କ୍ୟାମେରା ପରି ଘର କରିଛନ୍ତି ଫଟୋଗ୍ରାଫର: ପିଲାମାନଙ୍କ ନାଁ ବି ସେମିତି ନିଆରା
ପ୍ରତ୍ୟେକ ବ୍ୟକ୍ତିଙ୍କର କୌଣସି ନା କୌଣସି ଜିନିଷ ପ୍ରତି ସଉକ ରହିଥାଏ। କାହାର ନୃତ୍ୟ ପ୍ରତି ତ ଆଉ କାହାର ସଂଗୀତ ପ୍ରତି। ଆଉ ସେଇ ସଉକ ପାଇଁ ଜଣେ ଜଣେ ପାଗଳ ପ୍ରାୟ ହୋଇପଡ଼ନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ…
ପଡୋଶୀ ଝିଅଙ୍କ ଜୀବନ ବଞ୍ଚାଇବା ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ କଲେ କନଷ୍ଟେବଳ
ଚେନ୍ନାଇ,୧୩।୭: ତାମିଲନାଡୁର ଚେନ୍ନାଇରେ ଜଣେ ହେଡ୍ କନଷ୍ଟେବଳ ନିଜ ମାନବିକତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ପାଞ୍ଚ ବର୍ଷର ଝିଅର ଜୀବନ ସେ ବଞ୍ଚାଇ ଦେଇଛନ୍ତି। କବିଷ୍କା ନାମକ ଏହି ଝିଅଟି ଜନ୍ମରୁ ଡେକ୍ସଟ୍ରୋକାର୍ଡିଆ ରୋଗରେ ପୀଡିତ…
ଭାଜପାରେ ସାମିଲ ହେବେନି ପାଇଲଟ, ଗଢିବେ କଂଗ୍ରେସ ପ୍ରଗତିଶୀଳ ପାର୍ଟି!
ଜୟପୁର,୧୩।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ନୂଆ ମୋଡ ନେଉଛି। ପୂର୍ବରୁ ଶୁଣିବାକୁ ମିଳିଥିଲା କି ସଚ୍ଚିନ ପାଇଲଟଙ୍କ ପାଖେ କେତେଜଣ ବିଧାୟକଙ୍କ ସମର୍ଥନ ରହିଛି ଓ ସେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ସମ୍ପର୍କରେ ଅଛନ୍ତି। ତେଣୁ ସେ ଭାଜପାରେ…
ବରଗଡ଼ରେ ପୁଣି ୩୧ ନୂଆ ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା
ବରଗଡ଼ ଅଫିସ,୧୩ା୭: କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ସୋମବାର ଜିଲାରେ ପୁଣି ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲିର ୧୫, ବରଗଡ଼ ମ୍ୟୁନିସିପାଲିଟିର ୮, ଗାଇସିଲେଟ୍ ବ୍ଲକ, ବରପାଲି ଏନ୍ଏସି…
ସ୍ମରଣ ଶକ୍ତି ବଢ଼ାଏ ଯୋଗ
ସ୍ମରଣ ଶକ୍ତି ବଢ଼ାଇବାର ଏକ ନୂଆ ଉପାୟ ରହିଛି। ପୁଣି ହାତ ପାଆନ୍ତାରେ ଥିବା ଏହି ଉପାୟକୁ ଜଣେ ସହଜରେ ଅନୁସରଣ କରିପାରିବ। ତାହା କ’ଣ ଜାଣନ୍ତି ? ଯୋଗ। ଅର୍ଥାତ୍, ଯଦି ଜଣେ ବ୍ୟକ୍ତି ନିୟମିତ କିଛି ସମୟ ଯୋଗ,…
ମନ୍ଦିର ପରିଚାଳନାରେ ରାଜପରିବାରର ବି ରହିଛି ଅଧିକାର: ସୁପ୍ରିମକୋର୍ଟ
ଥିରୁଭାନନ୍ତପୁରମ,୧୩।୭: ପଦ୍ମନାଭସ୍ବାମୀ ମନ୍ଦିରର ପରିଚାଳନା କ୍ଷେତ୍ରରେ ତ୍ରାବଣକୋର ରାଜପରିବାରର ମଧ୍ୟ ଅଧିକାର ରହିଛି। ସୋମବାର ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବା ସହ ରାଜପରିବାରର ଅଧିକାରକୁ ମାନ୍ୟତା ଦେଛନ୍ତି। ଦୀର୍ଘ ୯ବର୍ଷ ଧରି ମନ୍ଦିର ପରିଚାଳନାକୁ ନେଇ ବିବାଦ ଲାଗି ରହିଥିବା ବେଳେ…
ଶାଶୁଙ୍କ ୧୦୦ ବର୍ଷ ପୁରୁଣା ସିନ୍ଦୁକ ଖୋଲିଲେ ବୋହୂ, ଆଉ ତା’ପରେ
ପୁରୁଣା ଜିନିଷ ସାଇତି ରଖିବା କିଛି ଲୋକଙ୍କୁ ପସନ୍ଦ ଥାଏ। ପୁରୁଣା ଖବର କାଗଜ, କଏନ୍, ବହିକୁ ସାଇତି ରଖିବା ମଧ୍ୟ ଗୋଟିଏ କଳା। କୁରୁକ୍ଷେତ୍ରରେ ଜଣେ ମହିଳା ୧୯୧୮ରୁ ୨୦୦୦ ମଧ୍ୟରେ ଭାରତରେ ଚାଲିଥିବା କଏନ୍ ସବୁ ନିଜ ସିନ୍ଦୁକରେ…
ମାର୍କେଟରେ ଭାଜପା ବିଧାୟକଙ୍କ ଝୁଲନ୍ତା ମୃତଦେହ: ହତ୍ୟା ସନ୍ଦେହ
କୋଲକାତା,୧୩।୭: ପଶ୍ଚିମବଙ୍ଗରେ ଭାଜପା ବିଧାୟକ ଦେବେନ୍ଦ୍ରନାଥ ରାୟଙ୍କ ଝୁଲନ୍ତା ମୃତଦେହ ମାର୍କେଟରୁ ଉଦ୍ଧାର କରାଯାଇଛି। ବିଧାୟକଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଉତ୍ତର ଦିନାଜପୁରର ହେମାଟାବାଡ଼ ଅଞ୍ଚଳରେ ଥିବା ମାର୍କେଟରେ ଏକ ଦୋକାନ ବାହାରେ ଦେବେନ୍ଦ୍ରଙ୍କ ମୃତ ଦେହ ଝୁଲୁଥିବା…
୩ ଶହ ଟପିଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
କେନ୍ଦୁଝର, ୧୩୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ଆଉ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ…
କୋଭିଡ-୧୯ ପାର୍ଟିରେ ଯୋଗ ଦେଇ ପ୍ରାଣ ହରାଇଲେ ଯୁବକ
ଟେକ୍ସାସ,୧୩।୭: ବିଶ୍ୱରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏବେସୁଦ୍ଧା ବିଶ୍ୱରେ ୧.୩୦ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକଙ୍କର ଜୀବନ ଗଲାଣି। ଆମେରିକାରେ ଏବେବି କରୋନା ସଂକ୍ରମଣ କମିବାର ନାଁ ନେଉନି।…
ଅନନ୍ତନାଗରେ ଏନ୍କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର,୧୩।୭: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ସଫଳତା ମିଳିଛି। ଅନନ୍ତନାଗ ଜିଲାର ଶ୍ରୀଗୁଫଓ୍ବାରା ଅଞ୍ଚଳରେ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଆତଙ୍କବାଦୀ ଏଠାରେ ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୋମବାର…
ପୁରୁଷ ବନ୍ଧ୍ୟାତ୍ୱ
ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଜୀବନରେ ସନ୍ତାନଟିଏ ନିହାତି କାମ୍ୟ। ଏପରି କେତେକ ଦମ୍ପତି ଅଛନ୍ତି ଯେଉଁମାନଙ୍କ ପାଇଁ ସନ୍ତାନଟିଏ ଜନ୍ମ ଦେବା ସମ୍ଭବ ହୁଏନାହିଁ। ଏଥିପାଇଁ ଅନେକ ଦମ୍ପତି ମାନସିକ ଅଶାନ୍ତି ଭୋଗ କରନ୍ତି। ସମସ୍ତ ସୁଖ ସୁବିଧା ଥାଇ ଯଦି…
Archives


