କୋଭିଡ୍ ହସ୍ପିଟାଲରେ ଜନ୍ମ ନେଲେ ଦୁଇ ଶିଶୁ
ରାଉରକେଲା ଅଫିସ,୮।୭-ରାଉରକେଲା କୋଭିଡ୍ ହସ୍ପିଟାଲରେ ଆଡମିଟ ଥିବା ୨ଜଣ କରୋନା ଆକ୍ରାନ୍ତ ମହିଳା ସୁରକ୍ଷିତ ଭାବେ ଏକ କନ୍ୟା ଓ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁଧବାର ଜିଲାପାଳ ନିଖିଲ ପୱନ କଲ୍ୟାଣ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ…
ପ୍ରେମିକ ସହ ମିଶି ସ୍ବାମୀକୁ କରେଣ୍ଟ ଲଗାଇ ହତ୍ୟା କଲେ ସ୍ତ୍ରୀ
ବାରମେର, ୮।୭- ରାଜସ୍ଥାନର ବାରମେରା ଜିଲାରୁ ଚକିତ କଲା ଭଳି ଏକ ଘଟଣା ଘଟିଯାଇଛି। ଜଣେ ବିବାହିତା ମହିଳା ପ୍ରେମିକ ସହ ମିଶି ନିଜ ସ୍ବାମୀକୁ କରେଣ୍ଟ ଲଗାଇ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ମହିଳା ଜଣଙ୍କ ରାତି ସାରା…
ଝିଅ ପରେ ମା’ କରୋନା ଆକ୍ରାନ୍ତ
ବରଗଡ଼ ଅଫିସ୍,୮।୭- ବରଗଡ଼ ଜିଲାରେ ବୁଧବାର ପୁଣି ଜଣେ କରୋନା(କୋଭିଡ୍-୧୯) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଅତାବିରା ବ୍ଲକ୍ ଅଧୀନ କୁଲୁଣ୍ଡା ଗ୍ରାମର ଜଣେ ମହିଳା। ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ତଥା ପୂର୍ବରୁ କରୋନାରେ ସଂକ୍ରମିତ ନିଜ…
ଘୁଞ୍ଚିଲା ଓଜେଇଇ ଆବେଦନ ଅବଧି
ଭୁବନେଶ୍ୱର, ୮।୭(ବ୍ୟୁରୋ):ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ଆବେଦନ ସମୟ ଘୁଞ୍ଚାଯାଇଛି। ଏ ନେଇ ଓଜେଇଇ ଅଧ୍ୟକ୍ଷକଙ୍କ ପକ୍ଷରୁ ବୁଧବାର ସୂଚନା ମିଳିଛି। ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆବେଦନ ଏବଂ ଫି’ ଦାଖଲ ଅବଧିକୁ ବୃଦ୍ଧି…
ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଛନ୍ତି ଏହି ଯୁବକ
ମୁମ୍ବାଇ: ବଲିଉଡ୍ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବେ ଚିର ନିଦ୍ରାରେ। ତାଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନେକ ସମୟରେ ପ୍ରଶଂସକମାନେ ସୁଶାନ୍ତଙ୍କ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ…
ଏହି ରାଜ୍ୟର କଣ୍ଟେନମେଣ୍ଟ ଜୋନରେ ଆହୁରି ୭ ଦିନ ବଢ଼ିଲା ଲକ୍ଡାଉନ
କୋଲକାତା,୮।୭: କରୋନା ସଂକ୍ରମଣ ବଢ଼ୁଥିବା ମାମଲାକୁ ଦେଖି ରାଜ୍ୟର କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଆହୁରି ୭ଦିନ ଯାଏ ଲକ୍ଡାଉନ ଅବଧିକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଗୁରୁବାର ସନ୍ଧ୍ୟାା ୫ଟାରୁ ଏହି ଲକ୍ଡାଉନ ଆରମ୍ଭ ହେବ। ଏହି ଲକ୍ଡାଉନ ୭…
ଶ୍ରୀଲଙ୍କାରେ ଠାବ ହେଲା ବିରଳ ଯମଜ ହାତୀ ଛୁଆ
କଲମ୍ବୋ, ୮।୭- ଦୁଇଟି ହାତୀ ଛୁଆ ସମାନ ମା’ଠାରୁ କ୍ଷୀର ଖାଉଥିବା ଶ୍ରୀଲଙ୍କାର ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ହାତୀଟି ଏହି ୨ଟି ବିରଳ ଯମଜ ଛୁଆ ପ୍ରସବ କରିଥିବା ବନ୍ୟ ଅଧିକାରୀମାନେ ଅନୁମାନ କରିଛନ୍ତି। ଏହି ହାତୀ ଛୁଆ ଦୁଇଟିର…
ବିକାଶ ଦୁବେଙ୍କ ଗିରଫ ହୋଇଥିବା ୩ ସହଯୋଗୀଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍
କାନପୁର,୮।୭: କାନପୁରରେ ୮ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ୩ସହଯୋଗୀଙ୍କ ମଧ୍ୟରୁ ଜଣଙ୍କୁ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ବୁଧବାର ଫରିଦାବାଦରୁ ଅଙ୍କୁର, ତାଙ୍କ ପିତା ଶ୍ରବଣ ଓ ପ୍ରଭାତଙ୍କୁ କାନପୁର ପୋଲିସ ଗିରଫ…
ଖାଦ୍ୟକୁ ଓଜନ କରି ଖାଉଛନ୍ତି କୋହଲି; କ’ଣ କହିଲେ ଅନୁଷ୍କା
ନୂଆଦିଲ୍ଲୀ, ୮।୭- ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍ନେସକୁ ନେଇ ସର୍ବଦା ସଚେତନ ଥାଆନ୍ତି। ନିଜକୁ ଫିଟ୍ ରଖିବା ପାଇଁ ବିରାଟ ତାଙ୍କର ଡାଏଟ୍ ଏବଂ ଖାଦ୍ୟର ମଧ୍ୟ ସମ୍ପୂର୍ଣ୍ଣ ଯତ୍ନ ନେଇଥାନ୍ତି। ଯାହାର ଏକ ଜ୍ୱଳନ୍ତ…
ଅପରାଧୀ ବିକାଶ ଦୁବେ ମାମଲା: ଚୌବେପୁର ଥାନାର ପୂର୍ବତନ ଏସ୍ଓ ଗିରଫ
କାନପୁର,୮।୭: ୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ସହାୟତା କରୁଥିବା ୨ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ବୁଧବାର ଚୌବେପୁରର ଥାନାର ନିଲମ୍ବିତ ଏସ୍ଓ ବିନୟ ତିୱାରୀ ଓ ସବ୍-ଇନ୍ସପେକ୍ଟର କେ.କେ. ଶର୍ମାଙ୍କୁ ଗରିଫ କରାଯାଇଛି। ବୁଧବାର…
ଗଞ୍ଜାମ ଜିଲାକୁ ବନ୍ଦ ହେଲା ଟ୍ରେନ୍ ସେବା
ଭୁବନେଶ୍ୱର, ୮ା୭(ବ୍ୟୁରୋ)-ଗଞ୍ଜାମରେ କୋଭିଡ-୧୯ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲାରେ ଟ୍ରେନ୍ ସେବାକୁ ବନ୍ଦ କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାର ସମସ୍ତ ଷ୍ଟେସନ ସହ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ବନ୍ଦ କରାଯିବାକୁ ନିଷ୍ପତ୍ତି…
ବିରାଟ-ଅନୁଷ୍କା ବ୍ୟସ୍ତ ରହିବା ପରେ ମଧ୍ୟ ପରସ୍ପର ପାଇଁ ଏପରି ସମୟ ବାହାର କରନ୍ତି..
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରୁ ପାର୍ଟନରଙ୍କ ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡିଲାଣି । କାରଣ ଏବେ ଅଧିକାଂଶ ଘରେ ମହିଳାମାନେ ଅଫିସକୁ ଯାଉଛନ୍ତି। ଏହା ଭଲ କଥା, କିନ୍ତୁ ଉଭୟ ସ୍ତ୍ରୀ-ସ୍ବାମୀଙ୍କ କାର୍ଯ୍ୟବ୍ୟସ୍ତତା ହେତୁ ସେମାନେ ଏକାଠି ରହିବା ଲାଗି…
Archives


