Home Left

ଶହୀଦଙ୍କୁ ଚନ୍ଦ୍ରକାନ୍ତଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ରାଇକିଆ,୧୮ା୬(ଡ଼ି.ଏନ.ଏ)- ଚୀନ ସୈନ୍ୟଙ୍କ ସହ ସଂଘର୍ଷବେଳେ ଶହୀଦ ହୋଇଥିବା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ସହରର ବିଭିନ୍ନ ସଙ୍ଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନାଗରିକ ମଞ୍ଚ କାର୍ଯ୍ୟାଳୟରେ ସମସ୍ତ ସଦସ୍ୟ ଯୋଗ ଦେଇ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ…

ଚାଇନା ଡ୍ରାଗନକୁ ପରାସ୍ତ କରିବା ଲାଗି ଧନୁ ଉଠାଇଲେ ଭଗବାନ ରାମ: ଭାଇରାଲ ହେଉଛି ତାଇଓ୍ବାନ୍‌ ନ୍ୟୁଜ୍‌ର ଫଟୋ

ନୂଆଦିଲ୍ଲୀ,୧୮।୬: ପୂର୍ବ ଲଦାଖ ସୀମା ଗଲଓ୍ବାନ୍‌ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ-୧୪ରେ ଭାରତୀର ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହାପରଠାରୁ ସୋସିଆଲ ମିଡିଆରେ ଉଭୟ ଦେଶ ମଧ୍ୟରେ ଏକରକମ ଯୁଦ୍ଧ ଦେଖିବାକୁ…

୧୦୩ ବର୍ଷ ବୟସରେ ଗାୟିକା ଭେରା ଲିନଙ୍କ ପରଲୋକ

ଓ୍ବାଶିଂଟନ,୧୮।୬: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କ ଗୀତ ଶ୍ରୋତାଙ୍କ ହୃଦୟରେ ଅଭୁଲା ହୋଇ ରହିଯାଇଥିଲା। ସେହି ବହୁ ପରିଚିତ ଗାୟିକା ଭେରା ଲିନଙ୍କର ଜୁନ ୧୮ ତାରିଖରେ ୧୦୩ ବର୍ଷ ବୟସରେ ପରଲୋକ ହୋଇଛି। ହଲିଉଡ୍‌ ରିପୋର୍ଟରେ ପ୍ରକାଶିତ ଏକ ଖବରରୁ…

କିଛି ନୂଆ କରି ଦେଖାଇବାକୁ ଚାହୁଁଛନ୍ତି ଉର୍ବଶୀ

ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବ ବିଶ୍ୱସୁନ୍ଦରୀ ଉର୍ବଶୀ ରୌତେଲା ସବୁବେଳେ କିଛି ନୂଆ ଶିଖିବାକୁ ଏବଂ ତାହାକୁ ପରଦା ଉପରେ ଉପସ୍ଥାପିତ କରିବାକୁ ଚାହିଁଥାନ୍ତି। ଜଣେ କଳାକାର ହୋଇଥିବାରୁ ଅଭିନୟରେ ନୂଆ ନୂଆ ଶୈଳୀ ଶିଖିବା କତାଙ୍କର ପ୍ରଥମ ପସନ୍ଦ। ଏବେ…

ବଲିଉଡ୍‌ରୁ ଦୂରେଇ ଯିବାର କାରଣ କହିଲେ ‘ବାହୁବଳୀ’ ଫେମ୍‌ ରାମ୍ୟା

ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ରେ ଶିବଗାମୀ ଦେବୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାର ରାମ୍ୟା କ୍ରିଷ୍ନନ। ନବେ ଦଶକରେ ସେ ବଲିଉଡ୍‌ର ଅନେକ ସେନେମାରେ ଅଭିନୟ କରିଥିଳେ। ମାତ୍ର ପରେ ତାଙ୍କୁ ଆଉ ବଲିଉଡ୍‌ରେ ଦେଖିବାକୁ ମିଳିଲା ନାହିଁ। ରାମ୍ୟା…

ଜୟାଙ୍କ ହୃଦୟ ଜିତିଥିଲା ଐଶ୍ୱର୍ଯ୍ୟାଙ୍କ ଏହି କଥା

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡିକୁ ବଲିଉଡ୍‌ର ଆଦର୍ଶ ଯୋଡି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଐଶ୍‌ ଶାଶୁ ଜୟା ବଚ୍ଚନଙ୍କର ଖୁବ୍‌ ନିକଟତର। ଏବେ ଜୟାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଆପତ୍ତିଜନକ ଚିତ୍ର, ସ୍ପ୍ରେ ପେଣ୍ଟିଂରେ କରାଗଲା ବେରୂପ

ଆମଷ୍ଟରଡାମ,୧୮।୬: ଓ୍ବାଶିଂଟନ ଡିସି ପରେ ଏବେ ନେଦରଲାଣ୍ଡସ୍‌ର ରାଜଧାନୀ ଆମଷ୍ଟରଡାମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୁତ୍ତ ନଷ୍ଟ କରିଦେଇଛନ୍ତି। ନେଦରଲାଣ୍ଡସ୍‌ ପୋଲିସର ସୂଚନା ଅନୁଯାୟୀ କେହି ଦୁର୍ବୁତ୍ତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଆପତ୍ତିଜନକ ଚିତ୍ର ଓ ସ୍ପ୍ରେ…

ଜୁନ୍‌ ୨୧ରେ ବିରଳ ସୂର୍ଯ୍ୟପରାଗ

ଚଳିତମାସ ୨୧ ତାରିଖରେ ସୂର୍ଯ୍ୟପରାଗ ଲାଗିବ। ଏହି ପରାଗ ବିରଳ ତଥା ସ୍ବତନ୍ତ୍ର। ଏହି ସମୟରେ ସୂର୍ଯ୍ୟଙ୍କୁ ଭିନ୍ନ ଭିନ୍ନ ଭାବରେ ଦେଖିବାକୁ ମିଳିବ। ଏହା ସକାଳ ୯.୧୫ରେ ଆରମ୍ଭ ହୋଇ ଅପରାହ୍ନ ୩.୦୫ରେ ଶେଷ ହେବ। ବୈଜ୍ଞାନିକଙ୍କ ମତରେ ପ୍ରାୟ…

ରୋହିତ ଶର୍ମାଙ୍କ ଫଟୋକୁ ଯୁବତୀ ବେଶରେ ସଜାଇ ଫଟୋ ଛାଡିଲେ ଏହି ଭାରତୀୟ କ୍ରିକେଟର

ଲକ୍‌ଡାଉନ୍‌ ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌କୁ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହୁଛନ୍ତି। ଭାରତୀୟ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ମଜାଦାର ଭିଡିଓ ଏବଂ…

ଫ୍ୟାନ୍‌ଙ୍କୁ ସରପ୍ରାଇଜ୍‌ ଦେବେ ଶକ୍ତିମାନ

ଦେଶର ପ୍ରଥମ ଧାରାବାହିକ ସୁପରହିରୋ ‘ଶକ୍ତିମାନ’ ୯୦ ଦଶନ୍ଧିରେ ସବୁଠୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ଥିଲା। ଏମିତି ଏକ ସୁପରହିରୋ ଯାହାକୁ ଦେଖିବା ପାଇଁ ଦେଶର ପ୍ରତ୍ୟେକ ପିଲା ଚାତକ ପରି ଚାହିଁ ରହୁଥିଲେ। ସେ ହେଉଛି ଶକ୍ତିମାନ। ଯିଏ…

ଏବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ: ଗଜପତି କହିଲେ ‘ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ମାନିବାକୁ ପଡ଼ିବ’

ପୁରୀ ଅଫିସ,୧୮।୬: କିଛିଦିନ ଧରି ରଥଯାତ୍ରାକୁ ନେଇ ଯେଉଁ ଆଶା ଆଶଙ୍କା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିି ଚଳିତ ବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ସୁପ୍ରିମକୋର୍ଟ ଗୁରୁବାର…

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୃତଦେହକୁ ନେଇ ବାହାରିଲା ଶୋଭାଯାତ୍ରା !

କାନପୁର,୧୮।୬: ଉତ୍ତର ପ୍ରଦେଶର କାନପୁରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୃତଦେହର ଏକ ପୁତ୍ତଳିକାକୁ ନେଇ କେତେଜଣ ଲୋକ ଶୋଭାଯାତ୍ରାରେ ସଂସ୍କାର କରିବାକୁ ବାହାରି ଥିବା ଦେଖାଯାଇଛି। ଗଲଓ୍ବାନ ଘାଟିରେ ଭାରତ-ଚାଇନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସେନା ଶହୀଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri