୍ଭ
ଅଯୋଧ୍ୟା,୧୮।୬: ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୁଲାଇ ୨ରୁ ଔପଚାରିକ ଭାବେ ଆରମ୍ଭ ହେବ। କାରଣ ଜୁଲାଇ ୨ରେ ଦେବତାମାନଙ୍କର ଦେବଶୟନ ଏକାଦଶୀର ମଙ୍ଗଳ ମୁହୂର୍ତ୍ତରେ ମନ୍ଦିରର ଭୂମି ପୂଜା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ…
ଆରୋଗ୍ୟ ସେତୁ ଆପ୍ର ରେକର୍ଡ: ୪୫ ଦିନରେ ୧୩ କୋଟି ଡାଉନଲୋଡ୍
ନୂଆଦିଲ୍ଲୀ, ୧୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପ୍ ଜାରି କରାଯାଇଛି। ଗତ ୪୫ ଦିନ ମଧ୍ୟରେ ଏହି ଆପ୍କୁ ୧୩ କୋଟିରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି। ଏହୀ ଆପ୍ ଏପ୍ରିଲ୍…
ବ୍ରହ୍ମଗିରି ଥାନା ମହିଳା ଏସ୍ଆଇ କରୋନା ଆକ୍ରାନ୍ତ
ପୁରୀ ଅଫିସ,୧୮ା୬ : ପୁରୀ ଜିଲା ବ୍ରହ୍ମଗିରି ଥାନାର ଜଣେ ମହିଳା ଏସ୍ଆଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତା ଏସ୍ଆଇ କରୋନା ସଂକ୍ରମିତ ଜଣେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ବ୍ରହ୍ମଗିରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତାଙ୍କର…
ଏହି ମହିଳା କ୍ରିକେଟରଙ୍କୁ ବାଉନ୍ସର ମାରିବାକୁ ଚେତାବନୀ ଦେଇଥିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ
ଦିନେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପସ୍ତାବ ଦେଇଥିବା ଇଂଲଣ୍ଡ ମହିଳା କ୍ରିକେଟ ଖେଳାଳି ଡାନିଏଲ୍ ଓ୍ବାଟ୍ ଏବଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାଏ। ଏପରିକି ଉଭୟ ପ୍ରେମରେ…
ବିପର୍ଯ୍ୟୟ ସମୟରେ କାନ୍ଦିବା ଭାରତର ଲକ୍ଷଣ ନୁହେଁ, କରୋନା ଦେଶପାଇଁ ଏକ ସୁଯୋଗ: ମୋଦି
ନୂଆଦିଲ୍ଲୀ,୧୮।୬: ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଣିଜି୍ୟକ କ୍ଷେତ୍ର ପାଇଁ ୪୧ କୋଇଲା ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଭାରତ ବିପର୍ଯ୍ୟୟ ସମୟରେ କାନ୍ଦିବା ଦେଶ ନୁହେଁ। ଆମେ…
ବଣାଇ ବିଧାୟକଙ୍କ ପିଏସ୍ଓଙ୍କ ଆତ୍ମହତ୍ୟା: ସର୍ଭିସ ରିଭଲଭର୍ରୁ ନିଜକୁ କଲେ ଗୁଳି
ବଣାଇଁ, ୧୮।୬(ସ୍ବ.ପ୍ର.)- ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଲହୁଣିପଡ଼ା ଥାନା ଅନ୍ତର୍ଗତ କୁର୍ଡା ଗ୍ରାମରେ ଥିବା ନିଜ ବାସଭବନରେ ଗୁରୁବାର ସକାଳୁ ଛାତ ଉପରକୁ ଯାଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରାଥମିକ ତଦନ୍ତରୁ ମୃତ୍ୟୁର କାରଣ ସ୍ପଷ୍ଟ…
ଦିଲ୍ଲୀ-ଏନ୍ସିଆରରେ କରୋନା ସ୍ଥିତିକୁ ନେଇ ଶାହାଙ୍କ ବଡ଼ ବୈଠକ
ନୂଆଦିଲ୍ଲୀ,୧୮।୬: ଦେଶରେ କେରାନା ଭାଇରସ୍ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହିକ୍ରମରେ ରାଜଧାନୀ ଦିଲ୍ଲୀ ମଧ୍ୟ ପଛରେ ପଡ଼ିନାହିଁ। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ନେଇ…
ଓକିଲ, ମୋହରିର, ଅଭିଯୁକ୍ତଙ୍କଠାରେ କରୋନା ପଜିଟିଭ୍: ପୁରୀ କୋର୍ଟ, ଜିଲାପାଳଙ୍କ କାର୍ଯ୍ୟାଳୟ ବିଶୋଧନ
ପୁରୀ ଅଫିସ,୧୮ା୬ : ପୁରୀ ଜିଲା ସିଭିଲ୍ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ବୁଧବାର କୋର୍ଟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ…
Archives


