Home Left

ଦିଲ୍ଲୀ ଏନ୍‌ସିଆର୍‌ବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ହେଲେ ଗୋଟିଏ ଦିନ ପରେ ପୁଣି ବଢିବ ପ୍ରଦୂଷଣ ମାତ୍ରା

ନୂଆଦିଲ୍ଲୀ,୨ ।୧୧: ଶୀତଦିନ ଆରମ୍ଭରୁ ଅସ୍ତ୍ୟବସ୍ତ ହୋଇ ପଡିଲେଣି ଦିଲ୍ଲୀବାସୀ । ସେଠାରେ ବେଳକୁ ବେଳ ବାୟୁ ପ୍ରଦୂଷଣ ସ୍ତର ବଢି ଚାଲିଥିବା ବେଳେ ସୋମବାର ଦିଲ୍ଲୀ ଏନ୍‌ସିଆର୍‌ରେ ଏହାର ମାତ୍ରା ସାମାନ୍ୟ କମ୍ ଥିବା ଜଣାପଡିଛି । କେନ୍ଦ୍ରୀୟ ପ୍ରଦୂଷଣ…

ଧୋନୀଙ୍କ ନିଷ୍ପତ୍ତିରେ ଖୁସି ଆଇସିସି

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି। ମ୍ୟାଚ୍‌ ପୂର୍ବରୁ ଧୋନୀ ଚେନ୍ନାଇ ପାଇଁ ଏହା ତାଙ୍କର ଶେଷ ମ୍ୟାଚ ନୁହେଁ ବୋଲି…

ଇନୋଭା ଉପରେ ଓଲଟିପଡ଼ିଲା ବସ୍‌: ୨ ମୃତ, ୧୨ ଗୁରୁତର

ମାଧପୁର, ୨।୧୧: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ଥାନାର କିଆକଟା ବୌଦ୍ଧ ତ୍ରିବେଣୀ ଛକରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଇନୋଭା ଉପରେ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ଘଟଣାସ୍ଥଳରେ…

ନେପାଳ: ଶାସକ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ଆଶଙ୍କା ଘନେଇଲା

କାଠମାଣ୍ଡୁ,୨।୧୧: ନେପାଳରେ ଶାସକ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ଆଶଙ୍କା ଘନେଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏବଂ ପାର୍ଟିର ବରିଷ୍ଠ ନେତା ପୁଷ୍ପ କମଲ ଦହଲଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଓଲି ପାର୍ଟିର ବିଭାଜନ ପାଇଁ ମାନସିକସ୍ତରରେ ପ୍ରସ୍ତୁତ…

ଅବସାଦ ପାଇଁ ଦାୟୀ ଅସନ୍ତୁଳିତ ଜୀବନଶୈଳୀ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ନିଜର ଜୀବନଶୈଳୀ ପ୍ରତି ସତର୍କ ହେବା ନିହାତି ଜରୁରୀ। ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସହ ନିଜେ କିପରି ସୁସ୍ଥ ରହିବା ସେ ନେଇ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। କେତେକ ବ୍ୟକ୍ତି ନିଜର ଜୀବନଶୈଳୀକୁ…

୪୦ ଘଣ୍ଟା ଜଳିବ ମାଟିର ଏହି ଦୀପ: ଫୋନ୍‌କରି ଅର୍ଡର କରୁଛନ୍ତି ଲୋକେ

ଛତିଶଗଡ଼ର କୋଣ୍ଡାଗାଓଁରେ ରୁହନ୍ତି ଅଶୋକ ଚକ୍ରଧାରୀ । ବୃତ୍ତିରେ ସେ ଜଣେ କାରିଗର। ମାଟିରେ ସେ ଭିନ୍ନ ଭିନ୍ନ ଜିନିଷମାନ ତିଆରି କରି ବିକ୍ରି କରିଥାନ୍ତି। ଏବେ ସେ ମାଟିରେ ଏକ ସ୍ବତନ୍ତ୍ର ଦୀପ ତିଆରି କରିଛନ୍ତି। ଯାହାକି ୨୪ରୁ ୪୦…

ସମୟ ପୂର୍ବରୁ ବିଜୟ ଘୋଷଣା କରିବେ ନାହିଁ ଟ୍ରମ୍ପ !

ୱାଶିଂଟନ,୨ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ କି ସମୟ ପୂର୍ବରୁ ସେ ବିଜୟ ଘୋଷଣା କରିବେ । ହେଲେ ମଙ୍ଗଳବାର ସେ ଏହାକୁ ଭୁଲ ବୋଲି କହିଛନ୍ତି । ସେ କହିଛନ୍ତି ସମୟ ପୂର୍ବରୁ ସେ ବିଜୟ…

‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିଲେ ଏହି ୟୁଟ୍ୟୁବର୍‌, ଏବେ ହେଉଛନ୍ତି ବଦ୍‌ନାମ: ଜାଣନ୍ତୁ କାହିଁକି

ଦକ୍ଷିଣ ଦିଲ୍ଲୀର ମାଲଭୀୟ ନଗର ସ୍ଥିତ ‘ବାବା କା ଢାବା’ ନିକଟରେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଲୋକେ ଏହି ଢାବାକୁ ଚଳାଉଥିବା ୮୦ ବର୍ଷୀୟ କାନ୍ତା ପ୍ରସାଦ ଏବଂ ସ୍ତ୍ରୀଙ୍କ ଦୁଃଖ କାହାଣୀ ଶୁଣି ତାଙ୍କୁ ସହାୟତାର ହାତ…

କରୋନାରୁ ରକ୍ଷା ପାଇଁ ପିପିଇ କିଟ୍‌ ପିନ୍ଧିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏୟାରପୋର୍ଟରେ ଦେଲେ ପୋଜ୍‌

ମହାମାରୀ କରୋନା ମଧ୍ୟରେ ଯାତ୍ରା କରିବା ଲୋକଙ୍କ ପାଇଁ ସମସ୍ୟା ପାଲଟିଛି। ଏବେ ଯାତ୍ରା ସମୟରେ ଲୋକମାନେ ଭୟ ଅନୁଭବ କରୁଛନ୍ତି। ବଲିଉଡ୍‌ କଳାକାରଙ୍କ ମଧ୍ୟରେ ବି ସେମିତି କିଛି ଦେଖିବାକୁ ମିଳୁଛି। ସମସ୍ତ କଳାକାରମାନେ ସୁରକ୍ଷାର ସହ ଯାତ୍ରା କରିବାକୁ…

ନୀତୀଶ-ତେଜସ୍ୱୀଙ୍କୁ ଟାର୍ଗେଟ କଲେ ଚିରାଗ

ପାଟନା,୨ ।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି । ମଙ୍ଗଳବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ…

ବ୍ୟକ୍ତିତ୍ୱକୁ ପ୍ରଭାବିତ କରେ ଏକୁଟିଆପଣ

କେତେକ ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରିଥାଆନ୍ତି। ଏହା ଅଭ୍ୟାସରେ ପରିଣତ ହୋଇଗଲେ ଏକୁଟିଆପଣର ପ୍ରଭାବ ବ୍ୟକ୍ତିତ୍ୱ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଜାଣିପାରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ। ‘ଏକୁଟିଆପଣ ଓ ବ୍ୟକ୍ତିତ୍ୱ’ ଶୀର୍ଷକ ବିଷୟକୁ ନେଇ ସେମାନେ…

ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ଅଧିକ ନିସନ୍ତାନ ଦମ୍ପତି

ନୂଆଦିଲ୍ଲୀ,୨।୧୧: ନିସନ୍ତାନ ଦମ୍ପତିମାନେ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏନେଇ ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯ ଏପ୍ରିଲ୍‌ ୧ଠାରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ୩ ହଜାର ୫୩୧ ଜଣ ଶିଶୁଙ୍କୁ ଅନାଥାଶ୍ରମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?