ଏହି ବ୍ଲକରେ ୧୦ କରୋନା ଯୋଦ୍ଧାଙ୍କ ସମେତ ୧୪ ପଜିଟିଭ୍ ଚିହ୍ନଟ
ଦାରିଙ୍ଗବାଡ଼ି,୬ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ପୁଣି ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଲକର ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି। କରୋନା ଯୋଦ୍ଧାଙ୍କ ମଧ୍ୟରେ ଏକାଧିକ କନିଷ୍ଠଯନ୍ତ୍ରୀଙ୍କ…
ପ୍ରବଳ ବର୍ଷା ଯୋଗୁ ଜଳାର୍ଣ୍ଣବ ମୁମ୍ବାଇ: ଉଚ୍ଚ ଜୁଆରର ଆଲର୍ଟ ସହ ଲୋକଙ୍କୁ ଘରେ ରହିବାକୁ ଅପିଲ୍
ମୁମ୍ବାଇ,୬।୮: ମହାରାଷ୍ଟ୍ରରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏବେ ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ। ବୁଧବାର ହୋଇଥିବା ଲଗାତର ବର୍ଷା ଯୋଗୁୁ ଆରବ ସାଗର ଫୁଲି ଉଠିବାରୁ ସହରର ରାସ୍ତାରେ ପାଣି ମାଡ଼ିଯାଇଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାରେ…
ଭଦ୍ରକରେ ୮୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୬ା୮: ଗୁରୁବାର ଭଦ୍ରକରେ ପୁଣି ୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୪୫ ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୦୫ରେ ପହଞ୍ଚିଥିବା ଜିଲା…
ଖୋର୍ଦ୍ଧା ଏସ୍ପିଙ୍କୁ କରୋନା
ଖୋର୍ଦ୍ଧା ଅଫିସ,୬।୮: ଖୋର୍ଦ୍ଧା ଜିଲାର ଆଗଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ଜିଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ବାଇଁ ଗୁରୁବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାପିଡ୍ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଏସ୍ପି ସ୍ପଷ୍ଟ କରିଛନ୍ତି। ପୂର୍ବରୁ…
କରୋନାରୁ ସୁସ୍ଥ ହୋଇଥିବା ୯୦ ପ୍ରତିଶତ ରୋଗୀଙ୍କ ଫୁସଫୁସର ହେଉଛି ଏପରି ଅବସ୍ଥା!
ବେଜିଂ,୬।୮: ଚାଇନାର ଉହାନ ସହରରେ କରୋନା ଭାଇରସରୁ ଆରୋଗ୍ୟ ହୋଇଥିବା ଅଧିକାଂଶ ରୋଗୀଙ୍କ ଫୁସଫୁସ ଖରାପ ହୋଇଯାଇଛି। କେବଳ ଏତିକି ନୁହେଁ, କରୋନାରୁ ସୁସ୍ଥ ହୋଇଥିବା ୫ ପ୍ରତିଶତ ରୋଗୀ ପୁଣି କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉହାନ…
ଖୋଲାଯାଉଛି ତାଳଧ୍ୱଜ ରଥ
ପୁରୀ ଅଫିସ,୬।୮: ସିଂହଦ୍ୱାର ସମ୍ମୁଖରେ ଥିବା ୩ ରଥ ଖୋଲା କାର୍ଯ୍ୟ ଜାରି ରହିଛି। ବୁଧବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଖୋଲା ଶେଷ ହୋଇଥିବା ବେଳେ ଗୁରୁବାର ସକାଳୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଖୋଲା ଆରମ୍ଭ ହୋଇଛି। ଦର୍ପଦଳନ ରଥର…
ଖୁସି ଖବର: ୫୦ ଟଙ୍କାରେ ମିଳିବ କରୋନା ଔଷଧ !
ନୂଆଦିଲ୍ଲୀ,୬।୮: ଦେଶର ଔଷଧ ନିର୍ମାଣକାରୀ କମ୍ପାନୀ ଲୁପିନ(Lupin) ବୁଧବାର କମ୍ ଓ ମଧ୍ୟମ ଲକ୍ଷଣ ଥିବା କରୋନା ଭାଇରସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଔଷଧ ଫାବିପିରାଭିର ଲଞ୍ଚ କରିଥିବା ଘୋଷଣା କରିଛି। କୋଭିହଲ୍ଟ (Covihalt) ନାମରେ ମିଳୁଥିବା ଏହି ଔଷଧର…
ଟ୍ରାଫିକ ନିୟମ ପାଳନ ନ କଲେ ଦେଖିବାକୁ ପଡ଼ିବ ୨ ଘଣ୍ଟିଆ ଫିଲ୍ମ
ଫରିଦାବାଦ୍, ୬।୮: ଟ୍ରାଫିକ୍ ନିୟମ ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ହରିୟାଣାର ଫରିଦାବାଦ ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଜରିମାନା ଦେଇ ମଧ୍ୟ ଅମାନିଆ ସୁଧୁରୁ ନ ଥିବାରୁ ଏବେ ସେମାନଙ୍କୁ ପାନେ ଦେବାକୁ ଟ୍ରାଫିକ୍…
ଏହି ଅଭିନେତାଙ୍କୁ ଜାଣିଶୁଣି ବାଇକ୍ ଚାଳକ ଦେଲେ ଧକ୍କା, ହେଲା ଏମିତି ଅବସ୍ଥା
ବିଗ୍ ବସ୍ ସିଜିନ୍ ୧୩ର ରନର୍ସଅପ୍ ରହିଥିବା ମଡେଲ ତଥା ଅଭିନେତା ଆସିମ ରିୟାଜଙ୍କୁ ଜଣେ ବାଇକ୍ ଚାଳକ ଧକ୍କା ଦେଇଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଏନେଇ ସୋସିଆଲ ମିଡିଆରେ ନିଜେ ସୂଚନା ଦେଇଛନ୍ତି ଆସିମ। ଇନ୍ଷ୍ଟାଗ୍ରାମରେ ଆହତ…
ରେକର୍ଡ କଲେ ମୋଦି
ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆଯୋଧ୍ୟାରେ ଆୟୋଜିତ ଭବ୍ୟ ଏବଂ ଦିବ୍ୟ ରାମମନ୍ଦିର ନିର୍ମାଣ ପାଇଁ ହୋଇଥିବା ଭୂମି ପୂଜାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ହନୁମାନଗଡି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏବେ ଉତ୍ତର ପ୍ରଦେଶ ସରକାରଙ୍କ…
କାହାନୀ ଘର ଘର କି ଫେମ୍ ଅଭିନେତାଙ୍କ ଆତ୍ମହତ୍ୟା
ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ ମନରୁ ଲିଭି ନ ଥିବା ବେଳେ ଏବେ ଜଣାଶୁଣା ଟିଭି କଳାକାର ସମୀର ଶର୍ମା…
ଚାଇନାକୁ ପୁଣି ବଡ଼ ଝଟ୍କା: ୨୫୦୦ ୟୁଟ୍ୟୁବ୍ ଚ୍ୟାନେଲ ଡିଲିଟ୍
ଓ୍ବାଶିଂଟନ୍, ୬।୮: ଚାଇନାକୁ ପୁଣି ଏକ ବଡ଼ ଝଟ୍କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଡିଲିଟ୍ କରିଛି। ଏପ୍ରିଲ୍ରୁ ଜୁନ୍ ମାସ ମଧ୍ୟରେ ଗୁଗଲ ପକ୍ଷରୁ ଏଭଳି କରାଯାଇଛି। ଏନେଇ ଗୁଗଲର ତ୍ରୟମାସିକ ରିପୋର୍ଟରେ ତଥ୍ୟ ପ୍ରକାଶ…
Archives


