ଘରେ ଖାଇବାକୁ ନାହିଁ, ମାତ୍ର ୩୦୦ ଟଙ୍କାରେ ମୂଲ ଲାଗୁଛନ୍ତି ଏହି ଗୋଲ୍ଡ ମେଡାଲିଷ୍ଟ
ନୂଆଦିଲ୍ଲୀ,୨୩ା୭: ଦୌଡ଼ର ବାଦ୍ଶାହା କରୋନା ସମୟରେ ଏତେ ଅସହାୟ ହୋଇପଡ଼ିଛନ୍ତି ଯେ, ତାଙ୍କୁ ଘର ଚଳାଇବା ପାଇଁ ଟଙ୍କାଟିଏ ମିଳିଲାନି। ସେଥିପାଇଁ ଦିନକୁ ୩୦୦ ଟଙ୍କାରେ ମୂଲ ଲାଗିବାକୁ ଯାଉଛନ୍ତି। ଯାହାଙ୍କୁ ଲୋକମାନେ ଦିନେ କରତାଳି ମଧ୍ୟରେ ଉତ୍ସାହିତ କରୁଥିଲେ, ସେହି…
କରୋନାକୁ ଦୁର୍ବଳ କରୁଛି ଶରୀରର ଏହି ଭିଟାମିନ୍: ଏସବୁ ଦେଶରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍
ସମଗ୍ର ବିଶ୍ୱରେ କରୋନା କାୟା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥିତିରେ କିଛି ଦେଶରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଦେଶରେ ଏହା ବହୁତ କମ୍ ରହିଛି। ଏପରି ହେବା ପଛର କାରଣଟି ହେଲା ଲୋକଙ୍କ ଶରୀରରେ ଥିବା ଭିଟାମିନ୍…
ଏସବୁ ଜିଲାରୁ ଝାରସୁଗୁଡ଼ା ଗଲେ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ
ଝାରସୁଗୁଡ଼ା ଅଫିସ,୨୩।୭: ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେବା ସତ୍ତ୍ୱେ ଏହା ଥମିବାର ନାଁ ନେଉନାହିଁ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି। ବାହାର ଜିଲାରୁ ଆସୁଥିବା ଲୋକଙ୍କ ଯୋଗୁ ଝାରସୁଗଡ଼ାରେ…
ସ୍ମାର୍ଟ ହେଲମେଟ୍: ମିନିଟ୍ରେ ୨୦୦ ଲୋକଙ୍କର କରୁଛି ଥର୍ମାଲ ସ୍କାନିଂ
ମୁମ୍ବାଇ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ମହାରାଷ୍ଟ୍ର ମୁମ୍ବାଇରେ ସ୍ମାର୍ଟ ହେଲମେଟ୍ର ପ୍ରଚଳନ କରାଯାଇଛି। ଏହାକୁ ପିନ୍ଧି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି…
ସାମ୍ନାକୁ ଆସିଲା କୋଭିଡ ହସ୍ପିଟାଲର ଅବ୍ୟବସ୍ଥା
ଅହମଦାବାଦ,୨୩।୭: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ଫଳପ୍ରଦ ହେଉଛି ତା’ର ତଦାରଖ କରିବା ପାଇଁ କେହି ନାହାନ୍ତି। ହେଲେ କରୋନା ସଙ୍କଟରେ ଗୁଜରାଟରୁ ଆସିଥିବା ଏକ ଭିଡିଓ ଏବେ ସରକାରଙ୍କ…
ଅନର୍ଗଳ ଇଂରାଜୀ କହି ଫଳ ବିକୁଥିବା ମହିଳାଙ୍କୁ ପଚରାଗଲା ଯୋଗ୍ୟତା, ଜବାବ ମିଳିଲା ଏମିତି
ଇନ୍ଦୋର,୨୩।୭: କରୋନା ଯୋଗୁ ଅନେକ ଦୋକାନ, କାରଖାନା ଏବଂ କମ୍ପାନୀ ବନ୍ଦ ଅଛି। ଏଭଳି ପରିସ୍ଥିତିରେ ଅନେକ ଶିକ୍ଷିତ ଲୋକ ଚାକିରି ହରାଇ ଫଳ ଏବଂ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖବବାକୁ ମିଳିଛି।…
ଝାରସୁଗୁଡ଼ାରୁ ଏସବୁ ସ୍ଥାନକୁ ଗଡିବନି ବସ୍
ଝାରସୁଗୁଡ଼ା ଅଫିସ,୨୩।୭: ଝାରସୁଗୁଡ଼ା ଜିଲାରେ କରୋନା କାୟା ବିସ୍ତାର କରି ଚାଲିଛି। ଏହା ଜିଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏ ନେଇ ଗୁରବାରଠାରୁ କରୋନା ହଟସ୍ପଟ ଏରିଆକୁ ବସ୍…
ରକ୍ଷାବନ୍ଧନରେ ଉତ୍ତର-ପୂର୍ବ ଭଉଣୀମାନଙ୍କୁ ଉପହାର ଦେଲେ ମୋଦି
ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଣିପୁରକୁ ଏକ ନୂତନ ଉପହାର ଦେଇଛନ୍ତି। ପ୍ରତି ଘରକୁ ଜଳ ଯୋଗାଣ ମିଶନ ଆଧାରରେ ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ମଣିପୁର ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଏହି ସମୟରେ ସେ ଜନତାଙ୍କୁ ସମ୍ବୋଧିତ…
କରୋନା ପ୍ରଭାବ: ଦୋକାନରେ ଚା’ ନୁହେଁ ମିଳୁଛି ଏହି ଜିନିଷ
ବାରାଣସୀ,୨୩।୭: ଚା’ କିମ୍ବା କଫି ଦୋକାନ ବିଷୟରେ ସମସ୍ତେ ଅବଗତ ଥିବେ। କିନ୍ତୁ କାଢା ଦେକାନ ବିଷୟରେ ଖୁବ୍ କମ ଲୋକ ଜାଣିଥିବେ। ଉତ୍ତର ପ୍ରଦେଶର କାଶୀରେ ଚା’ ବଦଳରେ ଏବେ କାଢା ପିଇବାର କ୍ରେଜ୍ ଦେଖିବାକୁ ମିଳିଛି। ଲୋକେ ଚା’…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ୩ ବିଦେଶୀ ମହିଳା ହେଲେ ଗର୍ଭବତୀ: ପ୍ରଶାସନର ଅକଲ ଗୁଡୁମ୍
ରାଞ୍ଚି,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କ୍ୱାରାଣ୍ଟାଇନ୍ ସେଣ୍ଟରରେ ୩ ଜଣ ମହିଳା ଗର୍ଭବତୀ ହେବା ଖବର ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ରାଜନୈତିକସ୍ତରରେ ଚର୍ଚ୍ଚା ଜାରି ରହିଛି। ଏହି ଘଟଣା ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି।…
ସରକାର ମାଗୁଛନ୍ତି କାଳିଆ ଟଙ୍କା
କୋରୁକୋଣ୍ଡା,୨୩।୭(ଡି.ଏନ୍.ଏ): ଚାଷୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ସରକାର କାଳିଆ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ତେବେ ସରକାର ପୁଣି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଉକ୍ତ ଟଙ୍କା ଫେରସ୍ତ ନିମନ୍ତେ ଚିଠି ଲେଖିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି…
କରୋନା ଯୋଗୁ ଗଲା ଚାକିରି, ୪ ମାସର ଶିଶୁକୁ ଏତିକି ଟଙ୍କାରେ ବିକି ଦେଲେ ପିତା
ଗୁଆହାଟୀ,୨୩।୭: କରୋନା ଅନେକ ଲୋକ ଚାକିରି ହରାଇଛନ୍ତି। ସାଧାରଣତଃ ଶ୍ରମିକ ଶ୍ରେଣୀର ଲୋକେ ବହୁ ଅସୁବିଧାର ସାମ୍ନାକ କରୁଛନ୍ତି। ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା ମଧ୍ୟ ସେମାନଙ୍କ ପାଇଁ ଅସମ୍ଭବ ହୋଇପଡୁଛି। ଆସାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।…
Archives


