Home Left

ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ : ମୋଦି

ପାଟନା,୧।୮-ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହଯୋଗ କରୁ ନ ଥିବା ଶନିବାର ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି। ଏ ନେଇ…

ମାତୃତ୍ୱ ଲାଭ ପରେ କ’ଣ କହିଲେ ନତାଶାଙ୍କ ପୂର୍ବତନ ପ୍ରେମିକ

ନୂଆଦିଲ୍ଲୀ, ୧।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଚଳିତ ବର୍ଷ ବେଶ୍‌ ସ୍ମରଣୀୟ ହୋଇ ରହିବ। ମୁମ୍ବାଇ ଇଣ୍ଡିଆନ୍ସର ଏହି ପ୍ରମୁଖ ଖେଳାଳି ନିକଟରେ ପ୍ରଥମ ଥର ଲାଗି ପିତୃତ୍ୱ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ…

ଶସ୍ତା ସାମଗ୍ରୀ ଆଳରେ କରୋନା କିଣନ୍ତୁ ନାହିଁ: ବିଏମ୍‌ସି କମିଶନର

ଭୁବନେଶ୍ୱର,୧ା୮(ବ୍ୟୁରୋ)-ବଜାରକୁ ଯାଉଥିଲେ, ଭିଡରୁ ନିବୃତ୍ତ ରୁହନ୍ତୁ। ବର୍ତ୍ତମାନ ସମୟରେ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ଭିଡ଼ରୁ ଦୂରରେ ରହିବା ଭଲ। ଘରୁ ବାହାରକୁ ଗଲା ପରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ, ସାମାଜିକ ଦୂରତା ନିୟମ ପାଳନ କରନ୍ତୁ। ଟଙ୍କା ବଞ୍ଚାଇବା ଆଳରେ…

୬୨ରେ ପହଞ୍ଚିଲା ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

ଚଣ୍ଡିଗଡ଼, ୧।୮: ପଞ୍ଜାବରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକ ସଂଖ୍ୟା ୬୨ରେ ପହଞ୍ଚତ୍ଛି। ଶନିବାର ତରନ ତରନ ଜିଲାରେ ଆଉ ୨୩ ଜଣ ଲୋକ ଏହି ଘଟଣାରେ ଆଖି ବୁଜିଛନ୍ତି। ଡେପୁଟି କମିଶନର କୁଲଓ୍ବନ୍ତ ସିଂ କହିଛନ୍ତି, ଶୁକ୍ରବାର…

ଛାତ ଉପରେ ୪୦ ପ୍ରକାର ଆମ୍ବ ଫଳାଇଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କେମିତି ହୋଇଛି ସମ୍ଭବ

ବାଲକୋନି କିମ୍ବା ଛାତରେ ଫୁଲଗଛ ଲଗାଇବା ବହୁତ ଶୁଣିଥିବେ ଦେଖିଥିବେ ମଧ୍ୟ। ମାତ୍ର ଜଣେ ବ୍ୟକ୍ତି ଘରର ଛାତ ଉପରେ ଆମ୍ବ ଫଳାଇଛନ୍ତି ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ଏହା ପୁଣି ଗୋଟିଏ କି ଦୁଇଟା ନୁହେଁ, ଏକା ସାଥୀରେ ୪୦ଟି…

ଭଦ୍ରକ ଜିଲା: ଶନିବାର, ରବିବାର ଶଟ୍‌ଡାଉନ

ଭଦ୍ରକ ଅଫିସ, ୧ା୮-ଅଗଷ୍ଟ ମାସର ସବୁ ଶନିବାର ଓ ରବିବାର ଶଟ୍‌ଡାଉନ ରହିବ। ଭଦ୍ରକ ଜିଲାର ବିଭିନ୍ନ କୋଣାନୁକୋଣରେ ଏହି ନିୟମ ବଳବତ୍ତର ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ପୂର୍ବଭଳି ଅତ୍ୟାବଶ୍ୟକ ସେବାକୁ…

ବର୍ଷାର ମଜା ଉଠାଇଲେ ରାଇନା; ଦେଖନ୍ତୁ ଭିଡିଓ…

ଲକ୍ଷ୍ନୌ, ୧।୮: ଏକଦା ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରହିଥିବା ସୁରେଶ ରାଇନା ଖରାପ ଫର୍ମ ଲାଗି କିଛିବର୍ଷ ହେବ ଦଳରୁ ବାଦ୍‌ ପଡ଼ିଛନ୍ତି। ଏହାସତ୍ତ୍ୱେ ରାଇନା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବେଶ୍‌ ସକ୍ରିୟ…

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଖବର ଆସିଲା ଏହି ବ୍ୟକ୍ତିଙ୍କୁ କରୋନା, ଆଉ ତା’ ପରେ…

କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ, ଲୋକମାନେ ଏହି ରୋଗକୁ ନେଇ ଏତେ ଭୟଭୀତ ହୋଇପଡ଼ିଛନ୍ତି ଯେ, ଯେତେବେଳେ ବି କରୋନା ସଂକ୍ରମିତ ଖବର…

ଇଦ୍‌ରେ ସ୍ତ୍ରୀଙ୍କୁ ମର୍ସିଡିଜ୍‌-ବେଞ୍ଜ କାର୍‌ ଉପହାର ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧।୮: ବାଂଲାଦେଶ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଧିନାୟକ ତଥା ଅଭିଜ୍ଞ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନ ଇଦ୍‌ ଅବସରେ ସ୍ତ୍ରୀ ଉମି ଅହମ୍ମଦ ଶିଶିରଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଛନ୍ତି। ଇଦ୍‌ ଉପଲକ୍ଷେ ଶାକିବ ଏକ ନୂଆ ମର୍ସିଡିଜ୍‌-ବେଞ୍ଜ…

ରାମମନ୍ଦିର ନିର୍ମାଣ ଭୂମିପୂଜା ଲାଗି ଡାକଯୋଗେ ପଠାଗଲା ଋଷିକୂଲ୍ୟା ଜଳ

ପୁରୁଷୋତ୍ତମପୁର,୧ା୮: ଅଯୋଧ୍ୟାଠାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା ନିମନ୍ତେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ବାସସ୍ଥାନ ରତ୍ନଗିରି ପାହାଡ଼ର ମାଟି ଓ ପବିତ୍ର ଋଷିକୂଲ୍ୟା ନଦୀର ଜଳ ଲାଗି ପାଇଁ…

କେବେ ବି ଧନୀ ହୋଇପାରିବେ ନାହିଁ ଏହି ୬ ପ୍ରକାର ଗୁଣ ଥିବା ବ୍ୟକ୍ତି, ଆପଣ ସେପରି ନୁହନ୍ତି ତ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଗ୍ରନ୍ଥରେ ମନୁଷ୍ୟଙ୍କ ପାଇଁ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଏହାକୁ ଅନୁସରଣ କଲେ ମନୁଷ୍ୟ ଜୀବନ ସୁଖମୟ ହୋଇଥାଏ। ଚାଣକ୍ୟ ଏକ ଶ୍ଳୋକରେ ଏପରି ଲୋକମାନଙ୍କ ବିଷୟରେ କହିଛନ୍ତି, ଯେଉଁମାନେ କେବେ ଧନୀ ହୋଇପାରନ୍ତି ନାହିଁ।…

ଓପିଜିସି ପ୍ରକଳ୍ପରେ ଯାନ୍ତ୍ରିକ ତ୍ରୁଟି: ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୧ା୮(ଡି.ଏନ୍‌.ଏ.): ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଶନିବାର ସକାଳ ୮.୫୪ ମିନିଟ୍‌ରୁ ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ପ୍ରକଳ୍ପର ସୂଚନା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri