Home Left

ଚଳିତ ବର୍ଷ ମାତ୍ର ହଜାରେ ତୀର୍ଥଯାତ୍ରୀ କରିପାରିବେ ହଜ୍‌ଯାତ୍ରା

ରିୟାଦ,୨୧।୭: ସାଉଦି ଆରବର ମକ୍କା ସହରକୁ ପ୍ରତିବର୍ଷ ବିଭିନ୍ନ ଦେଶରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ହଜ୍‌ଯାତ୍ରା ପାଇଁ ଆସିଥାନ୍ତି। ହେଲେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରାର ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଜୁଲାଇ ୨୯ରୁ ଆରମ୍ଭ ହେବାକୁ…

ଗଞ୍ଜାମରେ ଆରମ୍ଭ ହେଲା ପ୍ଲାଜ୍‌ମା ଥେରାପି

ବ୍ରହ୍ମପୁର ଅଫିସ,୨୧।୭: ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିସାରିଛି। ଏପରିସ୍ଥିତିରେ କରୋନାରୁ ଗୁରୁତର ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଗଞ୍ଜାମ ଜିଲାରେ ଆରମ୍ଭ…

ଭଦ୍ରକବାସୀଙ୍କ ପାଇଁ ଖୁସି ଖବର: ଜିଲା ମୁଖ୍ୟ ଡାକ୍ତରଖାନାରେ ଆରମ୍ଭ ହେଲା ଟେଲିମେଡିଶିନ ସେବା

ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲାବାସୀଙ୍କୁ ଘରେ ବସି ସ୍ବାସ୍ଥ୍ୟ ସେବା ଯୋଗାଇବା ଓ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମଙ୍ଗଳବାର ଜିଲା ମୁଖ୍ୟ ଡାକ୍ତରଖାନାରେ ଟେଲିମେଡିଶିନ ସେବା ଶୁଭାରମ୍ଭ ହୋଇଛି। ଏ ନେଇ ଡାକ୍ତରଖାନା ପକ୍ଷରୁ ୨ ଟି ମୋବାଇଲ ନଂ.…

କୋଭିଡ କାର୍ଯ୍ୟରେ ମୃତ୍ୟୁ ହେଲେ ଯବାନଙ୍କୁ ମିଳିବ ଶହୀଦ ମାନ୍ୟତା ସହ ୧୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୧।୭: କରୋନା ମହାମାରୀ ସମୟରେ ଆଗ ଧାଡିର ଯୋଦ୍ଧାଙ୍କ ନାଁରେ ସାମିଲ ଅଛନ୍ତି ଯବାନ। ଏମାନଙ୍କର ଯଦି କୋଭିଡ-୧୯ କାର୍ଯ୍ୟରେ ଥିବା ସମୟରେ ମୃତ୍ୟୁ ହେଲା ତେବେ ସେମାନଙ୍କୁ ଶହୀଦ ଘୋଷଣା କରିବାକୁ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା।…

ସିଲ୍‌ ହେଲା ବସ୍ତା ହସ୍ପିଟାଲ

ବସ୍ତା,୨୧।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମର୍ଦା ପଞ୍ଚାୟତର ଜଣେ ବ୍ୟକ୍ତି କରୋନ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସୋମବାର ସନ୍ଧ୍ୟାରେ ସେ ଚିକିତ୍ସିତ ହୋଇ ଘରକୁ ଫେରୁଥିଲେ। ପୁନର୍ବାର ରାସ୍ତାରେ ଅସୁସ୍ଥ ହେବା ଯୋଗୁ ତାଙ୍କୁ ସ୍ଥାନୀୟ ବସ୍ତା ଡାକ୍ତରଖାନାକୁ…

ଚତୁର୍ଥୀ ପୂର୍ବରୁ ଏହି ମନ୍ଦିରକୁ ଆସନ୍ତି ସ୍ତ୍ରୀ-ସ୍ବାମୀ

ରାଜସ୍ଥାନର ଜୈସଲମେରରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ନିଜ ସଂସ୍କୃତି ଏବଂ ପରମ୍ପରା ପାଇଁ ବେଶ୍‌ ପ୍ରସିଦ୍ଧ। ଏହି ମନ୍ଦିର କେବଳ ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ମିଶାଲ ସୃଷ୍ଟି କରିଛି ତା ନୁହେଁ, ମହିଳା-ପୁରୁଷଙ୍କ ବୈବାହିକ ଜୀବନ ପାଇଁ ମଧ୍ୟ…

ଲାଲଜୀଙ୍କୁ ରୂପାର ରାକ୍ଷୀ ବାନ୍ଧୁଥିଲେ ମାୟାବତୀ

ଲେକ୍ଷ୍ନୌ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ୮୫ବର୍ଷ ବୟସରେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ଗତ କିଛି ଦିନରୁ ଲାଲଜୀ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ନିଧନ ପରେ ସମସ୍ତ ରାଜନୈତିକ…

ରାଜ୍ୟ ବିଜେଡିର ସାଧରଣ ସମ୍ପାଦିକା ହେଲେ ଗୀତାଞ୍ଜଳି

ଡେରାବିଶ, ୨୧ା୦୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଓ ଜିଲାର ବରିଷ୍ଠ ବିଜେଡି ନେତ୍ରୀ ଗୀତାଞ୍ଜଳି ସେଠୀଙ୍କୁ ବିଜୁ ଜନତା ଦଳ(ବିଜେଡି)ର ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ମନୋନୀତ କରାଯାଇଛି। ଏ ନେଇ ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ…

୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫସିରହିଲେ ମା’ଝିଅ: ବଞ୍ଚିବା ପାଇଁ କରିଥିଲେ ଏମିତି…

ଚାଇନାର ଏକ ମା’ଝିଅ ୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫଶି ରହିଥିଲେ। ସେମାନେ ବଞ୍ଚିବା ପାଇଁ ଏକ ଭିନ୍ନ ପଦ୍ଧତି ଆପଣାଇଥିଲେ। ୯୬ ଘଣ୍ଟା ପରେ ଲିପ୍ଟରୁ ବାହାରିବା ପରେ ସେମାନଙ୍କ ବଞ୍ଚିବାର ପଦ୍ଧତିର ଖୁଲାସା କରିଥିଲେ। ଏହାକୁ ଶୁଣିବା ପରେ…

ରାଜଧାନୀରୁ ବିଦାୟ ନେବାକୁ ଯାଉଛି କରୋନା

ନୂଆଦିଲ୍ଲୀ,୨୧।୭: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଏବେ ଏହା ବିଦାୟ ନେବାକୁ ଯାଉଥିବା କୁହାଯାଉଛି। ଜୁନ୍‌ରେ ଏଠାରେ ପିଜିଟିଭଙ୍କ ସଂଖ୍ୟା ଚିନ୍ତାର କାରଣ ପାଲଟିଥିବା ବେଳେ ସେତେବେଳେ ଦିଲ୍ଲୀରେ ପଜିଟିଭ ହାର ୩୨ ପ୍ରତିଶତ ଥିଲା।…

କିଏ ଦହି ତ ଆଉ କିଏ ନଡିଆ ତେଲ, ଏମିତି କେଶର ଯତ୍ନ ନିଅନ୍ତି ୭ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀଙ୍କ ସୁନ୍ଦର କେଶ ପ୍ରାୟତଃ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଅଭିନେତ୍ରୀ ନିଜ ଶରୀର ସହିତ କେଶର ବିଶେଷ ଯତ୍ନ ନିଅନ୍ତି। ଅଧିକାଂଶ ଅଭିନେତ୍ରୀମାନେ କେଶକୁ କ୍ଷତିକାରକ କେଶ ଦ୍ରବ୍ୟରୁ ରକ୍ଷା କରନ୍ତି। କେଶକୁ ସୁନ୍ଦର ରଖିବା ପାଇଁ ଘରୋଇ ଉପଚାର…

ମା’, ବାପାଙ୍କ ସମେତ ଏକମାତ୍ର ପୁଅର ଜୀବନ ନେଲା କରୋନା: କେବଳ ସୁସ୍ଥ ହୋଇ ଘରକୁ ଫେରିଲେ ବୋହୂ

ଦିଗପହଣ୍ଡି,୨୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡରେ ଇଲୋକ୍ଟ୍ରୋନିକ୍ସ ଦୋକାନ କରିଥିବା ଇ. ଜିତେନ୍ଦ୍ର ପାତ୍ର(୪୧)ଙ୍କ କରୋନାରେ ମୃତ୍ୟୁ ଘଟିଛି। ସୋମବାର ଶୀତଳାପଲ୍ଲୀସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଛନ୍ତି। ରବିବାର ତାଙ୍କ ବାପା ଇ. କୃଷ୍ଣ ପାତ୍ରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri