ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ମନା
ଖୋର୍ଦ୍ଧା ଅଫିସ,୮।୭: ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ଜିଲା ମନା। ଏ ନେଇ ଜିଲାର ଦୁଇ ପ୍ରବେଶ ପଥ ନାଭାଲ ଛକ ଏବଂ ବାଣପୁର ନିକଟ କୁମାରପଲୀ ଛକରେ ଚବିଶ ଘଣ୍ଟିଆ ନାକା ବନ୍ଦି କରାଯାଇଛି । ୨ଜଣ ମାଜିଷ୍ଟ୍ରେଟର ଏବଂ ୪ଜଣ ଅଫିସରଙ୍କ…
ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍
ଛତ୍ରପୁର,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦିଆଯାଇଛି। କେବଳ ଡିଆର୍ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ ସହର ମଧ୍ୟକୁ ଯିବାକୁ ଅନୁମତି ରହିଛି। ବାହାର ଅଞ୍ଚଳର ଲୋକଙ୍କୁ ଛତ୍ରପୁର ସହରକୁ ପ୍ରବେଶ…
ଖୋର୍ଦ୍ଧା ଲାଲା ପ୍ରଧାନ ଗୁଳିକାଣ୍ଡ ମାମଲା: ପୋଲିସ କବ୍ଜାରେ ମୁଖ୍ୟ ଅଭିଯୁକ୍ତ ମିକି
ଖୋର୍ଦ୍ଧା ଅଫିସ,୮।୭: ବହୁ ଚର୍ଚ୍ଚିତ ଜୁନ ୧୪ ତାରିଖ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାରେ ଖୋର୍ଦ୍ଧା ପୋଲିସ ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ସାହୁ(ମିକି)ଙ୍କୁ ଗିରଫ କରିଛନ୍ତି। ତାଙ୍କ ଘର ଟାଉନ ଥାନା…
କରୋନା ଯୋଗୁ ଏହି ଶିକ୍ଷା ପାଇଲେ ଅନୁଷ୍କା
କରୋନା ମହାମାରୀ ଯୋଗୁ ବଲିଉଡ୍ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଅନୁଷ୍କା ଶର୍ମା ଏକ ଶିକ୍ଷା ଲାଭ କରିଛନ୍ତି। ତାହା ହେଉଛି ଆମେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ। ସେ କୃଷକ ହେଉ ଅବା କୌଣସି ଜଣେ ବଡ଼ କର୍ମଚାରୀ। ପ୍ରତ୍ୟେକ…
କୋଭିଡ୍-୧୯: ପ୍ଲାଜ୍ମା ଥେରାପି ୟୁନିଟ୍ ଉଦ୍ଘାଟନ କଲେ ସଚିନ
ମୁମ୍ବାଇ,୮।୭(ପି.ଟି.): କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ସ୍ଥାନୀୟ ସୁନ୍ଦରବନ ଅନ୍ଧେରିସ୍ଥିତ ସେଭେନ ହିଲ ହସ୍ପିଟାଲଠାରେ ଏକ ପ୍ଲାଜ୍ମା ଥେରାପୀ ୟୁନିଟ୍ ଉଦ୍ଘାଟନ କରିଛନ୍ତି। ଏହି ୟୁନିଟ୍ରେ କୋଭିଡ୍-୧୯ ସଂକ୍ରମିତଙ୍କ ଚିକିତ୍ସା ହେବ। ଯେଉଁମାନେ କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି ସେମାନ ଆଗକୁ…
ପିଏସ୍ଏ ବିଶ୍ୱ ର଼୍ୟାଙ୍କିଙ୍ଗ୍: ଟପ୍ ୧୦ରେ ଜ୍ୟୋତ୍ସ୍ନା
ନୂଆଦିଲ୍ଲୀ,୮।୭(ପି.ଟି.): ଭାରତୀୟ ମହିଳା ସ୍କ୍ବାଶ୍ ତାରକା ଜ୍ୟୋତ୍ସ୍ନା ଚିନାପ୍ପା ସଦ୍ୟ ପ୍ରକାଶିତ ପ୍ରଫେଶନାଲ ସ୍କ୍ବାଶ୍ ଆସୋସିଏଶନ ବିଶ୍ୱ ର଼୍ୟାଙ୍କିଙ୍ଗ୍ର ଟପ୍-୧୦ରେ ସ୍ଥାନ ହାସଲ କରିଛନ୍ତି। ଇଜିପ୍ଟର ୧ ନମ୍ବର ଖେଳାଳି ରାନୀମ ଏଲ ଓ୍ବେଲିଲି ହଠାତ୍ ଅବସର ଘୋଷଣା କରିବା ପରେ…
ପବ୍ଜି ନିଶାରେ ନାବାଳକ ଖର୍ଚ୍ଚ କରିଆସୁଥିଲେ ଜେଜେବାପାଙ୍କ ପେନ୍ସନ୍ ଟଙ୍କା, ଜଣାପଡ଼ିବା ବେଳକୁ…
ଗୋଟିଏ ପଟେ କରୋନାକୁ ନେଇ ସାରାଦେଶରେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଫଳରେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପିଲାମାନେ ମାତ୍ରାଧିକ ସମୟ ଫୋନରେ ବିତାଉଛନ୍ତି। ପବ୍ଜିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖେଳରେ ମନୋନିବେଶ…
ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ପଜିଟିଭ୍: ୪୫ ଘଣ୍ଟା ଗୋବିନ୍ଦପୁର ପଞ୍ଚାୟତ ଶଟ୍ଡାଉନ
କଣ୍ଟାପଡା,୮।୭(ଡି.ଏନ୍.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ବ୍ଲକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅମାନିଆଙ୍କୁ ସାବାଡ କରିବାପାଇଁ ଗୋବିନ୍ଦପୁର ସରପଞ୍ଚ ଲଲାଟେନ୍ଦୁ ପ୍ରାସଦ ଦାସ ବୁଧବାର ସନ୍ଧ୍ୟାରୁ…
ପିପିଇ କିଟ୍ ପିନ୍ଧି ଆସିଲେ ଚୋର, ଆଉ ତା’ପରେ
ମୁମ୍ବାଇ,୮।୭: ଦେଶରେ କରୋନା ଲଢେଇ ଜାରି ରହିଛି। କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତରମାନେ କରୋନା ଜୀବାଣୁ ବିରୁଦ୍ଧରେ ଲଢିବା ପାଇଁ ପିପିଇ କିଟ ବ୍ୟବହାର କରୁଛନ୍ତି। ସେହି କିଟ୍ ବ୍ୟବହାର କରି ଏକ ସୁନା ଦୋକାନରୁ ଚୋରମାନେ ୭୮ ଭରି ସୁନା…
କ୍ୱାରାଣ୍ଟାଇନରେ ରହିଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ
ରାଞ୍ଚି,୮।୭: କରୋନା ଭାଇରସ୍ ସାରା ଦେଶରେ ଜଟିଳ ରୂପ ଧାରଣ କରିଛି। ଅନେକ ନେତା ମଧ୍ୟ ଏହାଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି। ଏସବୁ ଭିତରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାଣ୍ଟାଇନରେ ରହିଛନ୍ତି। ଖୁବଶୀଘ୍ର ତାଙ୍କ କରୋନା ଟେଷ୍ଟ କରାଯିବ। ସୂଚନାଯୋଗ୍ୟ,…
ପୋଲିସ ବାବୁ ସାଜିଥିଲେ ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର
ଲକ୍ଷ୍ନୌ,୮।୭: ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର ସାଜିଥିବା ପୋଲିସ ବାବୁଙ୍କ ଉପରେ ଉତ୍ତରପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏବେ ପୋଲିସ ହେପାଜତରେ ରଖାଯାଇଛି। ଚୌବେପୁର ଥାନା ଏସ୍ଓ ବିନୟ ତିଓ୍ବାରୀ…
କରୋନା ଠାରୁ ଦୂରେଇ ରଖିବ କୋଭିଡ୍ ଛତା
କରୋନା ସଂକ୍ରମଣଠାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ନିମନ୍ତେ ଲୋକେ ଅନେକ ପ୍ରକାରର ଶୈଳୀ ଆପଣାଉଛନ୍ତି। ଏପରିକି ଲୋକେ ପରିବାକୁ ସାବୁନରେ ଧୋଇବାକୁ ମଧ୍ୟ ପଛାଉ ନାହାନ୍ତି। ସୋସିଆଲ ମିଡଆରେ ଏମିତି ଅନେକ ଭିଡିଓ ଶେୟାର ହେଉଥିବା ଦେଖିବାକୁ ମିଳୁଛି। କରୋନାରୁ…
Archives


