ବୋତଲରେ ବନ୍ଦ କରି ୭୪ ବିଲୁପ୍ତ ପ୍ରଜାତି ଶୁଆ ଚୋରା ଚାଲାଣ: ବନ୍ଦର ଅଧିକାରୀଙ୍କ ହାତରେ ପଡ଼ିଲା ଧରା

ପାପୁଆ,୨୧।୧୧: ଇଣ୍ଡୋନେସିଆର ପାପୁଆ ବନ୍ଦରରେ ପ୍ଲାଷ୍ଟିକ୍‌ ବୋତଲରେ ବନ୍ଦ ଥିବା ୭୪ ବିଲୁପ୍ତ ପ୍ରଜାତିର ଶୁଆ ଚୋରା ଚାଲାଣ ହେଉଥିବା ସମୟରେ ଧରା ପଡ଼ିଛି। ବନ୍ଦର ଅଧିକାରୀମାନେ ବୋତଲରୁ ଶୁଆଗୁଡ଼ିକୁ ବାହାର କରିଥିଲେ। ସେଥିମଧ୍ୟରୁ ୬୪ ଜୀବିତ ଥିବାବେଳେ ୧୦ଟି ଶୁଆଙ୍କର ମୃତ୍ୟୁ ଘଟିଛି। ଇଣ୍ଡୋନେସିଆରେ ବିଭିନ୍ନ ବିଲୁପ୍ତ ପ୍ରଜାତିର ପକ୍ଷୀ ମିଳିଥାନ୍ତି। ଏହାକୁ କିଛି ଲୋକ ବାହାର ଦେଶକୁ ଚୋରା ଚାଲାଣ କରୁଥିବା ବନ୍ଦର ଅଧିକାରୀମାନେ ପ୍ରକାଶ କରିଛନ୍ତି। ଉଦ୍ଧାର କରାଯାଇଥିବା ଶୁଆଗୁଡ଼ିକୁ କେଉଁ ଦେଶକୁ ଚୋରା ଚାଲାଣକରାଯାଉଥିଲା ତାହା ଜଣାପଡ଼ି ନାହିଁ। ଏକ ବାକ୍ସ୍‌ରୁ ଶବ୍ଦ ବାହାରୁଥିବାରୁ ଜାହାଜ କର୍ମଚାରୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ବାକ୍ସ୍‌ ଖୋଲିଥିଲେ। ସେଥିରେ ଶୁଆଗୁଡ଼ିକୁ ପ୍ଲାଷ୍ଟିକ ବୋତଲରେ ବନ୍ଦ କରାଯାଇଥିବା ଦେଖିବାକୁ ମିିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସୈନ୍ୟ ବାହିନୀ-ଆଇଏସ୍‌ଆଇର ଶକ୍ତି ହେବ ବୃଦ୍ଧି

ଇସଲାମାବାଦ୍‌,୨୫।୧୧: ପାକିସ୍ତାନରେ ସୈନ୍ୟ ବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଶକ୍ତିରେ ଏବେ ବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନ୍ୟାଶନାଲ ଇଣ୍ଟେଲଜେନ୍ସ୍‌ କୋର୍ଡିନେଶନ କମିଟି...

ରୁଷିଆ ସୀମାରେ ୟୁକ୍ରେନ୍‌ ସୈନ୍ୟ

କିଭ୍‌/ମସ୍କୋ, ୧୬ା୫: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସୋମବାର ୮୨ ଦିନରେ ପହଞ୍ଚିଛି। ଦିନ ଯେତେ ଲମ୍ବୁଛି ୟୁକ୍ରେନ୍‌ରେ ବେଶୀ କିଛି ହାସଲ କରିବାର ଆଶା...

ଚଳନ୍ତା କାର୍‌ରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୁବକ, ଘଟିଲା ଏମିତି…

ଓ୍ବାଶିଂଟନ,୧୯ା୬: ଆମେରିକାର କାଲିଫର୍ନିଆର ସେନ୍‌ ଜୋସ ସହରରେ ଜଣେ ଡ୍ରାଇଭର ଜଣେ ମହିଳାଙ୍କୁ ଦୁର୍ଘଟଣା ଘଟାଇ ମାରିବା ସହ ଦୁଇ ଲୋକଙ୍କୁ ଆହତ କରିଥିବା ଅଭିଯୋଗ...

ପାକିସ୍ତାନରେ ଗୋଟିଏ ଦିନରେ ନିର୍ବାଚନ ପାଇଁ ସହମତି…

ଇସଲାମାବାଦ,୩।୫ : ପାକିସ୍ତାନ ସରକାର ଏବଂ ବିରୋଧୀ ଦଳ ପିଟିଆଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଏହା ଅନୁସାରେ ସମଗ୍ର ଦେଶରେ ଗୋଟିଏ ଦିନରେ...

ରୁଷିଆ ବିରୋଧରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ ଆମେରିକା

ୱାଶିଂଟନ,୧୫ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ୧୯ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଯୁଦ୍ଧ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି...

ସୁଦାନରେ ସେନା ବିଦ୍ରୋହ ଉଦ୍ୟମ

ଖାରତୁମ୍‌, ୨୨ା୯: ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଦାନରେ ସରକାରକୁ କ୍ଷମତାଚ୍ୟୁତ କରି ଶାସନ ନିଜ ହାତକୁ ନେବାକୁ ସେନାର ଏକ ଗୋଷ୍ଠୀ ମଙ୍ଗଳବାର ଉଦ୍ୟମ କରିଛନ୍ତି।...

ସମୁଦ୍ରରେ ପହଁରି ପହଁରି ମାଲେସିଆରୁ ମକ୍କାରେ ପହଞ୍ଚିବା ପାଇଁ ଚାହୁଁଥିଲେ ଯୁବକ, ପରେ ଯାହା ଘଟିଲା ଜାଣିଲେ…

ମାଲେସିଆର ଜଣେ ଯୁବକ ଧର୍ମସ୍ଥଳ ମକ୍କାରେ ପହଞ୍ଚତ୍ବା ପାଇଁ ଯାହା କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଯୁବକ ଜଣକ ମାଲେସିଆରୁ ପ୍ରାୟ ୭୦୦୦ କିଲୋମିଟର...

ମସ୍କୋରେ ଡ୍ରୋନ୍‌ ଆକ୍ରମଣ: ବହୁ କୋଠା କ୍ଷତିଗ୍ରସ୍ତ…

ମସ୍କୋ,୩୦।୫ : ମଙ୍ଗଳବାର ସକାଳେ ରୁଷିଆର ରାଜଧାନୀ ମସ୍କୋରେ ଡ୍ରୋନ ଆକ୍ରମଣ ହୋଇଛି। ଡ୍ରୋନ ଆକ୍ରମଣ ସମ୍ପର୍କରେ ମସ୍କୋ ମେୟର ସର୍ଗେଇ ସୋବିୟାନିନ ସୂଚନା ଦେଇଛନ୍ତି।...

Advertisement
Archives

Model This Week