Home Left

କରୋନା ଟେଷ୍ଟ ନାଁରେ ଯୁବତୀଙ୍କ ସହ ଏପରି କଲେ ଲ୍ୟାବ୍‌ ଟେକ୍‌ନିସିଆନ

ମୁମ୍ବାଇ, ୨୭।୭: କରୋନା ମହାମାରୀ ଦ୍ୱାରା ଭାରତରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ତେବେ ଏଭଳି ଏକ ସଙ୍ଗୀନ ପରିସ୍ଥିତିରେ ସେହି ମହାରାଷ୍ଟ୍ରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅମରାବତୀରେ ଜଣେ ଲ୍ୟାବ୍‌ ଟେକ୍‌ନିସିଆନ…

ପ୍ରାଇମେରୀ ସ୍କୁଲରେ ପାଠ ପଢ଼ାନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏକାକୀ ଦମ୍‌ଦାର ପ୍ରଦର୍ଶନ କରି ଗତବର୍ଷ ଦଳକୁ ବିଶ୍ୱକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିଭଳି ଆଶେସ ସିରିଜରେ ଅଷ୍ଟ୍ରେଲିଆ ନିକଟରୁ ଦଳକୁ ପରାଜୟରୁ ରକ୍ଷା କରିବା ସହ…

ଭୁବନେଶ୍ୱରରେ ଆଉ ୧୨୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଆଜି ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮୫ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।…

ସାମ୍ନାକୁ ଆସିଲା ମୋଦିଙ୍କ ଆଯୋଧ୍ୟା କାର୍ଯ୍ୟସୂଚୀ: ମଞ୍ଚ ଉପରେ ଭାଗବତଙ୍କ ସମେତ ରହିବେ ଏହି ୫ବିଶିଷ୍ଟ ବ୍ୟକ୍ତି

ଆଯୋଧ୍ୟା,୩୧।୭: ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମର ପ୍ରସ୍ତୁତି ଜୋରସୋରରେ ଚାଲିଛି। କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାକୁ ନବବଧୂ ଭଳି ସଜାଯାଉଛି। ଭୂମିପୂଜା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତ କରିବେ। ତେବେ…

ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ଲାଗି ବ୍ୟାଟ୍‌ ନିଲାମ କରିବେ କୋହଲି

ନୂଆଦିଲ୍ଲୀ, ୩୧।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଆସାମ ଓ ବିହାର ବନ୍ୟାରେ ପ୍ରଭାବିତ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ସହାୟତା ଲାଗି ଆଗେଇ ଆସିଛନ୍ତି। ଉଭୟ କୋହଲି…

ଜୀବନ ସାଥୀଙ୍କ କଣ୍ଠସ୍ବରରୁ ଜାଣନ୍ତୁ ଧୋକା ଦେଉଛନ୍ତି କି ନାହିଁ

ପ୍ରତ୍ୟେକ ପୁରୁଷ ଜୀବନରେ ଜଣେ ନାରୀ ଆସିଥାଏ। ସେହିପରି ନାରୀ ଜୀବନରେ ମଧ୍ୟ ଜଣେ ପୁରୁଷ ଆସିଥାଏ। ତେବେ ଆଜିକାଲି ଅଧିକାଂଶ ଯୁବପୀଢି ପ୍ରେମରେ ପଡୁଛନ୍ତି। ହେଲେ କିଛି ପ୍ରେମ ସମ୍ପର୍କ ଚିରସ୍ଥାୟୀ ହେଉଥିବାବେଳେ ଆଉ କିଛି ଖୁବକମ ସମୟ ମଧ୍ୟରେ…

କୁକୁରକୁ ଓ୍ବାକ୍‌ରେ ନେଇ ମାଲିକ କଲେ ଏମିତି କାମ: ଲୋକେ କହିଲେ ଏପରି…

ପଶୁମାନଙ୍କ ସହ ଅନେକ ସମୟରେ ଲୋକେ ଅମାନବିକତା ଦେଖାଇଥାନ୍ତି। ଏହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆମେ ଦେଖିଥାଉ। ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି…

ଭେଜାଲ ମଦ ପିଇ ଚାଲିଗଲା ୨୬ ଜଣଙ୍କ ଜୀବନ

ଅମୃତସର, ୩୧।୭: ପଞ୍ଜାବର ୩ ଜିଲା ଅମୃତସର, ବତାଲା ଓ ତାରନତରାନରେ ଗତ ୨୪ ଘଣ୍ଟା ମଧ୍ୟରେ ଭେଜାଲ ମଦ ପିଇ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ,…

ଭୂମିପୂଜା ପାଇଁ ଉତ୍ସବମୁଖରିତ ରାମନଗରୀ: ୧ଲକ୍ଷ ୧୧ହଜାର ଲଡ଼ୁରେ ମଣୋହି ହେବେ ରାମଲଲା

ଅଯୋଧ୍ୟା,୩୧।୭: ବହୁ ପ୍ରତିକ୍ଷୀତ ଆଯୋଧ୍ୟାରେ ରାମଲଲାଙ୍କ ପାଇଁ ଏବେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ସହ ଶିଳାନ୍ୟାସ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନବବଧୂ…

ମେହବୁବା ମୁଫତିଙ୍କ ବଢ଼ିଲା ଗୃହବନ୍ଦୀ ଅବଧି

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ପ୍ରଶାସନ ପକ୍ଷରୁ ଆହୁରି ବଢ଼ାଇ ଦିଆଯାଇଛି। ପବ୍ଲିକ ସେଫ୍ଟି ଆକ୍ଟ (ପିଏସ୍‌ଏ) ଆଧାରରେ ଶୁକ୍ରବାର ମେହବୁବାଙ୍କ ଗୃହବନ୍ଦୀକୁ ଆସନ୍ତା ୩ ମାସ…

ପ୍ରଥମ ଇଂଲଣ୍ଡ ବୋଲର ଭାବେ ଏହି କିର୍ତ୍ତୀମାନ ହାସଲ କଲେ ଡେଭିଡ୍‌ ଓ୍ବିଲି

ସାଉଥାମ୍ପଟନ୍‌, ୩୧।୭: ମହାମାରୀ କରୋନା ଭାଇରସ୍‌ ପରବର୍ତ୍ତୀ ପ୍ରଥମ ଦିନିକିଆ ସିରିଜ ଘରୋଇ ଇଂଲଣ୍ଡ ଓ ପଡ଼ୋଶୀ ଆୟର୍ଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି। ଗୁରୁବାର ରାତିରେ ଖେଳାଯାଇଥିବା ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୬ ଉଇକେଟ୍‌ରେ ବିଜୟ ଲାଭ କରିଛି।…

ବଲିଉଡ୍‌ର ଏସବୁ ଅଭିନେତ୍ରୀ ପହଞ୍ଚିଥିଲେ ସଫଳତାର ଶୀର୍ଷରେ, ବିବାହ ପରେ ଦୂରେଇ ଗଲେ ଇଣ୍ଡଷ୍ଟ୍ରିରୁ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରର ଶିର୍ଷରେ ପହଞ୍ଚିବା ପରେ ବିବାହ କରିଥିଲେ। ପରେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ଅନେକ ବର୍ଷ ପରେ ସେ ଯେତେବେଳେ ପୁଣି ଇଣ୍ଡଷ୍ଟ୍ରିକୁ ଫେରିଥିଲେ, ମୁଖ୍ୟ ଅଭିନେତ୍ରୀ ନୁହେଁ ପାର୍ଶ୍ୱ ଚରିତ୍ରରେ ଅଭିନୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri