କେନ୍ଦ୍ରାପଡ଼ାରୁ ପ୍ରଥମ ମୁଣ୍ଡ ନେଲା କରୋନା: ଦିଲ୍ଲୀରୁ ଫେରିଥିଲେ ଆକ୍ରାନ୍ତ
କେନ୍ଦ୍ରାପଡା ଅଫିସ/ଆଳି,୮।୭(ଡି.ଏନ୍.ଏ.): କରୋନାରେ କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛିା ସେ ଦିଲ୍ଲୀରେ ରହୁଥିଲେ । ଗତ ଜୁନ…
୪୮ ବର୍ଷରେ ଗାଙ୍ଗୁଲି
ନୂଆଦିଲ୍ଲୀ,୮।୭(ପି.ଟି.): ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବୁଧବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମ ଦିନରେ ଗାଙ୍ଗୁଲିଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନର ଶୁଅ ଛୁଟିଛି। ବ୍ୟାଟିଂ ଲିଜେଣ୍ଡ ସଚିନ ତେନ୍ଦୁଲକର ଏହି…
ଇଲେକ୍ଟ୍ରି ବିଲ୍ ଅଧିକ ଆସୁଛି କି? ଏହି ଉପାୟରେ କମିପାରିବ ୫୦ ପ୍ରତିଶତ
ସାଧାରଣତଃ ଘରେ ଏସି, ଫ୍ରିଜ୍, ଫ୍ୟାନ୍, କୁଲର, ଲାଇଟ୍ ଇତ୍ୟାଦି ଲାଗିଥିବାରୁ ଅଧିକ ଇଲେକ୍ଟ୍ରି ବିଲ୍ ଆସିଥାଏ। ମାତ୍ର କିଛି ଟିପ୍ସ ଆପଣାଇଲେ ବିଜୁଳି ସଞ୍ଚୟ ହେବା ସହ ଆପଣଙ୍କର ବିଲ୍ ମଧ୍ୟ କମ୍ ଆସିବ। ଜାଣନ୍ତୁ ଏ ସମ୍ପର୍କରେ… ଧ୍ୟାନ…
କରୋନା ସଙ୍କଟରେ ୮୦ ହଜାର କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କଲା ଏହି ବ୍ୟାଙ୍କ
ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳରେ କେତେକ କାର୍ଯ୍ୟାଳୟ ବନ୍ଦ ରହିଛି। କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଉଛି। କରୋନା ସଙ୍କଟରେ ଫ୍ରଣ୍ଟଲାଇନ୍ରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସ୍ବତନ୍ତ୍ର ପୁରସ୍କାର…
ଟିକ୍ଟକ୍ ବ୍ୟାନ୍କୁ ସହିପାରିଲେନି ଏହି ଯୁବତୀ, ନେଲେ ଏଭଳି ଚରମ ପଦକ୍ଷେପ
ଭାରତରୁ ଟିକ୍ଟକ୍ ବ୍ୟାନ୍ ହେବା ଖବର ଅନେକଙ୍କୁ ଆଘାତ ଦେଇଛି। ବିଶେଷକରି ଟିକ୍ଟକ ବ୍ୟବହାରକାରୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ପ୍ଲାଟଫର୍ମ ଦ୍ୱାରା କିଛି ସାଧାରଣ ଚେହେରାରୁ ଷ୍ଟାର ପାଲଟିଥିଲେ। ହେଲେ ଏବେ ଟିକ୍ଟକ ବ୍ୟବହାର କରିବା ସେମାନଙ୍କପାଇଁ ସ୍ବପ୍ନ…
ଗଞ୍ଜାମରୁ ବାହାରକୁ ଯିବାକୁ ଚାହୁଁଥିଲେ, କେବଳ ଏହି ମାନଙ୍କୁ ମିଳିବପାଶ
ଛତ୍ରପୁର,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରୁ ବାହାରକୁ ଯିବା ପାଇଁ ପାଶ ବ୍ୟବସ୍ଥା ହୋଇଛି। ତେବେ କେବଳ ସ୍ବାସ୍ଥ୍ୟ ଓ ଜରୁରୀ ସରକାରୀ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ଦେଖାଇଲେ ବାହାର ରାଜ୍ୟକୁ ଛଡ଼ାଯିବ। ଏଥିପାଇଁ ଆବେଦନ କରିବାକୁ ପଡିବ । ସମ୍ପୃକ୍ତ…
ବନ୍ଦ ହେଲା ଭୁବନେଶ୍ୱର ଆର୍ଟିଓ-୨
ଭୁବନେଶ୍ୱର, ୮।୭(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଆର୍ଟିଓ-୧କୁ ବନ୍ଦ କରିବା ପରେ ଏବେ ଆର୍ଟିଓ-୨ ଅଫିସକୁ ବନ୍ଦ କରିଛି ବିଏମ୍ସି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ ବନ୍ଦ ରହିବ। ଆର୍ଟିଓ-୧ର ଜଣେ କର୍ମଚାରୀଙ୍କ ସହଯୋଗୀ କରୋନା ପଜିଟିଭ ହେବା ପରେ ଏପରି ପଦକ୍ଷେପ…
ଝାରସୁଗୁଡାରେ ଚର୍ଚ୍ଚା: ନବ ଆଉଟ୍, କିଶୋର ଇନ୍
ଝାରସୁଗୁଡା ଅଫିସ,୮।୭: ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ ମଧ୍ୟ ରାଜନୈତିକ ଆଲୋଚନା ଜୋର ଧରିଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ବ୍ରଜରାଜନଗର…
ଶେରଗଡ଼ ବ୍ଲକକୁ ନିର୍ଦ୍ଦେଶନାମା ନ ଆସୁଣୁ ପିତ୍ତଳ ପଞ୍ଚାୟତ ୬ଦିନ ଶଟ୍ଡାଉନ
ଶେରଗଡ଼,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକକୁ ୫ଦିନ ପାଇଁ ଜିଲାପାଳ ଶଟ୍ଡାଉନ ଘୋଷଣା କରିଥିଲେ। ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ପିତ୍ତଳ ସରପଞ୍ଚ ରଙ୍ଗବତୀ ବେହେରା ବୁଧବାରଠାରୁ ପଞ୍ଚାୟତକୁ ୬ଦିନ ପାଇଁ ଶଟ୍ଡାଉନ ଘୋଷଣା କରିଛନ୍ତି। ଏକ ପ୍ରେସ ଇସ୍ତାହାରରେ ସେ…
ବିରାଟଙ୍କ ପାଇଁ ଘର ତିଆରି ଖାଇବା ନେଇ ପହଞ୍ଚିଲେ ଶ୍ରେୟାଶ
କରୋନା ଭାଇରସ ପାଇଁ ଏବେ ଚାରିଆଡେ ଲକ୍ଡାଉନ୍ ଜାରି ରହିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ କଳାକାର, ଖେଳାଳୀମାନେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। କରୋନା ଯୋଗୁ ଆନ୍ତର୍ଜାତୀୟ କ୍ରିକେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ତଗିତ…
କଳମ୍ବ ପଞ୍ଚାୟତରେ ୭ ଜଣ କରୋନା ପଜିଟିଭ: ୮ ଦିନ ଶଟଡାଉନ ଘୋଷଣା କଲେ ସରପଞ୍ଚ
ବୁଗୁଡ଼ା,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ଅନ୍ତର୍ଗତ କଳମ୍ବ ଛକରେ ଜଣେ ଏବଂ ଡେଙ୍ଗାପଦରରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି କଳମ୍ବ ପଞ୍ଚାୟତ ସରପଞ୍ଚ ପ୍ରତିଭା ରାଣୀ ଜେନା ଜିଲାପାଳ…
ଏନ୍କାଉଣ୍ଟର ଭୟ: ଦିଲ୍ଲୀରେ ସରେଣ୍ଡର କରୁଛନ୍ତି ବିହାର-ୟୁପି ଅପରାଧୀ
ନୂଆଦିଲ୍ଲୀ,୮।୭: ବିହାର ଏବଂ ଉତ୍ତରପ୍ରଦେଶର ବାହୁବଳୀ ଅପରାଧୀ ଏବେ ଦିଲ୍ଲୀରେ ସରେଣ୍ଡର କରିବାକୁ ପସନ୍ଦ କରୁଛନ୍ତି। ବାହୁବଳୀ ଅପରାଧୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏଭଳି ମାମଲା ଅଧିକ ସଂଖ୍ୟାରେ ଘଟୁଥିବା କୁହାଯାଉଛି। ଅପରାଧୀଙ୍କ ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…
Archives


