କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ଡବ୍ଳୁଏଚ୍‌ଓ ମୁଖ୍ୟ, ଟୁଇଟ୍‌ କରି ଦେଲେ ସ୍ବାସ୍ଥ୍ୟ ସୂଚନା

ଜେନିଭା,୨।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଳୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ ଆଧାନୋମ ଗ୍ରେବେସିୟସ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଏବେ କ୍ୱାରାଣ୍ଟାଇନରେ ଥିବା ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଡବ୍ଲୁଏଚ୍‌ଓ ମୁଖ୍ୟ ଟୁଇଟ କରି କହିଛନ୍ତି ଯେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସହ ମୁଁ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ଏବେ ମୁଁ ସମ୍ପୂର୍ଣ୍ଣ ଭଲ ଅଛି ଏବଂ ମୋର କରୋନାର କୌଣସି ଲକ୍ଷଣ ନାହିଁ। କିନ୍ତୁ ଡବ୍ଳୁଏଚ୍‌ଓ ପ୍ରୋଟୋକଲ ଅନୁଯାୟୀ ମୁଁ ଆଗାମୀ ଦିନରେ କ୍ୱାରାଣ୍ଟାଇନ୍‌ରେ ରହି କାର୍ଯ୍ୟ କରିବି। ସୂଚନାଯୋଗ୍ୟ, ସାରା ବିଶ୍ୱରେ ୬୦ ନିୟୁତରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ଯୋଗୁ ସାରା ବିଶ୍ୱରେ ୧.୨ ମିଲିୟନ ଲୋକଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ତିମି ମାଛ ପେଟରୁ ବାହାରିଲା ୧୦୦ କିଲୋ ପ୍ଲାଷ୍ଟିକ୍‌

ସ୍କଟଲାଣ୍ଡ,୪।୧୨: ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଘଟିଛି। ଲୁସକେନଟାୟାର...

କରୋନା ଏନ୍ତୁଡିଶାଳରେ ୨ କୋଟି ଲୋକ ଘରେ ବନ୍ଦୀ…

ବେଜିଂ, ୧୩।୧ : କରୋନାର ଏନ୍ତୁଡ଼ିଶାଳ ଚାଇନାରେ ପୁଣି କରୋନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଚାଇନା ନିଜର ’ଜିରୋ କୋଭିଡ ପଲିସି’ ଅନ୍ତର୍ଗତ ଆକ୍ରାନ୍ତଙ୍କ...

ଓବାମାଙ୍କୁ ଏମି ପୁରସ୍କାର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନେଟ୍‌ଫ୍ଲିକ୍ସ ପ୍ରାମାଣିକ ଚିତ୍ର ସିରିଜ୍‌ ‘ଆଓ୍ବାର ଗ୍ରେଟ୍‌ ନ୍ୟାଶନାଲ ପାର୍କ୍ସ’ ପାଇଁ ଶ୍ରେଷ୍ଠ ବ୍ୟାଖ୍ୟାକାର ଭାବେ ଏମି ଆଓ୍ବାର୍ଡ...

ସର୍ବ ସମ୍ମୁଖରେ ଫାଶୀକୁ ନିନ୍ଦା କଲା ଆମେରିକା…

କାବୁଲ/ଓ୍ବାଶିଂଟନ,୮।୧୨ : ଆମେରିକା ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ସମାଲୋଚନା କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ...

ଜେଲନ୍‌ସ୍କିଙ୍କ ଦାବି ସ୍ୱାଧିନତା ଦିବସରେ ୟୁକ୍ରେନରେ ୨୨ଲୋକଙ୍କ ମୃତ୍ୟୁ, ୫୦ ଆହତ

କ୍ୱିଭ,୨୫ ।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ଅଗଷ୍ଟ ୨୪ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛନ୍ତି ‘ରୁଷିଆ ସେନା ୟୁକ୍ରେନର ସ୍ୱାଧିନତା ଦିବସରେ ନିପ୍ରୋପେଟ୍ରୋବସ୍କ...

ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ୨୦-୩୦ ବର୍ଷ ବୟସର ଯୁବବର୍ଗ, ରହିଛି ଏସବୁ ଲକ୍ଷଣ..

ୱାଶିଂଟନ,୨୨ ।୧୨: କମ୍ ପ୍ରଭାବି କୁହାଯାଉଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କଲାଣି । ଗତ ୨୪...

ଅନିଶ୍ଚିତତା, ଅଚଳାବସ୍ଥା

ନୂଆଦିଲ୍ଲୀ/କାବୁଲ/ଓ୍ବାଶିଂଟନ,୫ା୮ : ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନର ଭାଗ୍ୟାକାଶରେ ଘୋଟିଛି ଅନିଶ୍ଚିତତାର ଘନକଳା ବାଦଲ। ରାଜଧାନୀ କାବୁଲର ସ୍ପୋଟର୍‌ସ ଲାଉଞ୍ଜରୁ ଲୋଗାର ପ୍ରଦେଶର ଚାଷ ଜମି, ସବୁଠି...

ପାକିସ୍ତାନ ହୋଟେଲରେ ଆମେରିକୀୟ ଯୁବତୀଙ୍କୁ ସାମୁହିକ ବଳାତ୍କାର

ଇସଲାମାବାଦ,୨୦ ।୭: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜଣେ ୨୧ ବର୍ଷୀୟ ଆମେରିକୀୟ ଯୁବତୀଙ୍କ ସହ ସାମୁହିକ ବଳାତ୍କାର ହୋଇଥିବା ଅଭିଯୋଗ ଆସିଛି । ମଙ୍ଗଳବାର ପୋଲିସ...

Advertisement
Archives

Model This Week