ବନ୍ଧୁତ୍ୱ ଦିବସ: ‘କହିବା ଆଗରୁ ବୁଝିଯାଏ ମନ କଥା’
ବାରିପଦା ଅଫିସ,୨ା୮-‘ଫ୍ରେଣ୍ଡ ଇଜ୍ ନିଡ୍ ଇଜ୍ ଏ ଫ୍ରେଣ୍ଡ ଇନ୍ଡିଡ୍’। ଇଂଲିଶରେ ଥିବା ଏହି ବାକ୍ୟର ଅର୍ଥ ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍ ଡେ’ (ବନ୍ଧୁତ୍ୱ ଦିବସ)…
ବର୍ଷା ନାହିଁ, ଶୁଖିଲା ପଡ଼ିଛି ଜମି
ସୋନପୁର, ୨।୮(ନି.ପ୍ର.) ଶ୍ରାବଣ ମାସ ସରିବାକୁ ବସିଲାଣି। ହେଲେ ବର୍ଷାଭାବରୁ ସୁବର୍ଣ୍ଣପୁର ଜିଲାର ଅଧିକାଂଶ ଚାଷ ଜମି ଶୁଖିଲା ପଡିଛି। ଜିଲାର ଡୁଙ୍ଗୁରିପାଲି ଓ ବିନିକା ବ୍ଲକର ଚାଷ ଜମି ହୀରାକୁଦ କେନାଲ ଦ୍ୱାରା ଜଳସେଚିତ ହୋଇପାରୁଛି। କିନ୍ତୁ ସୋନପୁର, ତରଭା,…
ଏଚ୍-୧ ବି ଭିଜା ଆପ୍ଲିକେଶନ ଫି ବଢ଼ିଲା
ମୁମ୍ବାଇ,୨।୮: ଏଚ୍-୧ ବି ଭିଜା ଆପ୍ଲିକେଶନର ବେସିକ୍ ଫି ବା ସାଧାରଣ ଦେୟକୁ ବର୍ତ୍ତମାନ ବୃଦ୍ଧି କରାଯାଇଛି। ଏଥିଲାଗି ୪୬୦ ଡଲାର (୩୪,୪୬୭.୭୫ ଟଙ୍କା) ଦେବାକୁ ପଡୁଥିବା ବେଳେ ଏଥିରେ ବର୍ତ୍ତମାନ ୨୧% ବୃଦ୍ଧି ଘଟି ୫୫୫ ଡଲାର(୪୧,୫୮୬.୦୯ ଟଙ୍କା) ଛୁଇଁଛି।…
ବାଦ୍ୟଯନ୍ତ୍ର କାରିଗରଙ୍କ ଜୀବିକା ଉପରେ କରୋନା ମାଡ଼
ଲୋଇସିଂହା,୨।୮(ଡି.ଏନ.ଏ.): ମହାମାରୀ କରୋନା ବିଭିନ୍ନ ବର୍ଗର ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଏଥିରୁ ବାଦ୍ ପଡିନାହାନ୍ତି ବାଦ୍ୟଯନ୍ତ୍ର ପ୍ରସ୍ତୁତକାରୀ କାରିଗର। ସେମାନଙ୍କ ରୋଜଗାର ବାଟ ବନ୍ଦ ହୋଇଯାଇଛି। ଏଭଳି ଦୁର୍ଦ୍ଦିନରେ ଗତି କରୁଛନ୍ତି ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗ୍ରାମର ଏକ…
ଏକ ରାଷ୍ଟ୍ର ଏକ ରାଶନ କାର୍ଡ ବ୍ୟବସ୍ଥାରେ ଆଉ ୩ ରାଜ୍ୟ
ନୂଆଦିଲ୍ଲୀ,୨।୮: ଦେଶ ମଧ୍ୟରେ ଲାଗୁ କରାଯାଇଥିବା ଏକ ରାଷ୍ଟ୍ର ଏକ ରାଶନ କାର୍ଡ ବ୍ୟବସ୍ଥାରେ ଆଉ ୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡି ହୋଇଛନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧିନରେ ପ୍ରାୟ ୮୦% ଲୋକଙ୍କୁ ଏହି ସୁବିଧା…
ଭାରତ ହେବ ମୋବାଇଲ ମାନୁଫାକ୍ଚରିଂ ହବ୍
ନୂଆଦିଲ୍ଲୀ,୨।୮: ଭାରତ ମୋବାଇଲ ଉତ୍ପାଦନରେ ଏକ ହବ୍ ହେବାକୁ ଯାଉଛି। ଉତ୍ପାଦନ ଲାଗି ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ଯୋଜନାର ଲାଭ ନେବାକୁ ୨୨ ନୂଆ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଏହି କମ୍ପାନୀଗୁଡିକ ଦେଶ ମଧ୍ୟରେ ପ୍ରାୟ ୧୧ ହଜାର କୋଟି…
ଓସିଏର ଅନ୍ତର୍ଜାତୀୟ ଏକାଡେମୀ ଯୋଜନା
କଟକ ଅଫିସ,୨ା୯- ବିସ୍ତାରିତ ହେବ ଭିତ୍ତିଭୂମି, ବିକଶିତ ହେବ ରାଜ୍ୟ କ୍ରିକେଟ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ମାଣ କରିବାକୁ ଯାଉଛି ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଏକାଡେମୀ। ୨୦ରୁ ୪୦ ଏକର ଜମିରେ ହେବ ଏହି ଏକାଡେମୀ।…
ପ୍ରଥମ ଦଳ ଭାବେ ଟ୍ରେନିଂ ଆରମ୍ଭ କରିପାରେ ଚେନ୍ନାଇ ସୁପରକିଙ୍ଗ୍ସ
ନୂଆଦିଲ୍ଲୀ, ୧।୮- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ ଆୟୋଜନକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଛି। କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏଥର ପ୍ରତିଯୋଗିତାକୁ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଆୟୋଜନ ପାଇଁ…
ଲୁଟେରା କନ୍ୟା: ବରକୁ ହତ୍ୟା କରି ନେଇଗଲା ୩ ଲକ୍ଷ ଟଙ୍କା, ସୁନା
ରତ୍ମାଲ, ୧।୮: ମଧ୍ୟପ୍ରଦେଶର ରତ୍ମାଲ ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାରେ ବିବାହର ୨ ଦିନ ପରେ ଜଣେ ନବବିବାହିତ କନ୍ୟା ଓ ତାଙ୍କ ପରିବାର ସଦସ୍ୟ ମିଶି ବରକୁ ହତ୍ୟା କରିବା ସହ ନଗଦ…
ଗୋଦାମରେ ସେକ୍ସ ର଼୍ୟାକେଟ୍: ୨ ଦେହଜୀବୀ ଉଦ୍ଧାର, ୫ ଗ୍ରାହକ ଗିରଫ
ଗଞ୍ଜାମ,୧ା୮(ଡି.ଏନ୍.ଏ.)- ରମ୍ଭା ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରରେ ପାଟ୍ରୋଲିଂ କରୁଥିବାବେଳେ ଜହାମି ନିକଟ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏକ ଗୋଦାମରେ ଚଢାଉ କରିଥିଲା। ସେଠାରୁ ୨ ଦେହଜୀବୀଙ୍କୁ ଉଦ୍ଧାର କରିଥିବାବେଳେ ୫ ଗ୍ରାହକଙ୍କୁ ଗିରଫ କରିଛି। ଏକ କାର (ନଂ.ଓଆର୍୦୫ଏକ୍ସ-୦୬୮୧)…
ସାଇକେଲରେ ୨୬୩ ଦିନରେ ୨୫ ଦେଶ ବୁଲି ବିଶ୍ୱ ରେକର୍ଡ କଲେ ଏହି ମହିଳା
ଲଣ୍ଡନ, ୧।୮: କ୍ୟାଟ୍ ଡିକ୍ସନ (୫୪ ବର୍ଷ) ଓ ରେଜ ମାର୍ସଡେନ (୫୫ ବର୍ଷ)। ବ୍ରିଟେନର ଏହି ଦୁଇ ମହିଳା ସାଇକ୍ଲିଷ୍ଟ ମିଳିତ ଭାବେ ୨୬୩ ଦିନ ୮ ଘଣ୍ଟା ଓ ୭ ମିନିଟ୍ରେ ୨୯ ହଜାର କିଲୋ ମିଟର ସାଇକେଲରେ…
ପ୍ରେମିକାଙ୍କୁ ବ୍ରିଜ୍ତଳକୁ ଠେଲି କ୍ବାରାଣ୍ଟାଇନରେ ପ୍ରେମିକ
ବରଗଡ଼ ଅଫିସ୍,୧।୮-ପ୍ରେମିକାଙ୍କୁ ବ୍ରିଜ୍ ତଳକୁ ଠେଲି ଦେଇ ଜଣେ ଯୁବକ ଏକ ଟିଏମ୍ସିରେ କ୍ବାରାଣ୍ଟାଇନରେ ରହିବା ଘଟଣା ଏବେ ବରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବତୀ ଜଣକ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ,…
Archives


