ପୂର୍ବ ଶତ୍ରୁତାରୁ ବିଭତ୍ସ ହତ୍ୟାକାଣ୍ଡ: ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟେ ପଡ଼ିଛି ରକ୍ତ ଭିଜା ମୃତଦେହ

ସୋନପୁର/ତରଭା,୨୧।୧୧(ନି.ପ୍ର./ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ ଦଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । କଟାପାଲି ପଞ୍ଚାୟତ ଅରଖାପଦର ଗାଁର ପିତାମ୍ବର ମହାକୁର(୪୫)ଙ୍କୁ ଦଇତପୁର ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିେଯୋଗ କରିଛନ୍ତି। ପିତାମ୍ବରଙ୍କ ଦୁଇ ହାତକୁ ଧାରୁଆ ଅସ୍ତ୍ରରେ କାଟି ଦିଆଯାଇଛି । ସେହିପରି ମୁଣ୍ଡରେ ଆଘାତ ଲାଗିଛି। ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରା ଯାଇଥିବା ସନ୍ଦେହ କରାଯାଉଛି ।
ଶନିବାର ସକାଳେ ଏ ସମ୍ପର୍କରେ ଜଣା ପଡ଼ିବା ପରେ ତରଭା ଆଇଆଇସି ଡୋଳାମଣି ଭୋଇ ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବଲାଙ୍ଗୀରରୁ ସାଇଣ୍ଟିଫିକ୍‌ ଟିମକୁ ଡକା ଯାଇଛି । ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳୀପୂଜା ପ୍ରସ୍ତୁତି ବୈଠକ: ପ୍ଲାଷ୍ଟିକମୁକ୍ତ ପୂଜା ମଣ୍ଡପ ନିଷ୍ପତ୍ତି

ଯାଜପୁର ରୋଡ, ୧୭।୧୦(ନି.ପ୍ର.): ଯାଜପୁର ରୋଡ ସହରରେ କାଳୀପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନେଇ ବୁଧବାର ଜିଲା ପ୍ରଶାସନ ଓ ପୋଲିସ୍‌ ପକ୍ଷରୁ...

ଜଳଖିଆ ପାଇଁ ଯାଇଥିଲେ ୨ ଭଉଣୀ, ଫେରିବା ବେଳେ କୂଅରେ ଖସିପଡ଼ିଲେ

କାମାକ୍ଷାନଗର,୩୧।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା କହ୍ନେଇପାଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ଏକ ନିର୍ମାଣାଧୀନ କୂଅରେ ପଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ...

ଯୁଦ୍ଧ ବିଭୀଷିକା ବଖାଣିଲେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ର

ନବରଙ୍ଗପୁର,୧୦ା୩(ବି.ପ୍ର.) ୟୁକ୍ରେନ୍‌ରେ ଫସିଥିବା ନବରଙ୍ଗପୁରର ଡାକ୍ତରୀ ଛାତ୍ର ନୃସିଂହ ନାଥ ପାତ୍ର ଓ ସୌରଭ ସାହୁ ଘରକୁ ଫେରିଛନ୍ତି। ସେଠାକାର ଯୁଦ୍ଧ ବିଭୀଷିକା ଓ ବଞ୍ଚତ୍ବା ପାଇଁ...

‘୫୦% ପିଲାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି’

ଭୁବନେଶ୍ୱର, ୧୮।୮(ବ୍ୟୁରୋ):ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ମଙ୍ଗଳବାର ‘କୋଭିଡର ତୃତୀୟ ଲହର ଓ ପିଲାଙ୍କ ଉପରେ ଏହାର ପ୍ରଭାବ’କୁ ନେଇ ଏକ...

ଜଳେଶ୍ୱର ପୌରପାଳିକା: ୧୭ ୱାର୍ଡରେ ୨୦, ୦୫୯ ଭୋଟର

ଜଳେଶ୍ୱର, ୧୦ା୩(ଡି.ଏନ.ଏ.)  ଆସନ୍ତା ପୌରପାଳିକା ନିର୍ବାଚନରେ ବାଲେଶ୍ୱର ଜିଲା ଜଳେଶ୍ୱରର ୧୭ଟି ୱାର୍ଡର ୨୦, ୦୫୯ ମତଦାତା ସେମାନଙ୍କ ମତସାବ୍ୟସ୍ତ କରିବେ। ଏଥିରେ ୯୯୯୫ ପୁରୁଷ ଓ...

ସବୁଜିମା ଆଣିବା ଲକ୍ଷ୍ୟରେ  ‘ସବୁଜ ସୁନ୍ଦର ବାରିପଦା’

ବାରିପଦା ଅଫିସ, ୧୫ା୩- ବାରିପଦା ସହରକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ୨୦୧୪ରେ କେତେକ ଯୁବକ ସଂଗଠିତ ହୋଇ ‘ସବୁଜ ସୁନ୍ଦର ବାରିପଦା’ ସଙ୍ଗଠନ ଗଢିଥିଲେ...

କରୋନା ଭୟ: ରାଜପଥରେ ବସ୍‌ ଅଟକାଇ ୫୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସମସ୍ତ ଯାତ୍ରୀ ସୁସ୍ଥ

ସିମୁଳିଆ,ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଅଞ୍ଚଳର ୫୧ ଜଣ ତାମିଲନାଡୁରେ ବସବାସ କରୁଥିଲେ। ଶନିବାର ସେମାନେ ଘରୋଇ ବସ୍‌ ସାଡୋ (କେଏଲ୦୭ ସିଟି ୯୫୮୪) ଯୋଗେ ବାଲେଶ୍ୱର ଫେରୁଥିଲେ।...

ବାର୍‌ହା ଫାଶରେ ବାଘ

ତିଗିରିଆ,୪।୧(ଡି.ଏନ୍‌.ଏ.): କଟକ ଜିଲା ତିଗିରିଆ ବନାଞ୍ଚଳର ଭିରୁଡ଼ା ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରେ ଏକ କଲରାପତରିଆ ବାଘ ଫାଶରେ ପଡ଼ି ମୃତ୍ୟୁ ଘଟିଛି। ବାରହା...

Advertisement
Archives

Model This Week