ରବି ଫସଲର ଏମଏସପି ବୃଦ୍ଧି: ଗହମ ଦର ୬.୫୯% ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ହେଲା ଏତିକି ଟଙ୍କା
ନୂଆଦିଲ୍ଲୀ,୧।୧୦: କେନ୍ଦ୍ର କ୍ୟାବିନେଟ୍ ବୁଧବାର, ୧ ଅକ୍ଟୋବରରେ ୨୦୨୬-୨୭ ବିପଣନ ଋତୁ ପାଇଁ ୬ଟି ରବି ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗହମର…
ଦେବଗଡ଼ ପରେ ଅନୁଗୋଳରେ ମହାବଳ ବାଘର ପାଦ ଚିହ୍ନ
ଛେଣ୍ଡିପଦା,୧।୧୦(ଅଜିତ ଧଳ): ଦେବଗଡ଼ ପରେ ଏବେ ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି। ପାଦ ଚିହ୍ନକୁ ନେଇ ବନବିଭାଗ ଛାନ୍ ଭିନ୍…
ଡିସେମ୍ବରରେ ଭାରତ ଆସିବେ ପୁଟିନ୍: ଯୁକ୍ରେନ୍ ଯୁଦ୍ଧ ପରେ ପ୍ରଥମ ଗସ୍ତ
ନୂଆଦିଲ୍ଲୀ,୧।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୨୩ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ପାଇଁ ୫-୬ ଡିସେମ୍ବରରେ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୨ ଫେବ୍ରୁଆରୀରେ ଯୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଏହା ତାଙ୍କର ନୂଆଦିଲ୍ଲୀର ପ୍ରଥମ ଗସ୍ତ। କ୍ରେମ୍ଲିନ୍ ପୂର୍ବରୁ…
ଜମୁଛି ଦୁର୍ଗା ପୂଜା: ଗାଁଠୁ ସହର ଉସବ ମୁଖର
ସୁନ୍ଦରଗଡ଼,୧।୧୦(ଜୟନାରାୟଣ ମେଣ୍ଡୁଳି): ଶାରଦୀୟ ଦୁର୍ଗା ପୂଜା ପାଇଁ ଏବେ ସୁନ୍ଦରଗଡ ସହର ଉସବ ମୁଖର। ସହରର ଇବ୍ନଗର, ରଙ୍ଗାଢିପା, ରିଜେଣ୍ଟ ମାର୍କେଟ, ବ୍ରାହ୍ମଣପଡା, ହସପିଟାଲ ଛକ, ଦୟା ଧର୍ମଶାଳା ଆଦି ବିଭିନ୍ନ ପୂଜା ମଣ୍ଡପରେ ମା’ ଜଗତଜନନୀ ଦୁର୍ଗାଙ୍କ ପୂଜନସୋବ ମହାଆଡମ୍ବର…
ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ଉଗ୍ରତାରା: ଲକ୍ଷାଧିକ ଭକ୍ତଙ୍କ ସମାଗମ
ଖୋର୍ଦ୍ଧା,୧।୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ପ୍ରମୁଖ ଶକ୍ତିପୀଠ ମା’ଉଗ୍ରତାରା ପୀଠରେ ବିଜୟା ଦଶମୀ ଆଡମ୍ବରରେ ଉଦ୍ଯାପିତ ହୋଇଛି। ବିଜୟା ଦଶମୀରେ ରାଜରାଜେଶରୀ ବେଶରେ ଦର୍ଶନ ଦେଇଥିଲେ ମା’ଉଗ୍ରତାରା । ମା’ଙ୍କ ଦର୍ଶନ ଲାଗି। ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ପୂଜକ ଯୁଧୁଷ୍ଠୀର…
ମୋହସିନ ନକବି କିଏ? ଯିଏ ନେଇ ପଳାଇଛନ୍ତି ଭାରତର ଏସିଆ କପ୍ ଟ୍ରଫି, ଦେବେ ନାହିଁ ବୋଲି…
ନୂଆଦିଲ୍ଲୀ,୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଚେୟାରମ୍ୟାନ ମୋହସିନ ନକବି ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଦୁବାଇରେ ଗତ ରବିବାର ଏସିଆ କପ ୨୦୨୫ ଜିତିବା ପରେ ଭାରତୀୟ କ୍ରିକେଟ ଟିମ ନକବିଙ୍କଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲା। ଏହାପରେ ଭାରତୀୟ…
୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ, ଅଷ୍ଟ୍ରେଲିଆ ବିପକ୍ଷରେ ୭୮ ବଲରେ ୧୧୩ ରନ
ବ୍ରିସବେନ୍,୧।୧୦: ମାତ୍ର ୧୪ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସର ତାରକା ବୈଭବ ସୂର୍ଯ୍ୟବଂଶୀ ଅଷ୍ଟ୍ରେଲିଆ ବିପକ୍ଷେ ଯୁବ ଟେଷ୍ଟରେ ୭୮ ବଲରେ ଶତକ ହାସଲ କରି ବିଶ୍ୱ କ୍ରିକେଟକୁ ଚମକାଇ ଦେଇଛନ୍ତି। ବ୍ରିସବେନ୍ର ଇଆନ ହିଲି ଓଭାଲରେ ସେ ୮୬ ବଲରେ…
ବିଶ୍ୱକପ୍ ବିଜୟରୁ ଅଭିଯାନ ଆରମ୍ଭ: ଏହି ଦିନ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍…
ଗୁଆହାଟୀ,୧ା୧୦: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି। ଟୁର୍ନାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ରେ ଆୟୋଜକ ଭାରତ ଡିଏଲ୍ଏସ୍ ମେଥଡରେ ୫୯ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତକରି ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଦୀପ୍ତି ଶର୍ମାଙ୍କୁ ପ୍ଲେୟର ଅଫ୍…
ଶାହାରୁଖ ଖାନ୍ ପ୍ରଥମଥର ପାଇଁ ଆରବପତି କ୍ଲବରେ ସାମିଲ, ବଲିଉଡ୍ର ସବୁଠାରୁ ଧନୀ ଅଭିନେତା
ମୁମ୍ବାଇ,୧।୧୦: ବଲିଉଡ୍ର ‘ବାଦଶାହ’ ଶାହାରୁଖ ଖାନ୍ (୫୯) ପ୍ରଥମ ଥର ପାଇଁ ଆରବପତି କ୍ଲବରେ ସାମିଲ ହୋଇଛନ୍ତି। ୨୦୨୫ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ୍ରେ ସେ ୧୨,୪୯୦ କୋଟି ଟଙ୍କାର ସମ୍ପତ୍ତି ସହ ବଲିଉଡ୍ର ସବୁଠାରୁ ଧନୀ ଅଭିନେତା ଭାବେ ପ୍ରଥମ…
ଭାରତର ସବୁଠାରୁ ଯୁବ ଆରବପତି ହେଲେ ଏହି ଯୁବକ, ୩୧ ବର୍ଷରେ ୨୧,୧୯୦ କୋଟି ସମ୍ପତ୍ତି
ମୁମ୍ବାଇ,୧।୧୦: ୩୧ ବର୍ଷୀୟ ଚେନ୍ନାଇରେ ଜନ୍ମିତ ଏଆଇ ଉଦ୍ୟୋଗୀ ଆରଭିନ୍ଦ ଶ୍ରୀନିଭାସ ଏମ୍୩ଏମ୍ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ୍ ୨୦୨୫ରେ ଭାରତର ସବୁଠାରୁ ଯୁବ ଆରବପତି ଭାବେ ସ୍ଥାନ ପାଇଛନ୍ତି। ୨୧,୧୯୦ କୋଟି ଟଙ୍କାର ସମ୍ପତ୍ତି ସହ ପରପ୍ଲେକ୍ସିଟି ଏଆଇର ପ୍ରତିଷ୍ଠାତା…
ମୁଁ ଭୁଲ ମାଗିବି ନାହିଁ… ଭାରତ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ନକଭି
ନୂଆଦିଲ୍ଲୀ,୧।୧୦: ୨୦୨୫ ଏସିଆ କପ ଟ୍ରଫିକୁ ନେଇ ଚାଲିଥିବା ବିବାଦ ଏବେ ବି ଜୋର ଧରିଛି। ନିକଟରେ, ସେପ୍ଟେମ୍ବର ୩୦ରେ, ଏସୀୟ କ୍ରିକେଟ ପରିଷଦ (ACC)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…
ପୁଣି ହେବ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍, କପ୍ ପାଇଁ…
ନୂଆଦିଲ୍ଲୀ,୧।୧୦: ରବିବାର ଆସିବାକୁ ଯାଉଛି, ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି। ହଁ, ଆପଣଙ୍କର ଏହି ଚତୁର୍ଥ ରବିବାର ମଧ୍ୟ ବୃଥା ହେବ ନାହିଁ। ଭାରତ-ପାକିସ୍ତାନ ମ୍ୟାଚର ରୋମାଞ୍ଚ ଏହି ରବିବାର ମଧ୍ୟ ଦେଖିବାକୁ ମିଳିବ।…
Archives


