ଦୁଇ ସନ୍ତାନର ବାପାଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡରେ ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ପ୍ରମାଣ କରିଦେଇଛନ୍ତି ଯେ, ପ୍ରେମ ବୟସ, ଧର୍ମ ଏସବୁରୁ ଊର୍ଦ୍ଧ୍ୱରେ। ପ୍ରେମରେ କିଛି ଦେଖାଯାଏ ନାହିଁ। ତେବେ ଅନେକ ବଲିଉଡ ଅଭିନେତ୍ରୀ ବିବାହିତ ପୁରୁଷଙ୍କ ପ୍ରେମରେ ପଡି ବିବାହ କରିଥିଲେ। ସେମାନଙ୍କ ମଧ୍ୟରୁ ଅନ୍ୟତମ ରବିନା ଟଣ୍ଡନ।
Raveena And Anil

ରବିନା ବିଶିଷ୍ଟ ଫିଲ୍ମ ବିତରକ ଅନିଲ ଥଡାନୀଙ୍କ ପ୍ରେମରେ ପଡିଥିଲେ। ଅନିଲ ପୂର୍ବରୁ ବିବାହିତ ଥିବାବେଳେ ତାଙ୍କ ସ୍ତ୍ରୀଙ୍କ ନାମ ନତାଶା ସିପି ଥିଲା। ନତାଶା ଏବଂ ଅନିଲଙ୍କର ଦୁଇଟି ସନ୍ତାନ ଥିଲେ ମଧ୍ୟ ସେ ରବିନାଙ୍କୁ ବିବାହ କରିଥିଲେ। କୁହାଯାଏ ସେମାନଙ୍କର ବିବାହ ସେତେଟା ସଫଳ ହୋଇ ନ ଥିଲା। ତେଣୁ ଅନିଲ ନତାଶାଙ୍କୁ ଛାଡପତ୍ର ଦେଇଥିଲେ। ୨୦୦୩ରେ ନତାଶାଙ୍କୁ ଛାଡପତ୍ର ଦେବା ପରେ ସେ ରବିନାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାରୁଖ-ଅନନ୍ୟାଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୨୧ ।୧୦: ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ଅଡୁଆ ବଢି ବଢି ଯାଉଛି । ଗୁରୁବାର ଗୋଟିଏ ପଟେ ସେ ଜେଲ ଯାଇ ପୁଅ ଆର୍ଯ୍ୟନ...

ରଣବୀର କପୁରଙ୍କ ଭଳି ଅବିକଳ ଦିଶୁଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ : ଏକଦା ଋଷି କରିଥିଲେ ପ୍ରଶଂସା

ରଣବୀର କପୁରଙ୍କ ପରି ଅବିକଳ ଦିଶୁଥିବା ପ୍ରସିଦ୍ଧ ମଡେଲ ଜୁନାଦ ଶାହାଙ୍କ ଦେହାନ୍ତ ହୋଇଛି। ରଣବୀରଙ୍କ ସହ ଅନେକଆଂଶରେ ତାଙ୍କ ଚେହେରା ମିଶୁଥିବା ଯୋଗୁ ସେ...

ନୂଆବର୍ଷରେ ଏକାଠି ନଜର ଆସିବେ ଅକ୍ଷୟ-କ୍ରିତି

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଫିଲ୍ମ ‘ଲକ୍ଷ୍ମୀ’ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାପରେ ବି ଅକ୍ଷୟଙ୍କ ଅଭିନୀତ...

ରିଲିଜ୍ ହେଲା ‘ବଚ୍ଚନ ପାଣ୍ଡେ’ର ପ୍ରଥମ ଗୀତ

ମୁମ୍ବାଇ: ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ମୋଷ୍ଟ ଆୱେଟେଡ ଫିଲ୍ମ ତାଲିକାରେ ସାମିଲ ହୋଇଥିବା...

ଅମ୍ବାନୀଙ୍କ ପାର୍ଟିରେ ଐଶ୍ୱର୍ଯ୍ୟାଙ୍କୁ ଦେଖି ଏମିତି କହିଲେ ୟୁଜର

ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ମୁକେଶ ଅମ୍ବାନୀଙ୍କ ଘରେ ଏକ ପାର୍ଟିରେ ଦେଖିବାକୁ ମିଳିଛି। ତାଙ୍କ ସହିତ ଅଭିଷେକ ମଧ୍ୟ ଦେଖିବାକୁ ମିଳିଛି। ଐଶ୍ୱର୍ଯ୍ୟା ଏକ ଲାଲ୍‌ ରଙ୍ଗର...

ପୁନିତଙ୍କୁ ‘କର୍ନାଟକ ରତ୍ନ’ ପୁରସ୍କାର

ସ୍ବର୍ଗତ ସୁପରଷ୍ଟାର ପୁନିତ ରାଜକୁମାରଙ୍କୁ କର୍ନାଟକ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି କର୍ନାଟକ ସରକାର ଘୋଷଣା କରିଛନ୍ତି। କର୍ନାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ଏସ୍‌ ବୋମାଇ...

ଜେଲ୍‌ରୁ ଆସିବା ପରେ ଏମିତି ବଦଳିଗଲେଣି ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ହଳଦିଆ ରଙ୍ଗର...

ଫିଲ୍ମରେ ଡେବ୍ୟୁ ପୂର୍ବରୁ ଝିଅଙ୍କୁ ଏହି ପରାମର୍ଶ ଦେଲେ କିଙ୍ଗ୍‌ ଖାନ୍‌

ମୁମ୍ବାଇ: ଶାହାରୁଖଙ୍କ ଝିଅ ସୁହାନା ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଝିଅଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି କିଙ୍ଗ୍‌ଖାନ୍‌। ଏଥିରେ ସେ...

Advertisement
Archives

Model This Week