Home Left

ପାଦରେ ବେଡ଼ି ପକାଇଲା କରୋନା: କାର୍ଯ୍ୟାଳୟରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ଚଳିତ ବର୍ଷର ରଥଯାତ୍ରା ଐତିହାସିକ। କାରଣ ପ୍ରଥମ ଥର ପାଇଁ ବିନାଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଛନ୍ତି। ସବୁବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଉପସ୍ଥିତ ରହି ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ହେଲେ…

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରହିବ ଆଜୀବନ ଶାରୀରିକ ସମସ୍ୟା

ଇଂଲଣ୍ଡ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଇଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ମଧ୍ୟ କେତେକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା…

ଶରଧାବାଲିରେ ପହଞ୍ଚିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ ଅଫିସ, ୨୩।୬: ଶରଧାବାଲିରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ପହଞ୍ଚିବାର କିଛି ସମୟ ପରେ ଅର୍ଥାତ୍‌ ଅପରାହ୍ନ ୪ଟା ୧୦ରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଛି। କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡକୁ ଯିବାକୁ ବାରଣ କରାଯାଇଛି…

ଏହି ଭାରତୀୟ ଡାକ୍ତରଙ୍କୁ ଭଗବାନଙ୍କ ଭଳି ପୂଜେ ଚାଇନା

ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଏହି ସମୟରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଚାଇନାକୁ ଡା. କୋଟନିସଙ୍କ କଥା ମନେ ପକାଇ ଦେଇଛନ୍ତି। ଚାଇନା-ଜାପାନ ଯୁଦ୍ଧ ସମୟରେ ଭାରତୀୟ ଡା. କୋଟନିସ ଚାଇନା ଯାଇ ସେମାନଙ୍କ ସୈନିକଙ୍କୁ…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୨୫ ଆକ୍ରାନ୍ତ, ଅଛନ୍ତି ଖୋର୍ଦ୍ଧାର ସର୍ବାଧିକ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫ କରୋନା ଆକ୍ରାନ୍ତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୩୩ଜଣ ଥିବା ବେଳେ…

ବଲିଉଡ୍‌ରେ ଝିଅକୁ ଲଞ୍ଚ କରିବାକୁ ଚାହୁଁ ନାହାନ୍ତି କାଜଲ-ଅଜୟ!

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ପରେ ଏବେ ଏହି ମାୟା ନଗରୀରେ ନେପୋଟିଜିମ ବା ପ୍ରିୟାପ୍ରିତି ପୋଷଣକୁ ନେଇ ଖୁବ୍‌ ଆଲୋଚନା ହେଉଛି। ସୋସିଆଲ ମିଡିଆରେ ଷ୍ଟାର କିଡ୍ସ ଓ ତାଙ୍କୁ ଲଞ୍ଚ କରୁଥିବା ବ୍ୟକ୍ତିଙ୍କୁ ୟୁଜର୍ସ…

୨୦ ଦିନ ଲକ୍‌ଡାଉନ୍‌ ନ ହେଲେ ବେଙ୍ଗାଲୁର ପାଲଟିବ ବ୍ରାଜିଲ୍‌: କୁମାରସ୍ବାମୀ

ବେଙ୍ଗାଲୁର, ୨୩।୬: କର୍ନାଟକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଅନ୍‌ଲକ୍‌ ଏତେ ଶୀଘ୍ର ହେବାର ନ ଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ରେ…

ହିନ୍ଦି ମୁଭି ‘ଦିଲ୍‌’କୁ ପୁରିଲା ୩୦ ବର୍ଷ ଫଟୋ ଶେୟାର କଲେ ଧକ୍‌ଧକ୍‌ ଗର୍ଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କର ରହିଛି ଏକ ଭିନ୍ନ ପରିଚୟ। ତାଙ୍କ ଅଭିନୟ, ନୃତ୍ୟ ସବୁକିଛି ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ। ବଡ ପରଦାରେ ବହୁ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ମାଧୁରୀଙ୍କ ଆଉ ଏକ ଅଭିନୀତ…

ଚାଇନା ସହ ଉତ୍ତେଜନା ମଧ୍ୟରେ ଲଦାଖ ପହଞ୍ଚିଲେ ସେନା ମୁଖ୍ୟ: ପରିସ୍ଥିତିର କରିବେ ଅନୁଧ୍ୟାନ

ଲେହ,୨୩।୬: ଚାଇନା ସହ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ସେନା ମୁଖ୍ୟ ଏମ୍‌.ଏମ୍‌ ନରଓ୍ବଣେ ୨ଦିନିଆ ଗସ୍ତରେ ଲଦାଖରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସେ ପ୍ରଥମେ ଆହତ ଯବାନଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ଯାଇଥିଲେ। ସେଠାରେ ସେ ଯବାନଙ୍କୁ ଭେଟି ତାଙ୍କର…

ଅଧିକ ସନ୍ତାନ ପ୍ରସବ କଲେ ମାଆଙ୍କୁ ଦିଆଯାଏ ସ୍ବର୍ଣ୍ଣ ପଦକ

ବିଶ୍ୱର ଅଧିକାଂଶ ଦେଶ ଏବେ ଜନସଂଖ୍ୟା ବୃଦ୍ଧି ସମସ୍ୟାକୁ ନେଇ ଚିନ୍ତାରେ ପଡିଥିବା ବେଳେ ଏବେ ପରିବାର ନିୟୋଜନକୁ ଅନେକ ଦେଶ ଅପାଣାଇ ନେଇଛନ୍ତି। ଭାରତ, ଚାଇନା ଭଳି ଦେଶରେ ଜନ୍ମ ନିୟନ୍ତ୍ରଣ ପଦ୍ଧତି ଆପଣା ଯାଉଥିବା ବେଳେ ଏମିତି ଏକ…

ଭାରତ-ଚାଇନା ଶାନ୍ତି ପାଇଁ ରାଜି: ହଟିବେ ଦୁଇପକ୍ଷ

ଲଦାଖ, ୨୩।୬: ଲଦାଖର ଗଲଓ୍ବାନ ଘାଟିରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିବାର ୭ ଦିନ ପରେ ଶାନ୍ତି ପାଇଁ ଦୁଇପକ୍ଷ ରାଜି ହୋଇଛନ୍ତି। ପୂର୍ବ ଲଦାଖ ସମେତ ସଂଘର୍ଷ ଘଟିଥିବା ଅଞ୍ଚଳରୁ ଦୁଇପକ୍ଷ ହଟିବାକୁ ସହମତି…

ଚିକିତ୍ସିତ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ/ସଜନାଗଡ଼ ୨୩।୬(ଡି.ଏନ୍‌.ଏ.): ବାଲେଶ୍ବର ଜେଲରେ ଥିବା ଜଣେ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ରାଜୁ ସିଂ(୩୦)। ତାଙ୍କ ଘର ନୀଳଗିରି ବ୍ଲକ ଅଯୋଧ୍ୟା ଅଞ୍ଚଳ ପ୍ରତାପପୁର ଗ୍ରମରେ। ସେ ଏକ ଚୋରି ମାମଲାରେ ଧରାପଡ଼ିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri