ପୋଲିସ ବାବୁଙ୍କୁ ଚଟକଣା ମାରିଲେ ବାଲି ମାଫିଆ
ଭୋପାଳ, ୧୮।୭: ମଧ୍ୟପ୍ରଦେଶରେ ଆଇନଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପନ୍ନ ହେବାରେ ଲାଗିଛି। ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ ନ ଥିବା ଦେଖିବାକୁ ମିଳୁଛି। ଏବେ ଏସମ୍ପର୍କିତ ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ବାଲି…
ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ
ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଜନିତ ଶନିବାର ଆଉ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୨ଜଣ ଗଞ୍ଜାମର ୬୦ ଓ ୬୩ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଅନ୍ୟଜଣକ…
୫ ଜଣଙ୍କୁ ପ୍ରେମ କରି ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି ପିସି
ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରେମ କାହାଣୀକୁ ନେଇ ବେଶ୍ ଚର୍ଚ୍ଚିତ। ୩୮ ବର୍ଷରେ ପଦାର୍ପଣ କରିଥିବା ପିସି ପାଖାପାଖି ୫ ଜଣଙ୍କଠାରୁ ମୁହଁ ଫେରାଇବା ପରେ ଶେଷରେ ନିଜଠାରୁ ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ…
ମିଷ୍ଟର ଇଣ୍ଡିଆ ପ୍ରତଯୋଗିତାରେ ଜୟପୁରର ଶ୍ରୀଧର
ଜୟପୁର,୧୮ା୭(ନି.ପ୍ର.): ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଆ ଝିଅପୁଅଙ୍କ ଅଂଶଗ୍ରହଣ କିଛି କମ୍ ନୁହେଁ। ନିକଟରେ ଜିରୋନ ପ୍ରଡକ୍ସନ ହାଉସ ପ୍ରସ୍ତୁତ ମିଷ୍ଟର ଏବଂ ମିସ୍ ଇଣ୍ଡିଆ-୨୦୨୦ର ସିଜନ-୨ ପ୍ରତିଯୋଗିତାର ସେମି ଫାଇନାଲକୁ ଉନ୍ନୀତ ହୋଇଥିଲେ କୋରାପୁଟ ଜିଲାର ଦୀପ୍ତିରାଣୀ। ଏବେ…
ଏକେ-୪୭ ରାଇଫଲ ଦିଅ ୨ ଗାଈ ନିଅ
ଆବୁଜା, ୧୮।୭: ନାଇଜେରିଆରେ ସରକାର ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ଅନୁସାରେ ଦେଶରେ ଥିବା ଡକାୟତଙ୍କୁ ସମାଜର ମୁଖ୍ୟଧାରାରେ ପୁଣି ସାମିଲ୍ କରାଇବାର ଉଦ୍ୟମ ହେଉଛି। ଆତ୍ମସମର୍ପଣ କରୁଥିବା ଡକାୟତଙ୍କୁ ଏକେ-୪୭ ରାଇଫଲ ବଦଳରେ ୨ଟି ଗାଈ…
୫ ଜିଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଗାଏବ। ଆସନ୍ତା ୩ ଦିନ ଯାଏ ବର୍ଷାର ସମ୍ଭାବନା ନାହିଁ। ଗୋଟିଏ କିମ୍ବା ଦୁଇଟି ସ୍ଥାନକୁ ବାଦ୍ ଦେଲେ ରାଜ୍ୟରେ ବର୍ଷାର ସୂଚନା ନାହିଁ। ପାଣିପାଗ ବିଭାଗ ଅନୁଯାୟୀ ରାଜ୍ୟରେ ଜୁନ୍ ପହିଲାରୁ ଜୁଲାଇ…
କୋଭିଡ୍ରେ ମୃତ ଅଙ୍ଗନଓ୍ବାଡି, ଆଶାକର୍ମୀଙ୍କ ପରିବାରକୁ ମିଳିବ ମାସିକ ସହାୟତା
ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ଲଢ଼େଇରେ ଆଶାକର୍ମୀ ଓ ଅଙ୍ଗନଓ୍ବାଡି କର୍ମୀ ପ୍ରମୁଖ ଭୂମିକା ନେଉଛନ୍ତି। ଇତିମଧ୍ୟରେ ଏହି କୋଭିଡ୍ ଯୋଦ୍ଧାଙ୍କ ଜୀବନ ମଧ୍ୟ ଗଲାଣି। ପୂର୍ବରୁ ଏମାନଙ୍କ ପାଇଁ ଏକାଧିକ ପ୍ରୋତ୍ସାହନର ବ୍ୟବସ୍ଥା ରହିଥିବାବେଳେ ଶୁକ୍ରବାର ରାଜ୍ୟ ସରକାର ଆଉ ଏକ ନୂଆ…
କ୍ୱାରାଣ୍ଟାଇନ୍ରେ ୩୧.୬ ଲକ୍ଷ
ନୂଆଦିଲ୍ଲୀ,୧୮।୭: ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି। ଦେଶରେ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୫,୬୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି। ଏପର୍ଯ୍ୟନ୍ତ ୩୧.୬ ଲକ୍ଷ ଲୋକ ଭାରତରେ କ୍ୱାରାଣ୍ଟାଇନ୍ରେ ଥିବା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଉତ୍ତରପ୍ରଦେଶ (ୟୁପି)ରେ…
ସଂଶୋଧିତ ଗାଇଡ୍ଲାଇନ ଜାରି
ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସମେତ ରାଉରକେଲା ମହାନଗର ନିଗମକୁ ଜୁଲାଇ ୧୭ ରାତ୍ର ୯ଟାରୁ ୩୧ ତାରିଖ ମଧ୍ୟରାତ୍ର ଯାଏ ଲକ୍ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ…
କରୋନା ଶିଖାଇଲା ପରିଶ୍ରମ
ବୈପାରୀଗୁଡା,୧୮ା୭ (ଡି.ଏନ୍.ଏ.): ପରିସ୍ଥିତି ମଣିଷକୁ ବଦଳାଇଦିଏ। ତା’ର ସ୍ବଭାବ ଓ ଆଚରଣରେ ପରିବର୍ତ୍ତନ କରେ। ବର୍ତ୍ତମାନ ମହାମାରୀ ସମୟରେ ଏପରି କିଛି ପରିବର୍ତ୍ତନ ଦେଖାଦେଇଛି କୋରାପୁଟ ଜିଲା ବୈପାରିଗୁଡା ବ୍ଲକର କେତେଜଣ ଭିକ୍ଷାବୃତ୍ତି କରି ଚଳୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ। ସେମାନେ ନିଜ…
ବାର୍ବରାଙ୍କ ସ୍ବାସ୍ଥ୍ୟ ରିପୋର୍ଟ ୨ ସପ୍ତାହ ମଧ୍ୟରେ ଦିଅ
ମୁମ୍ବାଇ,୧୮।୭: ୨୦୧୮ ଏଲ୍ଗାର ପରିଷଦ ମାମଲାର ଅଭିଯୁକ୍ତ ତଥା ସାମାଜିକ କର୍ମୀ ବାର୍ବରା ରାଓ(୮୧)ଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଦୁଇପପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଜାତୀୟ ମାନବିକ ଅଧିକାର କମିଶନ ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ,…
ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରୀ
ଶ୍ରୀନଗର,୧୮।୭: ଜୁଲାଇ ୨୧ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ କରିବା ଯୋଜନାରେ ଅଛନ୍ତି ବୋଲି ଶୁକ୍ରବାର ସେନା ପକ୍ଷରୁ କୁହାଯାଇଛି। ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ଓ ଶାନ୍ତପୂର୍ଣ୍ଣ ଭାବେ ଯାତ୍ରା ଶେଷକରିବା ଲାଗି ସେନା ପ୍ରସ୍ତୁତ ରହିଛି।…
Archives


