Home Left

ପୁଣି ଭଦ୍ରକରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧକୁ ବଳିଗଲା ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଅଫିସ,୧।୮: ଭଦ୍ରକ ଜିଲାରେ ଶନିବାର ପୁଣି ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୭କୁ ବୃଦ୍ଧି ପାଇଛି। ତେବେ ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮ ଜଣ…

ପୁଅ ନବମ, ହେଲେ ଝିଅ ଡାକ୍ତର-ଇଞ୍ଜିନିୟର: ଜାଣନ୍ତୁ କେତେ ପଢ଼ିଛନ୍ତି ଲାଲୁ ଯାଦବଙ୍କ ସନ୍ତାନ

ଲାଲୁ ପ୍ରସାଦ ଯାଦବ ଭାରତୀୟ ରାଜନୀତିର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ। ବିହାରର ମୁଖ୍ୟମନ୍ତ୍ରୀ ପଦଠାରୁ ଆରମ୍ଭ କରି କେନ୍ଦ୍ରରେ ରେଳ ମନ୍ତ୍ରୀ ରହିଥିବା ଲାଲୁ ଓକିଲାତି କରିଛନ୍ତି। ବିହାର ପାଟଣାର ବିଏନ୍‌ କଲେଜରେ ଓକିଲାତି ପଢ଼ା ସାରିବା ପରେ ସେ…

ଅମ୍ଳଜାନ ସ୍ତର କମିବା ଯୋଗୁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି: ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ, ୧।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସୂଚନା ଦେଇଛନ୍ତି।…

ପିଆଜ ଟ୍ରକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଧରାପଡ଼ିବା ପରେ…

ଆର.ଉଦୟଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ପକ୍ଷରୁ ଚଢାଉ କରାଯାଇ ଶନିବାର ଏକ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ୧୦ କ୍ୱିଣ୍ଟାଲ ୭୫ କିଲୋ ଗଞ୍ଜେଇ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ…

ଡାକ୍ତର ସାଜିଲେ ସିରିୟଲ୍‌ କିଲର

ନୂଆଦିଲ୍ଲୀ,୧।୮: ଡାକ୍ତରଙ୍କୁ ସମସ୍ତେ ଭଗବାନଙ୍କ ଏକ ରୂପର ଆଖ୍ୟା ଦେଇଥାନ୍ତି। କାରଣ ଡାକ୍ତରମାନେ ଲୋକଙ୍କ ଜୀବନ ବଞ୍ଚାଇବା ସହ ଏକ ନୂଆ ଜୀବନ ଦେବାର ଅଧିକାରୀ ମଧ୍ୟ ହୋଇଥାନ୍ତି। ବେଳେବେଳେ ଅନ୍ୟକୁ ବଞ୍ଚାଇବାକୁ ଯାଇ ସେମାନଙ୍କୁ ନିଜ ଜୀବନର ବାଜି ମଧ୍ୟ…

ମଙ୍ଗଳସୂତ୍ର ବନ୍ଧାରଖି କିଣିଲେ ଟିଭି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବାଙ୍ଗାଲୋର, ୧।୮: କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସମଗ୍ର ଦେଶରେ ସ୍କୁଲ, କଲେଜ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ପିଲାମାନେ ଟିଭି ଏବଂ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ୁଛନ୍ତି। ତେବେ ଗରିବ ଯୋଗୁ ଜଣେ ମା’ ନିଜ…

ଘରେ ଏଭଳି ଜିନିଷ ରଖିଥିଲେ ତୁରନ୍ତ କାଢ଼ି ଦିଅନ୍ତୁ.. ନଚେତ..

ଘର ହେଉ ଅବା ଅଫିସ, ଆଜିକାଲି ଲୋକମାନେ ବାସ୍ତୁ ଅନୁଯାୟୀ ସବୁକିଛି କରିବାକୁ ପସନ୍ଦ କରୁଛନ୍ତି। କାରଣ ବାସ୍ତୁ ଠିକ୍‌ ଥିଲେ ଆଖପାଖରେ ସକରାତ୍ମକ ଉର୍ଜା ସଂଚାର ହୁଏ। ଏହାଦ୍ୱାରା ଉନ୍ନତି ହୋଇଥାଏ। ହେଲେ ଏପରି କିଛି ଜିନିଷ ଅଛି ଯାହା…

ଜୁନ୍‌ ୨୯ ପାଇଁ ଓ୍ବାର୍କ ପ୍ଲାନ୍‌ କରିଥିଲେ ସୁଶାନ୍ତ, ଫଟୋ ଶେୟାର କଲେ ଭଉଣୀ

ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ମୃତ୍ୟୁକୁ ଇତିମଧ୍ୟରେ ମାସେରୁ ଅଧିକ ସମୟ ହୋଇଯାଇଛି। ହେଲେ ଆଜି ବି ସେ ମସସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି। ସୁଶାନ୍ତ କେତେ ପରିଶ୍ରମୀ ଥିଲେ, କେତେ ବଡ଼ ବଡ଼ ସ୍ବପ୍ନ ଦେଖୁଥିଲେ ତାହା ଭଉଣୀ ଶ୍ୱେତା…

ଚାଇନା ଉପରେ ଆମେରିକାର ଡିଜିଟାଲ ଷ୍ଟ୍ରାଇକ୍‌: ୨୪ ଘଣ୍ଟା ମଧ୍ୟରେ ବ୍ୟାନ ହୋଇପାରେ ଟିକ୍‌ଟକ୍‌

ଓ୍ବାଶିଂଟନ୍‌,୧।୮: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଉଦେ୍‌ବେଗଜନକ ସ୍ଥିତି ହେବା ପରଠାରୁ ଚାଇନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଆକ୍ରମଣ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଅନେକ ସମୟରେ କରୋନାକୁ ନେଇ ଟ୍ରମ୍ପ ଚାଇନାକୁ ଟାର୍ଗେଟ କରୁଥିବା ପରିଲିକ୍ଷିତ…

କୁନି ପାଣ୍ଡ୍ୟାଙ୍କୁ ପାଇ ଖୁସିରେ ବିଭୋର ହାର୍ଦ୍ଦିକ: ଦେଖନ୍ତୁ ପୁଅଙ୍କ ପ୍ରଥମ ଝଲକ..

ନୂଆଦିଲ୍ଲୀ,୧।୮: ପିତା ହୋଇଛନ୍ତି ଭାରତୀୟ ଟିମ୍‌ର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ନିକଟରେ ଏକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିବା ବେଳେ ଏବେ ଆଉ ଏକ ଫଟୋ ଶେୟାର କରିଛନ୍ତି। ଇନ୍‌ଷ୍ଟାରେ ଫଟୋଟିକୁ ଶେୟାର କରି ହାର୍ଦ୍ଦିକ ଲେଖିଛନ୍ତି…

ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବେ ସିଦ୍ଧାର୍ଥ ପିଠାନୀ! ଜାଣନ୍ତୁ ସେ କିଏ….

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ସୁଶାନ୍ତଙ୍କ ପିତା ବିହାର ଥାନାରେ ଅଭିଯୋଗ କରିବା ପରଠାରୁ ଏହି ମାମଲା ଅଧିକ ଜଟିଳ ହୋଇଯାଇଛି। ଏହି ମାମଲାରେ…

ଦୀର୍ଘ ସମୟ ପରେ ଜାମା ମସ୍‌ଜିଦ୍‌ରେ ସମୂହ ନମାଜ ପାଠ: ପବିତ୍ର ଇଦ୍‌ରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୮: ସମଗ୍ର ଦେଶରେ ଶନିବାର ଇଦ୍‌-ଉଲ୍‌-ଜୁହା ବା ପବିତ୍ର ଇଦ୍‌ ପାଳନ କରାଯାଇଛି। ଶନିବାର ଦିଲ୍ଲୀ ସ୍ଥିତ ଜାମା ମସ୍‌ଜିଦ୍‌ରେ ଦୀର୍ଘ ଦିନ ପରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ସମୂହ ନମାଜ ପାଠ କରିଛନ୍ତି। କାରଣ ମହାମାରୀ କରୋନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri