Home Left

ଫୁଲ୍‌ ପାଣି ବାଲ୍‌ଟି ଉପରେ ଚଢ଼ିଲା କୁକୁର, ପରେ କଲା ଏମିତି

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଏକ କୁକୁରର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କୁକୁର ଫୁଲ୍‌ ପାଣିଥିବା ଏକ ବାଲ୍‌ଟି ଉପରେ ଚଢ଼ି ପାଣି ଭିତରେ ପଶୁଛି। ଭିଡିଓ…

ଅନ୍‌ଲାଇନ ପାଠପଢ଼ା ପାଇଁ ଛାତ୍ରୀ ଛାହୁଁଥିଲେ ସ୍ମାର୍ଟଫୋନ: ଏହି ଅଭିନେତ୍ରୀ ପଠାଇଲେ iPhone

ବେଙ୍ଗାଲୁରୁ,୩୧।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ କିଏ ବା ନ ଜାଣେ। ତାଙ୍କର ସୌନ୍ଦର୍ଯ୍ୟ ଓ ଚତ୍ମକାରି ଅଭିନୟ ସବୁ ପ୍ରଶଂସକଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି। ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରହୁଥିବା ତାପସୀ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ…

ବୃଦ୍ଧଙ୍କୁ ରାସ୍ତାରେ ଏମିତି ସାହାଯ୍ୟ କଲା କୁକୁର, ଦେଖି ହୋଇଯିବେ ଭାବପ୍ରବଣ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଭୁଲରେ ବି ଭାଇଙ୍କୁ ବାନ୍ଧନ୍ତୁ ନାହିଁ ଏଭଳି ରାକ୍ଷୀ, ହୋଇଥାଏ ଅଶୁଭ

ଆସୁଛି ରାକ୍ଷୀପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ଏହି ସ୍ବତନ୍ତ୍ର ଦିନକୁ ଅଧିକ ଖାସ କରିବା ପାଇଁ ବଜାରରେ ଭଳିକି ଭଳି ରାକ୍ଷୀ ଉପଲବ୍ଧ ହୋଇଥାଏ। ହେଲେ ଦେଖିବାକୁ ସୁନ୍ଦର ହେଲେ ବି କିଛି ରାକ୍ଷୀ ବାନ୍ଧିବା ଅନୁଚିତ। ଯେମିତିକି ବଜାରରୁ ଆଣିଥିବା ରାକ୍ଷୀର କିଛି…

ଭୂମିପୂଜାରେ ଅଯୋଧ୍ୟରେ ଭିଡ଼ ଏକତ୍ରିତ ନ କରିବାକୁ ଯୋଗୀଙ୍କ ଅପିଲ୍‌

ଆଯୋଧ୍ୟା,୩୧।୭: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମରେ ଭିଡ଼ ନ ଜମାଇବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସାମିଲ…

ହସ୍ପିଟାଲରୁ ୪୨ କରୋନା ରୋଗୀ ନିଖୋଜ, ଚିନ୍ତାରେ ପ୍ରଶାସନ…

ଗାଜିପୁର, ୩୧।୭: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ସମୟରେ ମଧ୍ୟ କରୋନା ସହ ଜଡିତ ଅନେକ ଅବହେଳା ସାମ୍ନାକୁ ଆସୁଛି। ପୂର୍ବ ୟୁପିର ଗାଜିପୁର ଜିଲାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଗାଜିପୁରରେ ସ୍ବାସ୍ଥ୍ୟବିଭାଗର…

ଅନ୍ୟ ଅଲରାଉଣ୍ଡରଙ୍କ ତୁଳନାରେ ଭଲ ଆଥଲେଟ୍‌ ଥିଲି: କପିଳ ଦେବ

ନୂଆଦିଲ୍ଲୀ,୩୧।୭: ବିଶ୍ୱ କ୍ରିକେଟରେ ଏମିତି ଏକ ସମୟ ଥିଲା ଯେତେବେଳେ ୪ ଜଣ ଅଲରାଉଣ୍ଡରଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ସେମାନେ ହେଲେ ଇଂଲଣ୍ଡର ଇଆନ ବୋଥାମ, ନ୍ୟୁଜିଲାଣ୍ଡର ରିଚାର୍ଡ ହାର୍ଡଲି, ପାକିସ୍ତାନର ଇମ୍ରାନ ଖାନ୍‌ ଓ ଭାରତର କପିଳ ଦେବ।…

କମେଣ୍ଟ୍ରି ପ୍ୟାନେଲରେ ସାମିଲ ହେବାକୁ ବିସିସିଆଇକୁ ମଞ୍ଜରେକରଙ୍କ ଅନୁରୋଧ

ମୁମ୍ବାଇ,୩୧।୭(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କମେଣ୍ଟ୍ରି ପ୍ୟାନେଲରେ ପୁଣି ଥରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏ ନେଇ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅନୁରୋଧ କରିଛନ୍ତି। ଚଳିତ…

ପୂର୍ବତନ ସୌରାଷ୍ଟ୍ର କୋଚ୍‌ ବାବାଭାଇଙ୍କ ପରଲୋକ

ରାଜକୋଟ,୩୧।୭(ପି.ଟି): ପୂର୍ବତନ ସୌରାଷ୍ଟ୍ର କୋଚ୍‌ ଓ ମ୍ୟାନେଜର ହସମୁଖଭାଇ ଜୋଶୀ ଗୁରୁବାର ପରଲୋକ ଗମନ କରିଛନ୍ତି। ବାବାଭାଇ ଭାବେ ବେଶ୍‌ ଜଣାଶୁଣା ଥିବା ଏହି ଜୋଶୀ ୮୫ ବର୍ଷରେ ମୃତ୍ୟୁବରଣ କରିଛନ୍ତି ବୋଲି ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏସ୍‌ସିଏ) କହିଛି। ସୌରାଷ୍ଟ୍ର କ୍ରିକେଟ…

ମିିଳିଲାନି ମଦ: ସାନିଟାଇଜର ପିଇ ୯ ମୃତ

ନୂଆଦିଲ୍ଲୀ, ୩୧।୭: ମଦ ନ ମିଳିବାରୁ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାସନ ଜିଲାରେ। ପ୍ରକାସ ଯେ, ଲକ୍‌ଡାଉନ୍‌ ଯୋଗୁ ଏହି ସହର ଏବଂ ଏହାର ଆଖପାଖ ଅଞ୍ଚଳର ସମସ୍ତ ମଦ ଦୋକାନ…

ଛାତିରେ ଗୁଳି ଖାଇ ଥାନାରେ ପହଞ୍ଚିଲେ ଯୁବକ, ପୋଲିସ ଦେଖିବା ପରେ..

ମୁଜାଫ୍ଫରନଗର,୩୧।୭: ଉତ୍ତରପ୍ରଦେଶର ମୁଜାଫ୍ଫରନଗରର ତିନାବୀ ଥାନାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଛାତିରେ ଗୁଳି ବାଜିଥିବା ଜଣେ ଯୁବକ ଥାନାରେ ପହଞ୍ଚିଯିବାରୁ ପୋଲିସ କର୍ମଚାରୀ ଚକିତ ହୋଇଯାଇଥିଲେ। ପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଏଭଳି କାଣ୍ଡ…

ରାତି ଅଧରେ ଚୋରକୁ ଧରିଲେ ଗ୍ରାମବାସୀ, ନିର୍ଧୂମ ଛେଚିଲା ପରେ କଲେ ଏମିତି

ବାହାନଗା,୩୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଅଟାସପୁର ଗ୍ରାମରେ ଜଣେ ଚୋରକୁ ଧରି ଗ୍ରାମବାସୀ ଶୁକ୍ରବାର ପୋଲିସ ଜିମା ଦେଇଛନ୍ତି। ଅଟାସପୁର ସ୍ଥିତ ମଦନାପୁର ଗ୍ରାମର ରମେଶ ଚନ୍ଦ୍ର ଦାସଙ୍କ ଘରୁ ଦୁଇଟି ସାଇକେଲ ଚୋରି ହୋଇଛି। ସୂଚନାଯୋଗ୍ୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri