Posted inଫୁରସତ

ବ୍ରାଣ୍ଡେଡ୍‌ ପୋଷାକ ଲୋଭରେ ଭିକାରି ହେଲେ ଏହି ସୁନ୍ଦରୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସବୁ ଜିନିଷ ସୀମା ମଧ୍ୟରେ ରହିଲେ ଭଲ ଲାଗିଥାଏ। ଯଦି ଏହା ସୀମା ବାହାରକୁ ଚାଲିଯାଏ ତେବେ ତାହା କ୍ଷତିକାରକ ହୋଇଥାଏ। ଲୋକମାନେ ଘରେବସି ନିଜର ଆବଶ୍ୟକ ସାମଗ୍ରୀ ପାଇବା ପାଇଁ ଅନ୍‌ଲାଇନ୍‌ ସପିଂ ହେଉଛି ଏକ ସହଜ ଉପାୟ। କେତେକ ଅନ୍‌ଲାଇନ୍‌ ପୋର୍ଟାଲ ଲୋକଙ୍କୁ ଏବେ ‘ପେ ଲେଟର’ ଅପ୍‌ଶନ୍‌ ଦେଇଛି। ଅର୍ଥାତ୍‌ ଆପଣ ବର୍ତ୍ତମାନ ଜିନିଷ କିଣି ପରେ ଟଙ୍କା ଦେଇପାରିବେ। ହେଲେ ବ୍ରିଟେନର ଜଣେ ୨୪ ବର୍ଷୀୟା ଯୁବତୀ ଟାବି ସ୍ମିଥ୍‌ଙ୍କୁ ଏହି ଅନ୍‌ଲାଇନ୍‌ ସପିଂରେ ଏମିତି ବାଇଆ ହୋଇଗଲେ ଯେ, ଏଥିପାଇଁ ତାଙ୍କୁ ନିଜର ଘର ମଧ୍ୟ ବିକ୍ରି କରିବାକୁ ପଡ଼ିଲା। ଏଥିସହ ଆଉ ଦେଢ଼ ଲକ୍ଷ ଟଙ୍କାର ଋଣ ତାଙ୍କ ଉପରେ ରହିଛି। ଏବେ ତାଙ୍କ ପାଖରେ ଯଦି କିଛି ଥାଏ, ତେବେ ତାହା ହେଉଛି ବ୍ରାଣ୍ଡେଡ୍‌ ପୋଷାକ। ଅନ୍‌ଲାଇନ୍‌ ସପିଂରେ ପେ ଲେଟର ଅପଶନ୍‌ ଯୋଗୁ ଟାବିଙ୍କର ଏହି ଦୁର୍ଦ୍ଦଶା ହୋଇଛି। ନିଜେ ଟାବି ଏହି କଥା ଲୋକଙ୍କ ସହ ଶେୟାର କରିଛନ୍ତି।


ଏ ନେଇ ଟାବି କହିଛନ୍ତି, ପେ ଲେଟର ଯୋଗୁ ସେ ବିନା ମୂଲ୍ୟରେ ସପିଂ କରିବାର ଆରମ୍ଭ କରିଥିଲେ ପରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା। କିଛି ଦିନ ମଧ୍ୟରେ ଅବସ୍ଥା ଏପରି ହେଲା ଯେ, ତାଙ୍କ ଉପରେ ଦେଢ଼ ଲକ୍ଷ ଟଙ୍କାର ଋଣ ଲାଗିଗଲା। ଏଥିସହ ସେ ନିଜର ଘର ମଧ୍ୟ ହରାଇ ସାରିଛନ୍ତି। ଅନ୍‌ଲାଇନରେ କିଣିଥିବା ପୋଷାକ କେବଳ ତାଙ୍କ ପାଖରେ ରହିଯାଇଥିବା ଟାବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବୃଦ୍ଧ ମୃତ, ୩ ଗୁରୁତର

ଆଳି, ୮।୬ (ବନମାଳୀ ସେନାପତି): କଟକ–ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଳି ନିଆଳ ହାଟ ଛକ ନିକଟରେ ରବିବାର ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏକ…

କନ୍‌ଷ୍ଟେବଲ ପୋଡ଼ିହେବା ଘଟଣାର ନୂଆଁମୋଡ଼

ବ୍ରହ୍ମପୁର,୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ବିଜିପୁର ସୁନ୍ଦରନଗର ପୋଲିସ କଲୋନିରେ କନ୍‌ଷ୍ଟେବଲ ଆଶୁତୋଷ ମୃଦଙ୍ଗିଆ ପୋଡ଼ି ହେବା ଘଟଣାରେ ତାଙ୍କ କନ୍‌ଷ୍ଟେବଲ ସ୍ତ୍ରୀ…

ଅଷ୍ଟମ ଦିନରେ ପହଞ୍ଚିଲା ଡଭା ସୋସାଇଟି ଚାଷୀଙ୍କ ଆମରଣ ଅନଶନ, ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୪….

ଝାରବନ୍ଧ,୮ା୬(ଦେବେନ୍ଦ୍ର ସାହୁ ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଚାଷୀଙ୍କ ଆମରଣ ଅନଶନ ଜାରି ରହିଛି । ଟୋକନ…

ମହିଳାଙ୍କ ଆକସ୍ମିକ ମୃତ୍ୟୁ, ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଜଳିଲା ଜୁଇ

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧଖଣ୍ଡି ଗ୍ରାମର ସଚଳା ରାଉତ(୩୫)ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୋମବାର ସକାଳେ…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!

ସାଲେପୁର,୮ା୬(ଅରବିନ୍ଦ ଭୂୟାଁ): ସମ୍ପତ୍ତି ଲୋଭରେ ଛୋଟ ଶିଶୁପୁତ୍ରକୁ ବିଷ ଖୁଆଇ ମାରିବାକୁ ଉଦ୍ୟମ କରାଯାଇଛି । କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଏହି…

‘ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ, ହେଲେ ଏହି…

ଭୁବନେଶ୍ୱର, ୮।୬: ବିଜୁ ଜନତା ଦଳରେ ଖୁବଶୀଘ୍ର ସୁଜାତା ଆର୍‌. ପାଣ୍ଡିଆନ ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ବଡ଼ ବୟାନ ଦେଇଛନ୍ତି। ସେ…

Video: ସାମ୍ନାକୁ ଆସିଲା ଫିଲିପାଇନ୍ସ ଭୂକମ୍ପର ଭୟଙ୍କର ଭିଡ଼ିଓ, ୪ ମୃତ ୨ଶହରୁ ଅଧିକ ଆହତ

ମାନିଲା,୮।୬: ସୋମବାର ଫିଲିପାଇନ୍ସରେ ଏକ ଶକ୍ତିଶାଳୀ 8.1 ତୀବ୍ରତାର ଭୂମିକମ୍ପ ଘଟି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପ ନିକଟରେ ଘଟିଥିବା ଏହି ଭୂମିକମ୍ପ…

ଅବହେଳିତ ଅବସ୍ଥାରେ ୩୦୦ ବର୍ଷର ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ, ସଂରକ୍ଷଣ ପାଇଁ ଉଠିଲା ଦାବି

ତିହିଡ଼ି,୮ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଅବସ୍ଥିତ ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ ଆଜି ଅବହେଳାର ଶିକାର ହୋଇ ପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri