Home Left

କରୋନାଠାରୁ କେତେ ସୁରକ୍ଷିତ ପ୍ରତିଦିନ କିଣୁଥିବା କ୍ଷୀର ପ୍ୟାକେଟ୍‌: ଜାଣନ୍ତୁ..

ମହାମାରୀ କରୋନା ସହ ସାରା ବିଶ୍ୱ ଲଢ଼ୁଛି। ଏଭଳି ସ୍ଥିତିରେ ବାହାରୁ କିଣୁଥିବା ସାମଗ୍ରୀ ସଂକ୍ରମଣମୁକ୍ତ ନୁହେଁ। ଯାହାକୁ ନେଇ ବଜାରରୁ ଆସୁଥିବା ଜିନିଷକୁ ନେଇ ମନରେ ଅଜଣା ଭୟ ରହୁଛି। ଫଳରେ ଏହାକୁ ଅନେକ ସଫା କରିବା ନଚେତ ସାନିଟାଇଜ୍‌…

୨୪ ବର୍ଷରେ ପାଦ ଥାପିଲେ ସ୍ମୃତି ମନ୍ଧାନା: ବିବାହ ପାଇଁ ରଖିଥିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ, ୧୮।୭- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଖେଳାଳି ସ୍ମୃତି ମନ୍ଧାନା ଶନିବାର ୨୪ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ କ୍ରିକେଟ୍‌ ଜଗତର ବହୁ ଜଣାଶୁଣା ଖେଳାଳି ମନ୍ଧାନାଙ୍କୁ ଜନ୍ମଦିବସର ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଯୁବରାଜ ସିଂ,…

ଏହି ଫିଲ୍ମରୁ ସର୍ବାଧିକ ଆୟ କରିଥିଲେ ପ୍ରିୟଙ୍କା

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁଲାଇ ୧୮ରେ ପ୍ରିୟଙ୍କା ଚୋପ୍ରାଙ୍କ ୩୮ତମ ଜନ୍ମଦିନ। ପ୍ରିୟଙ୍କା ଖାଲି ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ଏକ ପରିଚିତ ନାମ। ଆଜିର ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ପ୍ରିୟଙ୍କା ବିଷୟରେ କିଛି ଖାସ୍‌ କଥା। ପ୍ରିୟଙ୍କା…

ହସ୍ପିଟାଲ ଆଡମିଶନ୍‌ ନ କଲେ ୧୦୦କୁ କୁହ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆଡ୍‌ମିଶନ୍‌ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ। ଯଦି କୌଣସି ହସ୍ପିଟାଲ ଆଡମିଶନ ନ କରେ ତେବେ ଟୋଲ ଫ୍ରି ନଂ-୧୦୦କୁ ଜଣାନ୍ତୁ ବୋଲି ସେ କହିଛନ୍ତି। ତେବେ ମୁଖ୍ୟ ଶାସନ ସଚିବ…

ବିନା ଅନୁମତି ପତ୍ରରେ କର୍ମଚାରୀଙ୍କୁ ଛାଡ଼ିବନି ପୋଲିସ

ଭୁବନେଶ୍ୱର,୧୮।୭(ବ୍ୟୁରୋ): କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ନ ଥିଲେ କର୍ମଚାରୀମାନେ ଅଫିସ ଯାଇପାରିବେନାହିଁ। ଏଣିକି ବିନା ଅନୁମତି ପତ୍ରରେ ଛାଡ଼ିବନି ପୋଲିସ। କର୍ମଚାରୀଙ୍କ ନାଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ତାଲିକାରେ ନ ଥିଲେ ଛଡ଼ାଯିବନାହିଁ। ସୋମବାରଠାରୁ ନିୟମ କଡ଼ାକଡ଼ି ହେବ ବୋଲି ପୋଲିସ…

କରୋନାକୁ ହରାଇଲେ କେନ୍ଦ୍ରାପଡ଼ାର ଏହି ବୃଦ୍ଧ ଦମ୍ପତି: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଭାବେ ବୟସ୍କ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ ଏଥିରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏଭଳିକି ଅନ୍ୟ ରୋଗରେ ପୀଡ଼ିତ ଥିଲେ ରୋଗୀର ମୃତ୍ୟୁ ହେବାର ଆଶଙ୍କା…

ୟୁଏସ୍‌ ଆମେଚର ଗଲ୍ଫରେ ଭାଗ ନେବେ ଅନିକା

ନୂଆଦିଲ୍ଲୀ,୧୮।୭(ପି.ଟି.): ଭାରତୀୟ ଉଦୀୟମାନ ମହିଳା ଆମେଚର ଗଲ୍ଫର ଅନିକା ବର୍ମା ଏବେ ଏକ ବିଶ୍ୱସ୍ତରୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଅଗଷ୍ଟ ୬ରୁ ୯ ତାରିଖ ମଧ୍ୟରେ ରକ୍‌ଭିଲେର ଉଡ୍‌ମୋଣ୍ଟ କଣ୍ଟ୍ରି କ୍ଲବ ନଥ କୋର୍ସରେ ଆୟୋଜନ ହେବାକୁ ଥିବା ୧୨୦ତମ…

ଆସାମ ବନ୍ୟାର କରୁଣ ଦୃଶ୍ୟ: ଭାଇରାଲ ହେଉଛି ଅସହାୟ ଗଣ୍ଡାର ଫଟୋ

ଗୁଆହାଟୀ,୧୮।୭: ଆସାମରେ ଆସିଥିବା ବନ୍ୟା ଏବେ ସାଧାରଣ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଅଧିକାଂଶ ଲୋକେ ବାସଶୂନ୍ୟ ହୋଇଯିବା ସହ ଏଠାରେ ଥିବା କାଜିରଙ୍ଗା ଜାତୀୟ ଉଦ୍ୟାନର ବନ୍ୟପ୍ରାଣୀମାନେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି। ଉଦ୍ୟାନରେ ବନ୍ୟାପାଣି ପଶିଯିବା…

ଏହି ୬ ପ୍ରକାର ଲୋକଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତୁ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସବୁ ସମୟରେ ସେ ନିଜ ସ୍ବାସ୍ଥ୍ୟ ଅପ୍‌ଡେଡ୍‌ ଇନ୍‌ଷ୍ଟ୍ରାଗ୍ରାମ୍‌ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଥାନ୍ତି। ନିକଟରେ ଅମିତାଭ ନିଜର ଏକ ଫଟୋ ଶେୟାର କରି ୬…

ଆମେରିକା ଟାଙ୍କିରେ ତେଲ ଭରିବ ଭାରତ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮ା୭: ଚାଇନା-ଭାରତ ସୀମାରେ ଉତ୍ତେଜନା ଲାଗି ରହିଥିବା ସମୟରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତିଟି ହେଲା ଭାରତ ଆମେରିକାର ଟାଙ୍କିରେ ତେଲ ଭରିବ। କାରଣ ଅଶୋଧିତ ତେଲ ମୂଲ୍ୟ ଏବଂ ଯୋଗାଣ ସମସ୍ୟାକୁ ଏଡ଼ାଇବା ପାଇଁ ଭାରତ…

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ମା’, ଭାଇଙ୍କୁ ଜିଆର୍‌ପି ପୋଲିସର ଜେରା

ଭୁବନେଶ୍ୱର,୧୮।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଶନିବାର ଜିଆର୍‌ପି ପୋଲିସ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ମା’ ଏବଂ ଭାଇଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। କଟକ କାଜିବଜାରସ୍ଥିତ ଘରକୁ ଯାଇ ପୋଲିସ ପଚରାଉଚରା…

ଆସାମ ବନ୍ୟା: ୯୬ ବନ୍ୟପ୍ରାଣୀ ମୃତ

ଗୁଆହାଟୀ,୧୮।୭: ଆସାମର ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏବେ ସେଠାରେ ପାଖାପାଖି ୯୬ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ କାଜିରଙ୍ଗା ଜାତୀୟ ଉଦ୍ୟାନ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri