Posted inଜାତୀୟ

ଶହୀଦ୍‌ ପୋଲିସଙ୍କ ନାମରେ ନାମିତ କରାଯିବ ସ୍କୁଲ, ରାସ୍ତାଘାଟ

ଡେରାଡୁନ, ୧୯।୧୦: ଉତ୍ତରାଖଣ୍ଡରେ ଶହୀଦ୍‌ ପୋଲିସ କର୍ମୀଙ୍କ ନାମରେ ସ୍କୁଲ, ରାସ୍ତାଘାଟ, ଗଳି ଆଦିର ନାମକରଣ କରାଯିବ। ଉଲ୍ଲେଖନୀୟ କଥା ହେଉଛି ୨୧ ଅକ୍ଟୋବରରେ ପୋଲିସ ସ୍ମୃତି ଦିବସ ପାଳନ ହେବ। ଏହି ପରିପ୍ରେକ୍ଷୀରେ ପୋଲିସ ଏଥର ଏହି ପଦକ୍ଷେପ ନେଇଛି ଯେ, ଶହୀଦ୍‌ ପୋଲିସ କର୍ମଚାରୀଙ୍କ ନାମରେ ସ୍କୁଲ, ଗଳି ଓ ରାସ୍ତାଘାଟର ନାମ ରଖାଯିବ। ପୋଲିସ ସ୍ମୃତି ଦିବସ ପାଳନର ୧୦ ଦିନ ମଧ୍ୟରେ ଶହୀଦ୍‌ ହୋଇଥିବା ପୋଲିସ କର୍ମୀମାନେ ଯେଉଁଠାରେ ପାଠ ପଢ଼ିଛନ୍ତି କିମ୍ବା ଯେଉଁଠାରେ ଅବସ୍ଥାନ କରୁଥିଲେ ସେହି ଗଳି କିମ୍ବା ଲେନ୍‌ର ନାମ ତାଙ୍କ ନାମରେ ନାମିତ କରାଯିବ। ଏଥିପାଇଁ ଡିଆଇଜି ଅରୁଣ ମୋହନ ଯୋଶୀ ଅଧିକାରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି ଯେ, ଶହୀଦ୍‌ ପୋଲିସ କେଉଁଠାରୁ ଶିକ୍ଷା ଲାଭ କରିଛନ୍ତି ସେଠାକୁ ଯାଇ ସ୍କୁଲ ବିଷୟରେ ତଥ୍ୟ ସଂଗ୍ରହ କରନ୍ତୁ। ଏଥିସହ ରାସ୍ତାଘାଟ, ଗଳି ଆଦି ସମ୍ବନ୍ଧରେ ମଧ୍ୟ ତଥ୍ୟ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଉଡାଣ’ ଯୋଜନାରେ ଉତ୍ତର ପ୍ରଦେଶ କୁଶିନଗର ସମେତ ୪ ସହରରେ ହେବ ବିମାନ ବନ୍ଦର: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯ ।୯: କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ତାଙ୍କ ମନ୍ତ୍ରଣ।।ଳୟର ଯୋଜନା ଓ କାର୍ଯ୍ୟକୁ ନେଇ ବଡ ଘୋଷଣା କରିଛନ୍ତି...

ଏମ୍ସରେ ଖୁବଶୀଘ୍ର ଆରମ୍ଭ ହେବ ନାଜାଲ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ,୯ ।୯: କରୋନା ମହାମାରୀର ତୃତୀୟ ଲହରକୁ ଦେଖି ଏବେ ସମସ୍ତେ ଭୟଭୀତ । କେଉଁଠି କେଉଁଠି ତୃତୀୟ ଲହର ଆସିଯାଇଥିବା କୁହାଯାଉଥିବା ବେଳେ ଏହା...

କରୋନା ରୋଗୀଙ୍କ ନିକଟରେ ବଢୁଛି ଫଙ୍ଗାଲ ଇନଫେକ୍ସନର ଭୟ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୪ ।୯: କରୋନା ସଂକ୍ରମଣ ପାଇଁ ଦାୟୀ ମ୍ୟୁଟେଣ୍ଟ ବାରମ୍ବାର ତା’ର ରୂପ ବଦଳାଉଛି । ସେଥିପାଇଁ କରୋନାର ଔଷଧ ଓ ଟିକା ନିଜ ନିଜର...

ଡାକବାଜି ଯନ୍ତ୍ର ବ୍ୟବହାର ମୌଳିକ ଅଧିକାର ନୁହେଁ: ହାଇକୋର୍ଟ

ପ୍ରୟାଗରାଜ,୭ା୫ (ଆଇଏଏନ୍‌ଏସ୍‌): ମସ୍‌ଜିଦରେ ଡାକବାଜି ଯନ୍ତ୍ର ଲଗାଇବା ଲାଗି ଏକ ଆବେଦନକୁ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଡାକବାଜି ଯନ୍ତ୍ର ବ୍ୟବହାର କରିବା ମୌଳିକ ଅଧିକାର...

ଆନ୍ଧ୍ର ରାଜଭବନର ୪ କର୍ମଚାରୀଙ୍କୁ କରୋନା: ଏମ୍‌ପିଙ୍କ ପରିବାରରୁ ୬ ଆକ୍ରାନ୍ତ

ଅମରାବତୀ,୨୮ା୪: ଆନ୍ଧ୍ରପ୍ରଦେଶ ରାଜଭବନର ୪ ଜଣ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସେହିପରି ଶାସକ ଦଳର ଜଣେ ଏମ୍‌ପିଙ୍କ ପରିବାରରୁ ୬ ଜଣ ଏହି...

ଫଟୋଗ୍ରାଫରରୁ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୯।୧୧(ପି.ଟି.):ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି। ଜଣେ ପେସାଦାର ଫଟୋଗ୍ରାଫରରୁ ଉଦ୍ଧବ ସବୁଠୁ ଧନୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି।...

କାଶୀକୁ ପ୍ରଧାନମନ୍ତ୍ରୀଙ୍କ ଉପହାର

ବାରାଣସୀ,୧୫ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା...

ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣକୁ ନେଇ ନିର୍ମାଣ କାର୍ଯ୍ୟ ଉପରେ ଲଗାଯାଇଥିବା କଟକଣାକୁ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୨: ଦିଲ୍ଲୀ-ଏନ୍‌ସିଆରରେ ନିର୍ମାଣ କାର୍ଯ୍ୟ ଉପରେ ଲଗାଯାଇଥିବା କଟକଣାକୁ ହଟାଇଦେଇଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ଏହି ମାମଲାର ଶୁଣାଣି କରିବା ସମୟରେ ଉକ୍ତ ସହରରେ ସକାଳ ୬ଟାରୁ...

Advertisement
Archives

Model This Week