Home Left

ଇଂଲଣ୍ଡ ପକ୍ଷରୁ ପଦାର୍ପଣ ଲକ୍ଷ୍ୟରେ ଏହି ଶିଖ୍‌ କ୍ରିକେଟର୍‌

ଲଣ୍ଡନ, ୨୯।୬- ଇଂଲଣ୍ଡ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଜୁଲାଇ ୮ରୁ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଏଥିଲାଗି ଘରୋଇ ଇଂଲଣ୍ଡ ପକ୍ଷରୁ ଟ୍ରେନିଂ କ୍ୟାମ୍ପ୍‌ ଲାଗି ୩୦ ଜଣିଆ ଖେଳାଳି ତାଲିକା ପ୍ରକାଶ ପାଇଛି। ଯେଉଁଥିରେ…

ବାଂଲାଦେଶ ନୌକା ବୁଡି ଦୁର୍ଘଟଣାରେ ଗଲା ୩୦ରୁ ଊର୍ଦ୍ଧ୍ୱ ଜୀବନ

ଢ଼ାକା,୨୯।୬: ବାଲାଂଦେଶରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବୌରିଗଙ୍ଗା ନଦୀରେ ଏକ ନୌକା ବୁଡ଼ିଯିବାରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେକ ନିଖୋଜ ଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ୨୦ଜଣ ପୁରୁଷ, ୭ଜଣ…

ବର୍ଷାରେ ଓଦା ହେବା ପରେ କରନ୍ତୁ ଏହି ୫ କାର୍ଯ୍ୟ: ନଚେତ ଉପୁଜି ପାରେ ଏସବୁ ସମସ୍ୟା

ବର୍ଷା ଦିନ ଆରମ୍ଭ ହୋଇଯାଇଛି। ଏହି ସମୟରେ ବର୍ଷାରେ ଭିଜିବା ଦ୍ୱାରା ଅନେକ ସଂକ୍ରମଣ ହୋଇଥାଏ। ଏଭଳି ପରିସ୍ଥିତିରେ ବର୍ଷାଠାରୁ ଦୂରେଇ ରହିବା ଉଚିତ। ଯଦି କୌଣସି ପରିସ୍ଥିତିରେ ବର୍ଷାରେ ଓଦା ହେଉଛନ୍ତ ତେବେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ। କାରଣ…

ଦୃଷ୍ଟି ଆକର୍ଷଣ କରୁଛି କ୍ୟାଟ୍ରିନା-ଅକ୍ଷୟଙ୍କ ଭାଇରାଲ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଅକ୍ଷୟ କୁମାର ଦର୍ଶକଙ୍କ ପସନ୍ଦର ଯୋଡି। ଏମାନେ ଏକାଠି ଓ୍ବେଲକମ୍‌ ବ୍ୟାକ୍‌, ଦେ ଦନା ଦନ, ସିଂ ଇଜ୍‌ କିଙ୍ଗ, ନମସ୍ତେ ଲଣ୍ଡନ, ହମକୋ ଦିଓ୍ବାନା କରଗୟା ଓ ତିସ୍‌ ମାର୍‌…

ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲୀ ବିବାହ ପରେ ପୁଣି ଥରେ ଫିଲ୍ମ ‘ସିଜନ୍ସ ଗ୍ରୀଟିଙ୍ଗସ୍‌’ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଲିନା କହିଛନ୍ତି ଯେ, ମା’ ବାପାଙ୍କ ମୃତ୍ୟୁ ଏବଂ ପୁଅ ଜନ୍ମ ହେବା ପରେ ସେ ଡିପ୍ରେଶନରେ…

ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଲେ ନୀତୀନ

ନୂଆଦିଲ୍ଲୀ, ୨୯।୬- ଭାରତର ନୀତୀନ ମେନନ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି। କ୍ରିକେଟର ସର୍ବୋଚ୍ଚ ସଂସ୍ଥା ନୀତୀନଙ୍କୁ ଆସନ୍ତା ୨୦୨୦-୨୧ ସିଜନ ପାଇଁ ମନୋନୀତ କରିଛନ୍ତି। ଇଂଲଣ୍ଡର ନାଇଜଲ ଲଙ୍ଗ୍‌ଙ୍କ ସ୍ଥାନରେ ତାଙ୍କୁ ସୁଯୋଗ…

କୋଭିଡ କେୟାର ସେଣ୍ଟରରେ ପରିଣତ ହେବ ସ୍ପୋର୍ଟସ୍‌ କମ୍ଲେକ୍ସ

ମୁମ୍ବାଇ,୨୯।୬: ମହାରାଷ୍ଟ୍ର ଔରାଙ୍ଗାବାଦ ସହରରେ ଲଗାତାର ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ଥିବା ସ୍ପୋର୍ଟସ୍‌ କମ୍ପ୍ଲେକ୍ସକୁ କୋଭିଡ କେୟାର ସେଣ୍ଟର କରିବାକୁ ମ୍ୟୁନସିପାଲିଟି ନିଷ୍ପତ୍ତି ନେଇଛି। ସହରର ଗାରଖେଡା ଅଞ୍ଚଳରେ ୨୮ଏକର ଜମିରେ ତିଆରି ହୋଇଥିବା…

ସୁଶାନ୍ତଙ୍କ ପାଇଁ ଏହି କାମ କରିବାକୁ ଯାଉଛନ୍ତି ଭୂମି

ମୁମ୍ବାଇ: ଅସମୟରେ ଆତ୍ମହତ୍ୟା କରି ସମସ୍ତଙ୍କ ନିକଟରୁ ଚୀର ବିଦାୟ ନେଇଥିବା ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତ ଆଜିବି ତାଙ୍କ ପ୍ରଶଂସକ ଓ ସାଥି କଳାକାରଙ୍କ ନିକଟରେ ଅଭୁଲା ହୋଇ ରହିଛନ୍ତି। ତାଙ୍କ ସ୍ମୃତିରେ ଏବେ ବଲିଉଡ୍‌ ନାୟିକା ତଥା…

ତୈଳଦର ବୃଦ୍ଧି ପ୍ରତିବାଦ: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ

ବରଗଡ଼ ଅଫିସ,୨୯।୬: ଘାତକ କରୋନା(କୋଭିଡ-୧୯) ସଂକ୍ରମଣ ଭଳି ଜାତୀୟ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପେଟ୍ରୋଲ, ଡିଜେଲ ଭଳି ତୈଳ ଦରବୃଦ୍ଧି ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏ ନେଇ ବରଗଡ଼ ଜିଲା ଛାତ୍ର କଂଗ୍ରେସ ମଧ୍ୟ ଏହାର…

କରୋନା ଚିକିତ୍ସା ପାଇଁ ରାଜଧାନୀରେ ହେବ ପ୍ଲାଜମା ବ୍ୟାଙ୍କ, ସମସ୍ତେ କରନ୍ତୁ ଦାନ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୯।୬: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହାର ଏପର୍ଯ୍ୟନ୍ତ କୌଣସି ସଫଳ ଚିକିତ୍ସା ପଦ୍ଧତି ମିଳିପାରି ନାହିଁ। ଦେଶରେ କରୋନା ସଂକ୍ରମଣ ୫ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହାକୁ ନେଇ ମହାରାଷ୍ଟ୍ର…

ସାରାଙ୍କଠାରୁ ଜାହ୍ନବୀ- ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର କିଡ୍ସ

ଆଜିକାଲି ବଲିଉଡ୍‌ରେ ଷ୍ଟାର୍‌ କିଡ୍ସଙ୍କ ଦବ୍‌ଦବା ଚାଲିଛି। ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କଠାରୁ ଆରମ୍ଭ କରି ଶ୍ରୀଦେବୀ ତନୟା ଜାହ୍ନବୀ କପୁର ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରି ଚାଲିଛନ୍ତି। କିନ୍ତୁ ଜାଣନ୍ତି କି ପରଦାରେ…

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା: ଟୁଇଟରକୁ ଚିଠି ଲେଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗିଛି। ଏନେଇ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସାଙ୍ଗ, ପରିବାର ଲୋକ ଓ ସର୍ମ୍ପକୀୟଙ୍କୁ ମଧ୍ୟ ପଚରାଉଚୁରା କରୁଛି। ଏଥିସହ ସୁଶାନ୍ତଙ୍କ ଟୁଇଟରରୁ କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri