ବିଶ୍ୱକପ୍ ବିଜୟରୁ ଅଭିଯାନ ଆରମ୍ଭ: ଏହି ଦିନ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍…
ଗୁଆହାଟୀ,୧ା୧୦: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି। ଟୁର୍ନାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ରେ ଆୟୋଜକ ଭାରତ ଡିଏଲ୍ଏସ୍ ମେଥଡରେ ୫୯ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତକରି ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଦୀପ୍ତି ଶର୍ମାଙ୍କୁ ପ୍ଲେୟର ଅଫ୍…
ଶାହାରୁଖ ଖାନ୍ ପ୍ରଥମଥର ପାଇଁ ଆରବପତି କ୍ଲବରେ ସାମିଲ, ବଲିଉଡ୍ର ସବୁଠାରୁ ଧନୀ ଅଭିନେତା
ମୁମ୍ବାଇ,୧।୧୦: ବଲିଉଡ୍ର ‘ବାଦଶାହ’ ଶାହାରୁଖ ଖାନ୍ (୫୯) ପ୍ରଥମ ଥର ପାଇଁ ଆରବପତି କ୍ଲବରେ ସାମିଲ ହୋଇଛନ୍ତି। ୨୦୨୫ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ୍ରେ ସେ ୧୨,୪୯୦ କୋଟି ଟଙ୍କାର ସମ୍ପତ୍ତି ସହ ବଲିଉଡ୍ର ସବୁଠାରୁ ଧନୀ ଅଭିନେତା ଭାବେ ପ୍ରଥମ…
ଭାରତର ସବୁଠାରୁ ଯୁବ ଆରବପତି ହେଲେ ଏହି ଯୁବକ, ୩୧ ବର୍ଷରେ ୨୧,୧୯୦ କୋଟି ସମ୍ପତ୍ତି
ମୁମ୍ବାଇ,୧।୧୦: ୩୧ ବର୍ଷୀୟ ଚେନ୍ନାଇରେ ଜନ୍ମିତ ଏଆଇ ଉଦ୍ୟୋଗୀ ଆରଭିନ୍ଦ ଶ୍ରୀନିଭାସ ଏମ୍୩ଏମ୍ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ୍ ୨୦୨୫ରେ ଭାରତର ସବୁଠାରୁ ଯୁବ ଆରବପତି ଭାବେ ସ୍ଥାନ ପାଇଛନ୍ତି। ୨୧,୧୯୦ କୋଟି ଟଙ୍କାର ସମ୍ପତ୍ତି ସହ ପରପ୍ଲେକ୍ସିଟି ଏଆଇର ପ୍ରତିଷ୍ଠାତା…
ମୁଁ ଭୁଲ ମାଗିବି ନାହିଁ… ଭାରତ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ନକଭି
ନୂଆଦିଲ୍ଲୀ,୧।୧୦: ୨୦୨୫ ଏସିଆ କପ ଟ୍ରଫିକୁ ନେଇ ଚାଲିଥିବା ବିବାଦ ଏବେ ବି ଜୋର ଧରିଛି। ନିକଟରେ, ସେପ୍ଟେମ୍ବର ୩୦ରେ, ଏସୀୟ କ୍ରିକେଟ ପରିଷଦ (ACC)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…
ପୁଣି ହେବ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍, କପ୍ ପାଇଁ…
ନୂଆଦିଲ୍ଲୀ,୧।୧୦: ରବିବାର ଆସିବାକୁ ଯାଉଛି, ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି। ହଁ, ଆପଣଙ୍କର ଏହି ଚତୁର୍ଥ ରବିବାର ମଧ୍ୟ ବୃଥା ହେବ ନାହିଁ। ଭାରତ-ପାକିସ୍ତାନ ମ୍ୟାଚର ରୋମାଞ୍ଚ ଏହି ରବିବାର ମଧ୍ୟ ଦେଖିବାକୁ ମିଳିବ।…
ପୋଲିସ SI ପରୀକ୍ଷା ପୂର୍ବରୁ ଜାଲିଆତି: ୧୧୪ ପରୀକ୍ଷାର୍ଥୀଙ୍କ ସହ ବନ୍ଧା ହେଲେ ୩ ଦଲାଲ, ବଡ଼ ଖୁଲାସା…
ଗୋପାଳପୁର,୧।୧୦(ନବୀନ ରାଜ ଆଚାରୀ): ରାଜ୍ୟରେ ପୋଲିସ ଏସ୍ଆଇ ପରୀକ୍ଷା ପୂର୍ବରୁ ବଡ଼ ଜାଲିଆତି ଘଟଣା ସାମ୍ନାକୁ ଆସିଛି। ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ…
ଭାରତକୁ ମିଳିବ ଏସିଆ କପ୍: ରାଜୀବଙ୍କ ଗାଳି ଶୁଣି ନକଭି କହିଲେ, ଏଠୁ ଆସି ନେଇଯାଅ
ନୂଆଦିଲ୍ଲୀ,୧।୧୦: ଟ୍ରଫି ବିବାଦ ମଧ୍ୟରେ ଏସୀୟ କ୍ରିକେଟ ପରିଷଦ (ACC) ଏକ ବୈଠକ କରିଥିଲା। ACC ମୁଖ୍ୟ ମୋହସିନ ନକଭିଙ୍କୁ ଭର୍ତ୍ସନା କରିଥିଲା BCCI। BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ନକଭିଙ୍କୁ ଭର୍ତ୍ସନା କରିଥିଲେ। ତାଙ୍କୁ କ୍ଷମା ମାଗିବାକୁ ଏବଂ ଟ୍ରଫି…
PFରେ କେତେ ଟଙ୍କା ଅଛି ଜାଣିପାରୁନାହାନ୍ତି କି? ଜାଣନ୍ତୁ ସହଜ ଉପାୟ, SMS ସେବା ଯୋଗେ…
ନୂଆଦିଲ୍ଲୀ,୧।୧୦: ଏମ୍ପ୍ଲୟୀଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫ୍ଓ) ଏହାର ସଦସ୍ୟମାନଙ୍କୁ ସେମାନଙ୍କର ପିଏଫ୍ ବାଲାନ୍ସ ଏବଂ ଶେଷ ଅଂଶଦାନର ସୂଚନା ମିସ୍ଡ କଲ ଜରିଆରେ ପାଇବାର ସୁବିଧା ପ୍ରଦାନ କରୁଛି। ଏହା ପାଇଁ ଆପଣଙ୍କୁ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ୯୯୬୬୦୪୪୪୨୫…
ଛତର ଯାତ୍ରାରୁ ଚୋରି କରି ଭାଗ ବାଣ୍ଟୁଥିଲେ, ୯ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ; ୩୯ ମୋବାଇଲ ସହ…
ବଲାଙ୍ଗୀର , ୧।୧୦: କଳାହାଣ୍ଡି ଜିଲାର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ମଙ୍ଗଳବାର ଥିଲା। ସେହି ଯାତ୍ରାରେ ଭକ୍ତ ମାନେ ମା’ଙ୍କ ଦର୍ଶନ କରି ଆସିଥିବାବେଳେ ସେମାନଙ୍କଠାରୁ ନାନାଦି ସାମଗ୍ରୀ ଚୋରି ହୋଇଥିଲା। ଘଟଣାରେ ଚଢାଉ କରି ପୋଲିସ ୩୯ ମୋବାଇଲ,…
ପୁଣି ମା’ ହେବେ ସୋନମ? ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଅନିଲ କପୁରଙ୍କ ଝିଅ ସୋନମ କପୁର ପୁଣି ଚର୍ଚ୍ଚାରେ। ୨୦୧୮ ମସିହାରେ ତାଙ୍କ ଦୀର୍ଘ ଦିନର ପ୍ରେମିକ ଆନନ୍ଦ ଆହୂଜାଙ୍କୁ ବିବାହ କରିଥିଲେ। ବିବାହର ପ୍ରାୟ ୪ ବର୍ଷ ପରେ ସୋନମ ଏବଂ ଆନନ୍ଦ…
ଆରଏସଏସ କାର୍ଯ୍ୟକ୍ରମରେ ମୋଦିଙ୍କ ବଡ଼ ଘୋଷଣା, ମୁଦ୍ରାରେ ଭାରତ ମାତାଙ୍କ ପ୍ରତିଛବି…
ନୂଆଦିଲ୍ଲୀ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର RSS ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଉତ୍ସବରେ ସେ ଏକ ଡାକଟିକଟ ଏବଂ ଏକ ସ୍ବତନ୍ତ୍ର ମୁଦ୍ରା ଉନ୍ମୋଚନ କରିଥିଲେ। ସେ…
ଗାଧୋଇ ବାକୁ ଯାଇ ଆଉ ଫେରିଲେନି , ଶେଷରେ…
ନୂଆପଡ଼ା,୩୦ା୯ (ମକାରୁ ବେମାଲ ): ନୂଆପଡ଼ା ଜିଲା କୋମନା ଥାନା ସଦର ମହକୁମା ସୁନ୍ଦର ନଦୀରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ କୋମନା ସଦରର ଚୈତନ୍ୟ ବନଛୋର (୭୧)। ସୂଚନା ଅନୁସାରେ ଶନିବାର…
Archives


