Posted inଖେଳ

ଖୁସି ଖବର: ପିତା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ କ୍ରିକେଟର୍‌ ଏବି ଡିଭିଲିୟର୍ସ ତୃତୀୟଥର ପାଇଁ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ଡେନିୟଲ୍‌ ଡିଭିଲିୟର୍ସ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ସେ ନବଜାତ ଶିଶୁ ସହ ଏକ ଫଟୋ ଶେୟାର କରି କହିଛନ୍ତି, ଆମେ ଆମର ସୁନ୍ଦର ଶିଶୁକୁ ସ୍ବାଗତ କରୁଛୁ। ତୁମେ ଆମ ପରିବାର ପାଇଁ ଆଶୀର୍ବାଦ। ଆମେ ତୁମକୁ ପାଇଁ ବହୁତ ଖୁସି। ଡିଭିଲିୟର୍ସ ନିଜ ଝିଅର ନାଁ ୟେନ୍ତେ ରଖିଛନ୍ତି। ଏହାପୂର୍ବରୁ ଏବି ଏବଂ ଡେନିୟଲ୍‌ଙ୍କ ଆବ୍ରାହମ, ରିଚର୍ଡ ନାମରେ ଦୁଇଟି ପୁଅ ଥିଲେ। ଉଭୟଙ୍କ ପ୍ରେମକାହାଣୀ ବେଶ୍‌ ନିଆରା। ଏବି ସ୍ତ୍ରୀଙ୍କ ଭାରତର ତାଜମହଲ ଆଗରେ ପ୍ରପୋଜ କରିଥିଲେ। ୨୦୧୩ ମାର୍ଚ୍ଚ ୩୦ରେ ଦୁହେଁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲିଓନ ମେଣ୍ଡୋଙ୍କା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ, ୧ା୧ (ପି.ଟି.)-ଇଟାଲୀରେ ଏକ ଟୁର୍ନାମେଣ୍ଟରେ ତୃତୀୟ ଓ ଫାଇନାଲ ନର୍ମ ହାସଲ କରିବାପରେ ଗୋଆର ୧୪ ବର୍ଷୀୟ ଲିଓନ ମେଣ୍ଡୋଙ୍କା ଭାରତର ୬୭ତମ ଚେସ୍‌...

ଜିମ୍‌ରେ ବିରାଟଙ୍କ ଓ୍ବାର୍କ ଆଉଟ୍‌

ନୂଆଦିଲ୍ଲୀ,୨୫।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ମାଞ୍ଚେଷ୍ଟରଠାରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଜିମ୍‌ରେ...

ଅଂଶୁ, ସୋନମଙ୍କୁ ଅଲିମ୍ପିକ ଯୋଗ୍ୟତା

ଅଲ୍‌ମାଟି (କାଜାଖସ୍ତାନ),୧୧ା୪(ପି.ଟି.)-ଏଠାରେ ଚାଲିଥିବା ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସରେ ପ୍ରଭାବୀ ପ୍ରଦର୍ଶନ ସହ ଭାରତର ଯୁବ ରେସ୍‌ଲର ଅଂଶୁ ମଲିକ ଓ ସୋନମ ମଲିକ ଟୋକିଓ ଗେମ୍ସ...

ଏମ୍‌ସିଏ ମୁଖ୍ୟଙ୍କୁ ଭେଟିବେ ସଚିନ

ମୁମ୍ବାଇ,୯।୧୦(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ମୁମ୍ବାଇ କ୍ରିକେଟ ଏକାଡେମୀ (ଏମ୍‌ସିଏ) ସଭାପତି ବିଜୟ ପାଟିଲଙ୍କୁ ଭେଟିବେ। ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ସିଏ ପକ୍ଷରୁ...

ଚେଲ୍‌ସି ବିପକ୍ଷ ସୁପର କପ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ ଆଲିସନ

ଲିଭରପୁଲ,୧୦।୮(ଏଏଫ୍‌ପି)- ଲିଭରପୁଲ୍‌ ଗୋଲକିପର ଆଲିସନ ବେକର ବୁଧବାର ଚେଲ୍‌ସି ବିପକ୍ଷ ୟୁଫା ସୁପର କପ୍‌ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ତାଙ୍କ ଗୋଇଠିରେ ଆଘାତ ଲାଗିଛି। ୟୁରୋପ...

ଭାରତରେ ଚମକିବେ ଇଂଲଣ୍ଡର ଏହି ସ୍ପିନର, ବଲ୍‌କୁ ଖେଳି ପାରିବେନି ଭାରତୀୟ ଖେଳାଳି :ସ୍ବାନ୍‌

ଲଣ୍ଡନ,୨୪।୧: ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌। ଏହାପୂର୍ବରୁ ଇଂଲଣ୍ଡର ପୂର୍ବ ଅଫ୍‌ ସ୍ପିନର ଗ୍ରିମ୍‌ ସ୍ବାନ ଦଳର ଜ୍ୟାକ୍‌...

ପ୍ରୋ-କବାଡ଼ି ଲିଗ୍‌ ବେଙ୍ଗଲକୁ ହରାଇଲା ହରିୟାଣା

ନୂଆଦିଲ୍ଲୀ, ୨୭ା୮ (ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌) ସିଜନ ୭ରେ ସୋମବାର ହରିୟାଣା ଷ୍ଟିଲର୍ସ ୩୬-୩୩ରେ ବେଙ୍ଗଲ ଓ୍ବାରିୟର୍ସକୁ ପରାସ୍ତ କରିଛି। ମ୍ୟାଚରେ ବିଜୟୀ ଦଳର...

କୋହଲି, ପଡିକ୍କଲଙ୍କ ଅର୍ଦ୍ଧଶତକ; ବାଙ୍ଗାଲୋରର ଦମ୍‌ଦାର ବିଜୟ

ଆବୁଧାବି, ୩।୧୦: ଚଳିତ ଆଇପିଏଲ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମ୍‌ଦାର ବିଜୟ ହାସଲ କରିଛି। ସ୍ଥାନୀୟ...

Advertisement
Ten Cric Info


Archives

Model This Week