Home Left

ଏଯାଏ ମିଳିନି ଇନ୍‌ପୁଟ ସବ୍‌ସିଡି: ଜିଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୦।୧୦: ବରଗଡ଼ ଜିଲାରେ ଗତ ୨୦୧୯ ରବିଋତୁରେ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ସେତେବେଳେ କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ଫସଲକ୍ଷତି ମଧ୍ୟ ସ୍ପଷ୍ଟ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍‌ପୁଟ ସବ୍‌ସିଡି…

ରାତାରାତି ଦେଶ ଛାଡି ଆମେରିକା ପଳାଇଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କାହିଁକି

ରକ୍‌ଷ୍ଟାର୍‌, ମାଡ୍ରାସ କାଫେ ଏବଂ ହାଉସଫୁଲ-୩ ଭଳି ହିଟ୍‌ ଫିଲ୍ମରେ ଅଭିନୟ କରି ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ନର୍ଗିସ ଫାଖରି ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଅକ୍ଟୋବର ୨୦, ୧୯୭୯ରେ ନ୍ୟୁୟର୍କରେ ଜନ୍ମଗ୍ରହଣ…

କରୋନା ଭାଇରସ: ଭାରତକୁ ପ୍ରଶଂସା କଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ,୨୦ ।୧୦: ବିଶ୍ୱର ନାମୀ ଉଦ୍ଦ୍ୟୋପତି ତଥା ସପ୍ଟୱେୟାର କମ୍ପାନୀ ମାଇକ୍ରୋସପ୍ଟର ସହ-ସଂସ୍ଥାପକ ବିଲ୍ ଗେଟ୍ସ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି । କରୋନା ମହାମାରୀ ଲଢେଇରେ ଭାରତର ଯୋଗଦାନକୁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରାଣ୍ଡ…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଭୁବନେଶ୍ୱର ଜିପିଏଚ୍‌ ଡିଭିଜନ୍‌-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଟିମ୍‌ ଚଢ଼ାଉ ଜାରିରଖିଛି। ତେବେ ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି…

ଦିଲ୍‌ଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ ଫିଲ୍ମ ଟାଇଟେଲ୍‌ କିଏ ଦେଇଥିଲେ ଜାଣନ୍ତି କି

ବଲିଉଡରେ ରୋମାନ୍ସ ଉପରେ ନିର୍ମିତ ଅନେକ ସୁପରହିଟ ଫିଲ୍ମ ଅଛି, କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯାହା ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଇଛି। ସେମିତି ଏକ ଫିଲ୍ମ ହେଉଛି ଶାହରୁଖ ଖାନ୍‌ ଏବଂ କାଜଲଙ୍କ ନିର୍ମିତ ଦିଲ୍‌ଓ୍ବାଲେ ଦୁଲହନିଆ…

ସ୍କର୍ଟ, ହାଇ ହିଲ୍‌ ପିନ୍ଧି ଅଫିସ ଯାଆନ୍ତି ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତିର ପୋଷାକରୁ ତାର ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଥାଏ। ପ୍ୟାଣ୍ଟ-ସର୍ଟ ପିନ୍ଧୁଥିଲେ ପୁରୁଷ ଏବଂ ସାଲଓ୍ବାର, ସାଢ଼ୀ, ଜିନ୍ସ-ଟପ୍ସ କିମ୍ବା ସ୍କର୍ଟ ପିନ୍ଧୁଥିଲେ ମହିଳା ବୋଲି ଜଣାଯାଏ। ହେଲେ ଜର୍ମାନର ୬୧ ବର୍ଷୀୟ ବୃଦ୍ଧ ମାର୍କ ବ୍ରାୟନଙ୍କ ପୋଷାକକୁ ଦେଖିଲେ ଯେ…

ମାଓବାଦୀଙ୍କ ବଡ଼ଧରଣର ଯୋଜନା ପଣ୍ଡ : ୭ ଟିଫିନ୍‌ ବୋମା ଜବତ

ଚିତ୍ରକୋଣ୍ଡା,୨୦।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ପଞ୍ଚାୟତ ଗୋରାସେତୁ, ସୁଟିଗନ୍ଧି ନିକଟସ୍ଥ ବ୍ରିଜରେ ମାଓବାଦୀ ୭ଟି ଟିଫିନ୍‌ ବୋମା ଖଞ୍ଜିଥିବା ବେଳେ ଏହାକୁ ନିଷ୍କ୍ରିୟ କରାଯାଇଛି। ବିଏସ୍‌ଏଫ୍‌ ଯବାନମାନଙ୍କ ଗତିବିଧିକୁ ଲକ୍ଷରଖି ମାଓବାଦୀମାନେ ଏକ ବଡ଼ଧରଣର ଯୋଜନା କରି ବ୍ରିଜତଳେ…

୮ ମାସ ପରେ କୁମାର ବିଶ୍ୱାସଙ୍କ ଚୋରି ଫର୍ଚୁନର୍‌ କାର୍‌ ମିଳିଲା

ନୂଆଦିଲ୍ଲୀ,୨୦।୧୦: ଦୀର୍ଘ ୮ ମାସ ପରେ ଉତ୍ତର ପ୍ରଦେଶ ପୋଲିସ ପୂର୍ବତନ ଆପ୍‌ ନେତା ତଥା ଜଣାଶୁଣା କବି କୁମାର ବିଶ୍ୱାସଙ୍କ ଘରୁ ଚୋରି ଫର୍ଚୁନର କାର ଜବତ କରିଛି। ଏହି ବର୍ଷ ଆରମ୍ଭରେ ଅର୍ଥାତ୍‌ ଫେବୃଆରୀ ମାସରେ ଦିଲ୍ଲୀ ନିକଟସ୍ଥ…

କରୋନା ସଂକ୍ରମଣ ମସ୍ତିଷ୍କ ଉପରେ ପକାଉଛି ପ୍ରଭାବ: ଏମ୍ସ

ନୂଆଦିଲ୍ଲୀ,୨୦ ।୧୦: କରୋନା ସଂକ୍ରମଣ ପରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ପାଖରେ ଆହୁରି କିଛି ଶାରୀରିକ ସମସ୍ୟା ଦେଖାଯାଉଛି ବୋଲି ପୂର୍ବରୁ କରାଯାଇଥିବା କିଛି ଗବେଷଣାରୁ ଜଣାପଡିଥିଲା । ଏବେ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)…

ପୁଣି ରାଜ୍ୟରେ ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୬୮ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ କରୋନା…

CORONAVIRUS UPDATE: ରାଜ୍ୟରେ ୧୯୦୪ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଆଗରେ ଥିଲେ ବି କମିଛି ସଂଖ୍ୟା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୯୦୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୭୨୨୫୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୫…

ପ୍ରଥମ ଲାଇଭ୍‌ ପରଫର୍ମ କରି ବାପାଙ୍କଠାରୁ ମାଡ଼ ଖାଇଥିଲେ କୁମାର ସାନୁ: ଜାଣନ୍ତୁ କାହିଁକି

୯୦ ଦଶକର ସବୁଠାରୁ ଲୋକପ୍ରିୟ ତଥା ସଫଳ ସଂଗୀତକାର ମଧ୍ୟରେ ଅନ୍ୟତମ ହେଉଛନ୍ତି କୁମାର ସାନୁ। ନିଜର ଗୀତ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ସବୁ ଯୁବକଙ୍କ ମୁହଁରେ ସାନୁ ଗାଇଥିବା ଗୀତ ଶୁଣିବାକୁ ମିଳିଥାଏ। ୨୦ ଅକ୍ଟୋବର ୧୯୫୭ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?