ସୁଶାନ୍ତଙ୍କ ସହ କଥା ହୋଇପାରି ନ ଥିବାରୁ ଅବସୋସ ରହିଗଲା: ସୋଏବ ଅଖତର
ନୂଆଦିଲ୍ଲୀ, ୨୮।୬- ନିକଟରେ ଆତ୍ମହତ୍ୟା କରିଥିବା ଯୁବ ଭାରତୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ କଥା ହୋଇପାରି ନ ଥିବାରୁ ପାକିସ୍ତାନ କ୍ରିକେଟ୍ ଦଳର ମହାନ ଦ୍ରୁତ ବୋଲର ସୋଏବ ଅଖତର ଦୁଃଖ ପ୍ରକାଶ କରିଛନ୍ତି। ସୋଏବ ନିଜର ୟୁଟ୍ୟୁବ…
କୋଭିଡ ଯୋଦ୍ଧାଙ୍କୁ କରୋନା: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ୨ ନର୍ସ କରୋନା ପଜିଟିଭ୍
କଟକ ଅଫିସ,୨୮।୬-କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ରବିବାର ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ରହିଛନ୍ତି। ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କଠାରେ ପଜିଟିଭ ଥିବା ଚିହ୍ନଟ ହୋଇଥିଲା।…
ଟିକ୍ଟକ୍ରେ ବେଲି ଡ୍ୟାନ୍ସ କରିବା ପଡିଲା ମହଙ୍ଗା: ଯୁବତୀଙ୍କୁ ୩ ବର୍ଷ ଜେଲ୍, ୧୪ ଲକ୍ଷ ଟଙ୍କା ଜରିମାନା
ଟିକ୍ଟକ୍ରେ ବେଲି ଡ୍ୟାନ୍ସ କରି ଛାଡିବା ଯୁବତୀଙ୍କୁ ମହଙ୍ଗା ପଡିଛି। ଇଜିପ୍ଟର ହାଇପ୍ରୋଫାଇଲ ବେଲି ଡ୍ୟାନ୍ସର ସାମା ଏଲ୍-ମେସି ଟିକ୍ଟକ୍ରେ ଏକ ଉତ୍ତେଜିତ ବେଲି ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଥିଲେ। ଲୋକଙ୍କ ଉପରେ ଏଭଳି ଭିଡିଓ ଖରାପ ପ୍ରଭାବ ପକାଇବା ଅଭିଯୋଗରେ…
ସଚିନଙ୍କ ଉଇକେଟ୍ ନେଇ କ’ଣ ସ୍ପେଶାଲ ଗିଫ୍ଟ ପାଇଥିଲେ ପ୍ରଜ୍ଞାନ
ହାଇଦ୍ରାବାଦ, ୨୮।୬- ଭାରତୀୟ ଦଳର ପ୍ରାକ୍ତନ ସ୍ପିନର ତଥା ଓଡ଼ିଆ କ୍ରିକେଟର୍ ପ୍ରଜ୍ଞାନ ଓଝା ୨୦୦୯ରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କରିଥିଲେ। ଏହାପରେ ଫ୍ରାଞ୍ଚାଇଜ ମାଲିକଙ୍କଠାରୁ ତାଙ୍କୁ ଏକ ସ୍ପେଶାଲ ଗିଫ୍ଟ ମିଳିଥିଲା। ଦୀର୍ଘ…
ଜଣେ ଯୁବତୀଙ୍କୁ ୨ଥର ବିବାହ କରିଥିଲେ ଏହି କ୍ରିକେଟର୍
ଭାରତୀୟ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାରେ ରହିଛନ୍ତି କିନ୍ତୁ ତାଙ୍କ ବ୍ୟାଟ ଆଇପିଏଲରେ ଚାଲିଛି। ଏବେ ଲକ୍ଡାଉନ୍ରେ ରବିନ ତାଙ୍କ ପରିବାର ସହ ସମୟ ବିତାଉଛନ୍ତି। ରବିନ ପୂର୍ବତନ ଟେନିସ ଖେଳାଳି ଶିତଲ ଗୌତମଙ୍କୁ…
ବଲାଙ୍ଗୀର ରେଳ ଷ୍ଟେଶନରେ ପହଞ୍ଚିଲେ ୧୨୬୩ ପ୍ରବାସୀ
ବଲାଙ୍ଗୀର ଅଫିସ,୨୮ା୬-ସ୍ବତନ୍ତ୍ର ଟ୍ରେନ ଯୋଗେ ତିରୁପତିରୁ ବଲାଙ୍ଗୀର ରେଳ ଷ୍ଟେସନରେ ରବିବାର ୧୨୬୩ ପ୍ରବାସୀ ଶ୍ରମିକ ପହଞ୍ଚିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସେଠାରେ ପୂର୍ବରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା…
କ୍ରିକେଟ୍ ପଡିଆରେ ରାଜ୍ କରନ୍ତି ଧୋନୀ-କୋହଲି: ଜାଣନ୍ତୁ ବୋର୍ଡ ପରୀକ୍ଷାରେ କେତେ ନମ୍ବର ଆଣିଥିଲେ
କ୍ରିକେଟ୍ ପଡିଆରେ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କୁ ରାଜ କରୁଥିବାର ଦେଖାଯାଏ। କିନ୍ତୁ ପାଠ ପଢାରେ ଏହି ୩ ଖେଳାଳି ସେତେଟା ମାହିର୍ ନ ଥିଲେ। ଧୋନୀ ପିତାଙ୍କ ଗାଳି ଯୋଗୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ…
ଧୋନୀଙ୍କଠାରୁ କାହିଁକି ସ୍ପଷ୍ଟୀକରଣ ମାଗିଥିଲେ ଇର୍ଫାନ
ବଦୋଦରା, ୨୮।୬- ଭାରତୀୟ କ୍ରିକେଟ୍ ଦଳର ପ୍ରାକ୍ତନ ଅଲ୍ରାଉଣ୍ଡର ଇର୍ଫାନ୍ ପଠାନଙ୍କ କ୍ୟାରିୟର ଉତ୍ଥାନ ପତନ ମଧ୍ୟରେ ଶେଷ ହୋଇଯାଇଥିଲା। ପଠାନ ଏଭଳି ଜଣେ କ୍ରିକେଟର୍ ଥିଲେ ଯିଏକି ନିଜର ଅନ୍ତିମ ମ୍ୟାଚ୍ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଲାଭ…
ଜୁନ୍ ୩୦ ପରେ ବି ଜାରି ରହିବ ଲକ୍ଡାଉନ: ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ସାରା ଦେଶରେ ମାର୍ଚ୍ଚ ମାସରୁ ଲକ୍ଡାଉନ ଜାରି କରାଯାଇଥିବା ବେଳେ ଜୁନ୍ ମାସ ଆରମ୍ଭରେ ଅଧିକାଂଶ ରାଜ୍ୟରେ ଏହାକୁ ହଟାଇ ଦିଆଯାଇଛି। ହେଲେ ଏବେବି ମହାରାଷ୍ଟ୍ରର ସ୍ଥିତି ଉଦ୍ବେଗଜନକ ଥିବାରୁ ସେଠାରେ ଏବେବି ଲକ୍ଡାଉନ ଜାରି…
ସୁଶାନ୍ତଙ୍କ ଇନ୍ଷ୍ଟାଗ୍ରାମରୁ ରିୟାଙ୍କ ଫଟୋ ଡିଲିଟ୍ ନେଇ ଖୋଳତାଡ଼
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାତ୍ର ୩୪ ବର୍ଷ ବୟସରେ ବାନ୍ଦ୍ରାସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ପରେ ବିଭିନ୍ନ ଆଡୁ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ମାମଲାରେ ପୋଲିସ ବି ଯାଞ୍ଚ ଆରମ୍ଭ କରିଛି। ଏପର୍ଯ୍ୟନ୍ତ…
୨୫୦ ଟଙ୍କାରୁ ୬ କୋଟି ପାରିଶ୍ରମିକ: କିଛି ଏଭଳି ଥିଲା ସୁଶାନ୍ତଙ୍କ ଜୀବନ ଯାତ୍ରା
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି ସତ। ହେଲେ ସେ ଛାଡ଼ିଯାଇଥିବା ସ୍ମୃତି ପ୍ରଶଂସକଙ୍କ ପାଇଁ ଅପାସୋରା ପାଲଟିଛି। ପରଦାରେ ନାୟକ ହିସାବରେ ସେ ଶତପ୍ରତିଶତ ଦେଇଆସୁଥିବା ବେଳେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା…
ବୁଗୁଡ଼ାରେ ଶଟଡାଉନ୍ ପ୍ରଭାବ: ରାସ୍ତାଘାଟ ଶୂନଶାନ
ବୁଗୁଡ଼ା,୨୮।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଜୁନ୍ ମାସ ପ୍ରତ୍ୟେକ ସପ୍ତାହର ଶନିବାର ଏବଂ ରବିବାର ସାରା ଜିଲାରେ ଶଟଡାଉନ୍ କରାଯାଉଛି। ରବିବାର ସକାଳେ ବୁଗୁଡ଼ା…
Archives


