ରାଜ୍ୟସଭାରେ ସାମ୍ନାସାମ୍ନି ହେଲେ ଗୋଟିଏ ରାଜ୍ୟର ୨ ପ୍ରତିଦ୍ୱନ୍ଦୀ
ନୂଆଦିଲ୍ଲୀ,୨୨।୭: ରାଜ୍ୟସଭାରେ ୪୫ଜଣ ନବନିର୍ବାଚିତ ସଦସ୍ୟ ବୁଧବାର ଶପଥ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୩୬ଜଣ ଏଭଳି ଏମ୍ପି ଅଛନ୍ତି ଯେଉଁମାନେ ପ୍ରଥମ ଥର ରାଜ୍ୟସଭାରେ ପହଞ୍ଚିଛନ୍ତି। ନିକଟରେ ରାଜ୍ୟସଭା ନିର୍ବାଚନ ଓ ଉପନିର୍ବାଚନରେ ୨୦ଟି ରାଜ୍ୟରୁ ୬୧ଜଣ ସଦସ୍ୟ ଚୟନ ହୋଇଥିଲେ।…
ମାତ୍ର ୨୮ ବର୍ଷ ବୟସରେ ହାସଲ କରିଛନ୍ତି ଅନେକ ସଫଳତା: କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ
ପପ୍ ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କ ଜୁଲାଇ ୨୨ରେ ଜନ୍ମଦିନ। ସେ ଏବେ ୨୮ ବର୍ଷରେ ପାଦଦେଇଛନ୍ତି। ସେ ଜଣେ ପ୍ରସିଦ୍ଧ ଗାୟିକା। ସେଲିନା ‘ଗୁଡ ଫର ୟୁ’, ‘ସେମ୍ ଓଲ୍ଡ ଲଭ୍ ’ ଏବଂ ‘ବ୍ୟାକ୍ଟୁ ୟୁ’ ଭଳି…
କରେନା ପଜିଟିଭ୍ ସ୍ତ୍ରୀଙ୍କ ଏଭଳି ଅବସ୍ଥା ଦେଖି ସାରା ରାତି କାନ୍ଦିଲେ ଏହି ଅଭିନେତା
ବମ୍ବେ: ଅଭିନେତା ହିମାଂଶୁ ସୋନୀଙ୍କ ସ୍ତ୍ରୀ ଶୀତଲ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ହେଲେ ସଂକ୍ରମିତ ହେବା ମଧ୍ୟରେ ଏଭଳି ଏକ ସମୟ ଆସିଥିଲା ଯେଉଁ ସମୟରେ ହିମାଂଶୁ ଶୀତଲଙ୍କୁ ହରାଇ ଦେବା…
ସାପ ସ୍ବପ୍ନ ଦେଖୁଛନ୍ତି କି.. ଜାଣନ୍ତୁ କ’ଣ ଥାଏ ଭବିଷ୍ୟବାଣୀ
ନିଦ ଅଛି ତ ସ୍ବପ୍ନ ଅଛି। କହିବାର ତାତ୍ପର୍ଯ୍ୟ ଶୋଇବା ପରେ କିଛି ନା କିଛି ସ୍ବପ୍ନ ଆମେ ଦେଖିଥାଉ। ସ୍ବପ୍ନଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ପପ୍ନର କିଛି ନା କିଛି ଅର୍ଥ ନିହାତି ରହିଥାଏ। ସେଗୁଡ଼ିକ ଆଗାମୀ ଭବିଷ୍ୟତ ସମ୍ପର୍କରେ ପ୍ରଥମରୁ…
ଆଇଏମ୍ଜି ରିଲାଏନ୍ସ ସହ ଧାଓ୍ବନଙ୍କ ଚୁକ୍ତି
ମୁମ୍ବାଇ,୨୨।୭(ପି.ଟି.): ଭାରତୀୟ ଅଭିଜ୍ଞ ଓପନର ଶିଖର ଧାଓ୍ବନ୍ ଏକ ବଡ଼ ଧରଣର ମାର୍କେଟିଂ ଓ ମ୍ୟାନେଜମେଣ୍ଟ ଚୁକ୍ତି କରିଛନ୍ତି। ସେ ଆଇଏମ୍ଜି ରିଲାଏନ୍ସ ସହ ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଫଳରେ ଆଇଏମ୍ଜି ପ୍ଲେୟାର ମ୍ୟାନେଜମେଣ୍ଟ ରୋଷ୍ଟରରେ ରୋହିତ ଶର୍ମା, ଯଶପ୍ରୀତ…
ପାଟି ଭିତରେ ଏପରି ଲାଲ୍ ଚିହ୍ନ ଅଛି କି, ହୋଇପାରେ କରୋନାର ଲକ୍ଷଣ
ପାଟି ଭିତରେ ଲାଲରଙ୍ଗର ଏକ ଚିହ୍ନ ଦେଖାଯାଉଥିଲେ ତାହା ମଧ୍ୟ କରୋନା ଭୂତାଣୁର ଲକ୍ଷଣ ହୋଇପାରେ ବୋଲି ସ୍ପେନ୍ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ ଏହିପରି ୨୧ ଜଣ ରୋଗୀଙ୍କୁ ନେଇ ପରୀକ୍ଷା କରିଥିଲେ, ଯେଉଁମାନଙ୍କ ପାଟିରେ ଏପରି ଲାଲ୍…
ପାଣିରେ ବୁଡ଼ିଯିବାର ଅଭିନୟ କରୁଥିଲା ପିଲା, ପରେ ଘଟିଲା କିଛି ଏମିତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। କେତେକ ଭିଡିଓ ଦେଖି ହସ ନିୟନ୍ତ୍ରଣ ହେଉ ନ ଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏକ ଭିଡିଓ ବହୁତ…
ମା’ବାପାଙ୍କୁ ନିର୍ମମ ଭାବେ ହତ୍ୟାର ପ୍ରତିଶୋଧ: ୪୦ ତାଲିବାନ ଆତଙ୍କବାଦୀ ସହ ଏକ ଘଣ୍ଟା ଧରି ଲଢ଼ିଲେ ଏହି ଯୁବତୀ
ଅତୀତରେ ମଲାଲା ୟୁସୁଫଜାଇ ଆତଙ୍କବାଦ ବିରୋଧରେ ନିଜ ଲଢ଼େଇ ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ। ଏବେ ସେଭଳି କିଛି କାମ କରି ଆଫଗାନିସ୍ତାନର ଜଣେ ୧୬ ବର୍ଷ ବୟସ୍କା ଯୁବତୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଲିବାନର ଆତଙ୍କବାଦୀମାନେ ମା’ବାପାଙ୍କୁ ହତ୍ୟା କରିବା…
ପ୍ରତିରୋଧକ ଶକ୍ତି ବଢ଼ାଇବ ‘ଆଣ୍ଟି କରୋନା ଟି’
ଓ୍ବାରାଙ୍ଗାଲ,୨୨।୭: ସାରା ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଉଦ୍ବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି। କରୋନା କାଳରେ ଯେଉଁଠି ଲୋକମାନେ ରାସ୍ତା ଉପରେ ଥିବା ଠେଲା ଦୋକନକୁ ଯିବା ପାଇଁ କି ସେଠାରୁ କିଛି ଖାଇବାକୁ ଡରୁଛନ୍ତି। ସେଇଠି…
ଶେଷରେ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ ସତ ହୋଇଥିଲା
ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦେଶକୁ ଅନେକ ସଫଳ କ୍ରିକେଟର ଦେଇଛନ୍ତି। ଏହି କ୍ରିକେଟରମାନେ ଗାଙ୍ଗୁଲିଙ୍କ ଅଧିନାୟତ୍ୱ ସୁଯୋଗ ପାଇ ଭଲ ପ୍ରଦର୍ଶନ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରୁ ସର୍ବାଗ୍ରେ ଅଛନ୍ତି ମହେନ୍ଦ୍ର ସିଂ ଧୋନୀ। ଗାଙ୍ଗୁଲି ହିଁ ପ୍ରଥମ ବ୍ୟକ୍ତି…
ଗୋଡ଼ାଇକି ନୁହେଁ ଉଡ଼ିକି କାମୁଡ଼େ ଏହି ସାପ: ଦେହରୁ ଝଡ଼ାଇ ଦିଏ ମାଂସ
ଆମ ବିଶ୍ୱରେ ଅନେକ ସ୍ଥାନ ଅଛି, ଯାହା ରହସ୍ୟ ଏବଂ ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ । ଏପରି କେତେକ ସ୍ଥାନ ଅଛି ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତ ଆଉ କେତେକ ବିପଦରେ। ଆପଣ କେବେ ଏପରି ସ୍ଥାନ ବିଷୟରେ ଶୁଣିଛନ୍ତି ଯେଉଁଠାରେ…
ଭୂକମ୍ପରେ ଥରିଲା ଆଲାସ୍କା
ଓ୍ବାଶିଂଟନ୍,୨୨।୭: ଆମେରିକା ଆଲାସ୍କାରେ ବୁଧବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ରହିଥିଲା। ଆଙ୍କରେଜ୍ର ଦକ୍ଷିଣପଶ୍ଚିମରୁ ୫୦୦ମାଇଲ ଓ ପେରୀଭିଲ୍ର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ୬୦ମାଇଲ୍ ଦୂରରେ ଏହାର କେନ୍ଦ୍ରର ସ୍ଥଳ…
Archives


