୧୭ ଜୀବନ ନେଲାଣି କରୋନା
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନାଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ମାର୍ଚ୍ଚ ୧୫ରେ ପ୍ରଥମ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଆକ୍ରାନ୍ତଙ୍କ ସଂଖ୍ୟାକୁ ଆୟତ୍ତ କରିବା ଓ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ପଦକ୍ଷେପ…
ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା
ଗଞ୍ଜାମ ଅଫିସ, ୨୪।୬: ଗଞ୍ଜାମ ଜିଲାରେ ବୁଧବାର ୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ହଜାରେ ଟପିଛି। ବର୍ତ୍ତମାନ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧। ଏମାନଙ୍କ ମଧ୍ୟରୁ ୧୪ଜଣ କରୋନା…
ଡିଜେଲ ଲିଟର ପିଛା ୧୦ଟଙ୍କା ବଢିଲାଣି
ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୨୦ ପଇସା ଏବଂ ଡିଜେଲ ୫୬ ପଇସା ବୃଦ୍ଧି ପାଇଛି। ଫଳରେ ଡିଜେଲ ଦର ଲିଟର ପିଛା ୧୦.୨ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଲିଟର ପିଛା ୨୦ ପଇସା…
୮୯୫ ହେକ୍ଟରରେ ହେବ ବନୀକରଣ
ଅନୁଗୋଳ ଅଫିସ, ୨୪।୬ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଅନୁଗୋଳ ବନଖଣ୍ଡରେ ଚାରା ରୋପଣ ପାଇଁ ପ୍ରସ୍ତୁତି ଚାଲିଛି। ଚଳିତବର୍ଷ ବନଖଣ୍ଡ ପକ୍ଷରୁ ଏଥିପାଇଁ ପାଖାପାଖି ସାଢ଼େ ୧୮ ଲକ୍ଷ ଚାରା ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୧୪ ହଜାର ଚାରା…
ଓଡ଼ିଶା ଏଫସିକୁ ପ୍ଲେ-ଅଫ୍ ନେବାକୁ ଚାହାନ୍ତି ବକ୍ସଟର
ଭୁବନେଶ୍ୱର, ୨୪।୬(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ଜନିତ କଟକଣା ଯୋଗୁ ଦୂରରେ ରହିଥିଲେ ହେଁ ଓଡ଼ିଶା ଏଫସିର ନବନିଯୁକ୍ତ କୋଚ୍ ଷ୍ଟୁଆର୍ଟ ବକ୍ସଟର ଦଳର ପ୍ରଦର୍ଶନକୁ ନେଇ ବେଶ୍ ଆଶାବାଦୀ। ଆଗାମୀ ଇଣ୍ଡିଆନ ସୁପରଲିଗ୍ ସିଜନରେ ଓଡ଼ିଶା ଏଫସିକୁ ପ୍ଲେ-ଅଫ୍କୁ…
ଆଇସୋଲେଶନ ଓ୍ବାର୍ଡରେ ପରୀକ୍ଷା ଦେଲେ ଦୁଇ କରୋନା ଆକ୍ରାନ୍ତ ନର୍ସ
ଚଣ୍ଡିଗଡ଼, ୨୩।୬- କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ମଧ୍ୟ ପଞ୍ଜାବର ଦୁଇଜଣ ନର୍ସ ଆଇସୋଲେଶନ ଓ୍ବାର୍ଡରେ ନର୍ସିଂ ପରୀକ୍ଷା ଦେବା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁଇଜଣ ନର୍ସ ମୁହଁରେ ମାସ୍କ ପରିଧାନ କରି ପରୀକ୍ଷା ଦେଉଥିବାର…
ବିବାହ ବନ୍ଧନରେ ଆବଦ୍ଧ ହେବେ ଏହି ଦୁଇ ଭାରତୀୟ ତୀରନ୍ଦାଜ
ଜୟପୁର, ୨୩।୬- ପୂର୍ବରୁ ଅନେକ ଭାରତୀୟ କ୍ରୀଡ଼ାବିତ୍ ପରସ୍ପର ବିବାହ ବନ୍ଧରେ ଆବଦ୍ଧ ହେବାର ଦେଖିବାକୁ ମିଳିଛି । ଏବେ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛନ୍ତି ଦୁଇ ଭାରତୀୟ ସଫଳ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ। ଆସନ୍ତା ଜୁନ୍…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ହାତୀ ମୃତ୍ୟୁ ଘଟଣା: ଚମ୍ପୁଆ ରେଞ୍ଜର ନିଲମ୍ବିତ
କେନ୍ଦୁଝର, ୨୩ା୬(ଡି.ଏନ୍.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଜୁରୁଡି ବିଟ୍ର ଗୁରୁବେଡ଼ା ଗାଁ ପାାଖ ବୈତରଣୀ(ଖ) ସଂରକ୍ଷିତ ଜଙ୍ଗଲରେ ଗତ ୧୪ ତାରିଖରେ ୨ଟି ହାତୀ ମୃତ୍ୟୁ ଘଟଣାରେ ପିସିସିଏଫ୍ (ମୁଖ୍ୟ ବନସଂରକ୍ଷକ) ଡ.ସନ୍ଦିପ ତ୍ରିପାଠୀ ଚମ୍ପୁଆ ରେଞ୍ଜର କାଶୀନାଥ…
ଭାଇରାଲ ହେଉଛି ବଲିଉଡ୍ ଅଭିନେତ୍ରୀଙ୍କ ପୁରୁଷ ରୂପ
ବମ୍ବେ: ଭାରତୀୟ କ୍ରିକେଟରଙ୍କ ‘ଫିମେଲ୍ ଭର୍ସନ’ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ବଲିଉଡ୍ ଅଭିନେତ୍ରୀଙ୍କ ପୁରୁଷ ରୂପ ଚର୍ଚ୍ଚାରେ। ଦୀପିକା ପାଦ୍ୟୁକୋନ୍ଠାରୁ ଆରମ୍ଭ କରି ସୋନମ କପୁର, କଙ୍ଗନା ରାଣାଓ୍ବତଙ୍କ ପୁରୁଷ ରୂପର ଫଟୋ ଏବେ ଭାଇରାଲ ହେବାରେ…
ଧୋନୀଙ୍କ ପାଇଁ ଜୁନ୍ ୨୩ ଲକି କାହିଁକି
ନୂଆଦିଲ୍ଲୀ, ୨୩।୬- ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟ୍ର ସବୁଠାରୁ ସଫଳ ଅଧିନାୟକ ବିବେଚିତ କରାଯାଏ। କ୍ରିକେଟ୍ ଇତିହାସର ପ୍ରଥମ ଅଧିନାୟକ ଭାବେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ୩ଟି ମେଜର ଟ୍ରଫି ଜିତିବାର କିର୍ତ୍ତୀମାନ ସ୍ଥାପନ କରିଥିଲେ। ଅଧିନାୟକ…
ଗୁପ୍ତଚର କାର୍ଯ୍ୟ ଲାଗି କଡ଼ା ଆଭିମୁଖ୍ୟ: ପାକିସ୍ତାନ ଦୂତାବାସରୁ ୫୦% କର୍ମଚାରୀ କମାଇବାକୁ କହିଲା ଭାରତ
ନୂଆଦିଲ୍ଲୀ,୨୩।୬: ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଭାରତ। ନିକଟରେ ଗୁପ୍ତଚର କାର୍ଯ୍ୟ ପାଇଁ ୨ ପାକ୍ ଦୂତାବାସ କର୍ମଚାରୀଙ୍କୁ ସ୍ବଦେଶ ପଠାଯାଇଥିଲା। ଏବେ ୫୦% କର୍ମଚାରୀ କମାଇବାକୁ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତ କହିଛି। ନୂଆଦିଲ୍ଲୀସ୍ଥିତ ପାକ୍ ଦୂତାବାସରେ କର୍ମଚାରୀ…
ପତଞ୍ଜଳିର କରୋନା ଔଷଧ ବିଜ୍ଞାପନ ଉପରେ ରୋକ, ପରୀକ୍ଷା ନେଇ ତଥ୍ୟ ମାଗିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୩।୬: ସାରା ବିଶ୍ୱରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ପକ୍ଷରୁ କରୋନା ଔଷଧ ବାହାର କରାଯାଇଥିବା ମଙ୍ଗଳବାର ଦାବି କରାଯାଇଛି। ଏହାର ନାମ କମ୍ପାନୀ…
Archives


